ETV Bharat / city

ରକ୍ତହୀନତା ନିୟନ୍ତ୍ରଣରେ ଓଡ଼ିଶା ନମ୍ବର 2 - ରକ୍ତହୀନତା ନିୟନ୍ତ୍ରଣ

ରକ୍ତହୀନତା ନିୟନ୍ତ୍ରଣରେ ଦେଶରେ 2 ନମ୍ବର ଓଡ଼ିଶା । କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ 2021 ମାର୍ଚ୍ଚ ଯାଏଁ ଆନେମିଆ ମୁକ୍ତ ଭାରତ ସର୍ଭେର ରିପୋର୍ଟ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

ରକ୍ତହୀନତା ନିୟନ୍ତ୍ରଣରେ ଓଡ଼ିଶା ନମ୍ବର 2
ରକ୍ତହୀନତା ନିୟନ୍ତ୍ରଣରେ ଓଡ଼ିଶା ନମ୍ବର 2
author img

By

Published : Jun 3, 2021, 5:08 PM IST

ଭୁବନେଶ୍ବର: ରକ୍ତହୀନତା ନିୟନ୍ତ୍ରଣରେ ଓଡ଼ିଶାର ସଫଳତା । ରକ୍ତହୀନତା ନିୟନ୍ତ୍ରଣରେ ଦେଶରେ 2 ନମ୍ବର ଓଡ଼ିଶା । କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ 2021 ମାର୍ଚ୍ଚ ଯାଏ ଆନେମିଆ ମୁକ୍ତ ଭାରତ ସର୍ଭେର ରିପୋର୍ଟ ପ୍ରକାଶ କରିଛନ୍ତି ।

ରକ୍ତହୀନତା ନିୟନ୍ତ୍ରଣରେ ଓଡ଼ିଶା ନମ୍ବର 2
ରକ୍ତହୀନତା ନିୟନ୍ତ୍ରଣରେ ଓଡ଼ିଶା ନମ୍ବର 2

ଜାତୀୟ ହାରକୁ ମଧ୍ୟ ପଛରେ ପକେଇ ଦେଇଛି ଓଡ଼ିଶା । ଜାତୀୟ ହାର 38.7 ପ୍ରତିଶତ ଥିବାବେଳେ ଓଡ଼ିଶାର 59.3 ପ୍ରତିଶତ ରହିଛି । 64.1 ପ୍ରତିଶତ ସହ ଓଡ଼ିଶା ଉପରକୁ ମଧପ୍ରଦେଶ ରହିଛି । ହିମାଳୟ ପ୍ରଦେଶ, ହରିୟାଣା, ଆନ୍ଧ୍ରପ୍ରଦେଶ ପରି ରାଜ୍ୟ ଓଡ଼ିଶା ପଛକୁ ରହିଛନ୍ତି ।

ରକ୍ତହୀନତା ନିୟନ୍ତ୍ରଣରେ ଓଡ଼ିଶା ନମ୍ବର 2

ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ଆମକୁ ଖୁସି ହେବା କଥା ଯେ ଏଥିରେ ଓଡ଼ିଶାର ଭଲ ପ୍ରଦର୍ଶନ ସହ ଦ୍ଵିତୀୟ ସ୍ଥାନ ରହିଛି । କୋରୋନା ମହାମାରୀ ସତ୍ତ୍ବେ ରକ୍ତହୀନତାର ଶିକାର ଶିଶୁ, କିଶୋର, ଗର୍ଭବତୀ ମହିଳା ଓ ମାଆମାନଙ୍କ କଥା ରାଜ୍ୟ ସରକାର ବୁଝିଛନ୍ତି ।

ପୋଷଣ ଅଭିଯାନରେ ସବୁ ସୁବିଧା ଦିଆଯାଇଛି ବୋଲି ଓଡ଼ିଶାର ପ୍ରଦର୍ଶନ ଭଲ ଅଛି । ଏଥିପାଇଁ ରାଜ୍ୟ ସରକାର ଓ ସ୍ବାସ୍ଥ୍ୟ ବିଭାଗକୁ ଧନ୍ୟବାଦ । ଏହାକୁ ଆଗେଇ ନେବାକୁ ହେବ ଯେପରି ଆସନ୍ତା ବର୍ଷ ଆମେ ପ୍ରଥମ ସ୍ଥାନରେ ରହିବା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.