ETV Bharat / city

ବିଜୟଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୋକ, ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସମ୍ପନ୍ନ ହେବ ଶେଷକୃତ୍ୟ - ଆରପାରିରେ ଓଲିଉଡ ଅଭିନେତା ବିଜୟ ମହାନ୍ତି

ଆରପାରିରେ ଓଲିଉଡ ଅଭିନେତା ବିଜୟ ମହାନ୍ତି । ମଙ୍ଗଳବାର ସନ୍ଧ୍ୟାରେ ଅଭିନେତା ବିଜୟ ମହାନ୍ତି ପଲସ ଯନ୍ତ୍ରଣା ଅନୁଭବ କରିବାକୁ ଚିକିତ୍ସା ପାଇଁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା । ତାଙ୍କ ବିୟୋଗରେ ଓଲିଉଡରୁ ରାଜନୈତିକ ମହଲରୁ ଛୁଟୁଛି ଶୋକର ଛାୟା । ଏଥିସହ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରିବାକୁ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

odisha political leader express deep condolence on veteran actor bijay mohanty passes away
ବିଜୟଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୋକ, ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସମ୍ପନ୍ନ ହେବ ଶେଷକୃତ୍ୟ
author img

By

Published : Jul 20, 2020, 10:39 PM IST

ଭୁବନେଶ୍ବର: ଆରପାରିରେ ଓଲିଉଡ ଅଭିନେତା ବିଜୟ ମହାନ୍ତି । ମଙ୍ଗଳବାର ସନ୍ଧ୍ୟାରେ ଅଭିନେତା ବିଜୟ ମହାନ୍ତି ପଲସ ଯନ୍ତ୍ରଣା ଅନୁଭବ କରିବାରୁ ଚିକିତ୍ସା ପାଇଁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା । ତାଙ୍କ ବିୟୋଗରେ ଓଲିଉଡରୁ ରାଜନୈତିକ ମହଲରୁ ଛୁଟୁଛି ଶୋକର ଛାୟା । ତାଙ୍କ ବିୟୋଗରେ ଟ୍ବିଟ୍ କରି ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ବର୍ଷୀୟାନ ଅଭିନେତା ବିଜୟ ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଓଡ଼ିଆ କଳା ଜଗତରେ ସେ ଛାଡିଯାଇଥିବା ଅଭିନୟର ଛାପ ତାଙ୍କୁ ଅଗଣିତ କଳାପ୍ରେମୀଙ୍କ ହୃଦୟରେ ସର୍ବଦା ସ୍ମରଣୀୟ କରି ରଖିବ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ମୋର ସମବେଦନା ଜଣାଉଛନ୍ତି । ଏଥିସହ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରିବାକୁ ଘୋଷଣା କରିଛନ୍ତି ।

odisha political leader express deep condolence on veteran actor bijay mohanty passes away
ବିଜୟଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୋକ, ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସମ୍ପନ୍ନ ହେବ ଶେଷକୃତ୍ୟ

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି ପ୍ରାର୍ଥନା କରିଛନ୍ତି । ଏଥିସହ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଭୁବନେଶ୍ଵର ସାଂସଦ ଅପରାଜିତା ଷଢଙ୍ଗୀ ମଧ୍ୟ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଓଡିଆ ସିନେମା ଜଣେ ନିଖୁଳ କଳାକାରଙ୍କୁ ହରାଇଛନ୍ତି ବୋଲି ସେ କହିଛନ୍ତି ।

ହକି ତାରକା ଦିଲ୍ଲୀପ ତିର୍କୀ, ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।

ଓଡିଆ ସିନେ ଜଗତର ଓଡିଆ ଚଳଚ୍ଚିତ୍ର ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ଥିଲେ ଅଭିନେତା ବିଜୟ ମହାନ୍ତି । ସେ ଜଣେ ସଫଳ ନିର୍ଦ୍ଦେଶକ ଏବଂ ଅଧ୍ୟାପନା କ୍ଷେତ୍ରରେ ମଧ୍ୟ ପ୍ରସିଦ୍ଧି ଲାଭ କରିଥିଲେ । ଅନେକ କଳାକାର ତାଙ୍କ ସହ କାମ କରିଥିବା ବେଳେ ତାଙ୍କ ସହ ବିତାଇଥିବା ସମୟ ବେଶ ଏକ ଭଲ ସ୍ମୃତି ବୋଲି ମନେକରନ୍ତି । ତାଙ୍କ ଦେହାନ୍ତରେ ଅଭିନେତା ସବ୍ୟସାଚୀ ଟ୍ବିଟ୍ କରି ତାଙ୍କ ସହ ବିତାଇଥିବା ଏକ ପୁରୁଣା ସ୍ମୃତିକୁ ସେୟାର କରିଛନ୍ତି । ତାଙ୍କ ଭଳି ଜଣେ ଉଚ୍ଚ କଳାକାରଙ୍କୁ ହରାଇ ଆଜି ଦୁଃଖିତ ସମଗ୍ର ବଲିଉଡ ଜଗତ ।

ପ୍ରକାଶ ଥାଉ କି, ଆଜି ସନ୍ଧ୍ୟାରେ ଅଭିନେତା ବିଜୟ ମହାନ୍ତି ପଲସ ଯନ୍ତ୍ରଣା ଅନୁଭବ କରିବାକୁ ଚିକିତ୍ସା ପାଇଁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.