ETV Bharat / city

Omicron Fear: ଓମିକ୍ରନକୁ ନେଇ ଭୟ କରିବାର ନାହିଁ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ - ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ

WHO ସୂଚନା ଅନୁସାରେ ଓମିକ୍ରନ (Omicron)କୁ ନେଇ ଭୟ କରିବାର କୌଣସି କାରଣ ନାହିଁ ବୋଲି କହିଲେ ସ୍ବାସ୍ଥ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

Omicron  Fear: ଓମିକ୍ରନକୁ ନେଇ କୌଣସି ଭୟ କରିବାର ନାହିଁ

author img

By

Published : Dec 6, 2021, 2:17 PM IST

ଭୁବନେଶ୍ବର: ଓମିକ୍ରନ (Omicron) ନେଇ ଏବେ ଚିନ୍ତା ବଢିଥିବା ବେଳେ ଏହାକୁ ନେଇ କୌଣସି ଭୟ କରିବାର ନାହିଁ ବୋଲି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ (Health minister Naba Das on Omicron) । ଏନେଇ WHO କହିଛି ଯେ ଟିକା ଉପରେ ଏହା କେତେ ପ୍ରଭାବୀ ରହିବ ତା ବିଷୟରେ ମଧ୍ୟ ଗବେଷଣା ଚାଲିଛି । ତେବେ ଯେଉଁମାନେ ବିଦେଶରୁ ଆସୁଛନ୍ତି ସେମାନଙ୍କ ତଥ୍ୟ ଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଫଳରେ ସେମାନଙ୍କୁ ଯୋଗାଯୋଗ କରି ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଏବଂ ଆବଶ୍ଯକ ବ୍ୟବସ୍ଥା କରାଯିବା ନେଇ ମନ୍ତ୍ରୀ କହିଛନ୍ତି ।

Omicron Fear: ଓମିକ୍ରନକୁ ନେଇ କୌଣସି ଭୟ କରିବାର ନାହିଁ

ଏହା ଉପରେ ବିଭାଗ ମଧ୍ୟ ତୀକ୍ଷ୍ମ ଦୃଷ୍ଟି ରଖିଛି । ଭୟ କରିବାର କୌଣସି କାରଣ ନାହିଁ। ଓଡିଶାକୁ କେତେ ବିଦେଶରୁ ଆସିଛନ୍ତି ତାର ଠିକ୍ ସଂଖ୍ଯା ନାହିଁ। କେନ୍ଦ୍ର ପକ୍ଷରୁ ତଥ୍ୟ ଆସିଲେ ପଦକ୍ଷେପ ନିଆଯିବ। ସମସ୍ତେ କେବଳ ସତର୍କ ରୁହନ୍ତୁ ବୋଲି କହିଛନ୍ତି ନବ ଦାସ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.