ETV Bharat / city

ସ୍ବଚ୍ଛ ସର୍ଭେକ୍ଷଣ 2020, ଓଡିଶା ହାତେଇଲା 2 ଜାତୀୟ ପୁରସ୍କାର

author img

By

Published : Aug 20, 2020, 2:28 PM IST

Updated : Aug 20, 2020, 4:37 PM IST

ସ୍ବଚ୍ଛ ସର୍ଭେକ୍ଷଣ 2020 ରେ ଓଡିଶାକୁ 2ଟି ଜାତୀୟ ପୁରସ୍କାର ମିଳିଛି । ଦ୍ରୁତ ଅଗ୍ରଗତି ରାଜ୍ୟ ଭାବେ ଓଡିଶାକୁ ଏହି ଆୱାର୍ଡ ମିଳିଛି । ଏଥିସହ ବ୍ରହ୍ମପୁର ମଧ୍ୟ ଏକ କ୍ୟାଟେଗୋରୀରେ ବିଜୟ ହାସଲ କରିଛି ।

ସ୍ବଚ୍ଛ ସର୍ଭେକ୍ଷଣ 2020, ଓଡିଶା ହାତେଇଲା 2  ଜାତୀୟ ଆୱାର୍ଡ

ଭୁବନେଶ୍ବର: ଓଡିଶା ହାତେଇଲା ସ୍ଵଚ୍ଛ ସର୍ଭେକ୍ଷଣ ଆୱାର୍ଡ 2020 । ଜାତୀୟ ସ୍ତରରେ ଏହି ଆୱାର୍ଡ ପାଇଛି ଓଡ଼ିଶା। ଓଡିଶା ଦ୍ରୁତ ଭାବରେ ଆଗେଇଥିବା ରାଜ୍ୟ ମଧ୍ୟରେ ଶୀର୍ଷରେ ରହିଛି। ସେହିପରି ବେଷ୍ଟ ମିଡିୟମ ସିଟି ଇନ ଇନଭେସନ ଓ ବେଷ୍ଟ ପ୍ରାକ୍ଟିସ କ୍ଷେତ୍ରରେ ବ୍ରହ୍ମପୁର ମହାନଗର ନିଗମ ବିଜେତା ହୋଇଛି। ସ୍ଵଛତା କ୍ଷେତ୍ରରେ ଦେଶବ୍ୟାପୀ ଏହି ସର୍ଭେକ୍ଷଣ କରାଯାଇଥିଲ ।

ସ୍ବଚ୍ଛ ସର୍ଭେକ୍ଷଣ 2020, ଓଡିଶା ହାତେଇଲା 2 ଜାତୀୟ ପୁରସ୍କାର

ସ୍ବଚ୍ଛ ସର୍ଭେକ୍ଷଣ 2020 ପ୍ରତିଯୋଗୀତାରେ ପୁଣି ଥରେ ଶୀର୍ଷରେ ରହିଛି ଇନ୍ଦୋର । ଚତୁର୍ଥ ଥର ପାଇଁ ଏହି ସ୍ଥାନରେ ରହିଛି ଇନ୍ଦୋର । ଦ୍ବିତୀୟ ସ୍ଥାନରେ ଗୁଜୁରାଟର ସୁରଟ ଓ ତୃତୀୟରେ ମହାରାଷ୍ଟ୍ରର ନବି ମୁମ୍ବାଇ ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Aug 20, 2020, 4:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.