ETV Bharat / city

ଆଜି ପ୍ରକାଶ ପାଇବ ଯୁକ୍ତଦୁଇ ବିଜ୍ଞାନ ରେଜଲ୍ଟ

ଆଜି ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବ । ପୂର୍ବାହ୍ନ 12ଟା 30ରେ ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ । ଅଧିକ ପଢନ୍ତୁ...

ଆଜି ଯୁକ୍ତଦୁଇ ବିଜ୍ଞାନ ରେଜଲ୍ଟ
ଆଜି ଯୁକ୍ତଦୁଇ ବିଜ୍ଞାନ ରେଜଲ୍ଟ
author img

By

Published : Aug 12, 2020, 6:57 AM IST

ଭୁବନେଶ୍ବର: ଆଜି ପ୍ରକାଶ ପାଇବ ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳ । ପୂର୍ବାହ୍ନ 12ଟା 30ରେ ନିଜ ରେଜଲ୍ଟ ୱେବସାଇଟରେ ଦେଖିପାରିବେ ଛାତ୍ରଛାତ୍ରୀ ।

ଉଚ୍ଚ ମାଧ୍ୟମିକ ଶିକ୍ଷା ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ଦିନ 12 ଟା 30ରେ ସମୟରେ ୱେବସାଇଟରେ ଏହା ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ www.orissaresults.nic.in ୱେବସାଇଟ ମାଧ୍ୟମରେ ସେମାନଙ୍କର ରେଜଲ୍ଟ ଜାଣିପାରିବେ ।

ଏଥିସହ ମୋବାଇଲ ନମ୍ବର 0674-2300914/2300907 ମାଧ୍ୟମରେ ବି ପରୀକ୍ଷାର୍ଥୀ ସେମାନଙ୍କର ପରୀକ୍ଷା ଫଳାଫଳ ଜାଣିପାରିବେ। ସେହିପରି ସାମ୍ସ ର ଇ ସ୍ପେସ ମାଧ୍ୟମରେ କଲେଜ ଗୁଡିକକୁ ସେମାନଙ୍କ ପରୀକ୍ଷା ଫଳ ପଠାଇ ଦିଆଯିବ ବୋଲି ସୂଚନା ମିଳିଛି ।

ତେବେ ଚଳିତ ବର୍ଷ 95 ହଜାରରୁ ଅଧିକ ଛାତ୍ରଛାତ୍ରୀ ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଥିଲେ । କୋରୋନା ପାଇଁ ରେଜଲ୍ଟ ପ୍ରକାଶ ପାଇବାରେ ବିଳମ୍ବ ହୋଇଥିଲା ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.