ETV Bharat / city

ମୌଳିକ ସୁବିଧା ଯୋଗାଇ ଦେବାରେ ପଛରେ ଓଡିଶା - ମୌଳିକ ସୁବିଧା

ସବୁକ୍ଷେତ୍ରରେ ଆଗୁଆ ଥିବା ନେଇ ରାଜ୍ୟ ସରକାର ଦାବି କରୁଥିବା ବେଳେ ଜନସାଧାରଣଙ୍କୁ କିନ୍ତୁ ମୌଳିକ ସୁବିଧା ଯୋଗାଇବାରେ ବିଫଳ ହୋଇଛନ୍ତି ଯାହାକି ଭାରତ ସରକାରଙ୍କ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଅଧିକ ପଢନ୍ତୁ...

ମୌଳିକ ସୁବିଧା ଯୋଗାଇଦେବାରେ ପଛରେ ଓଡିଶା
ମୌଳିକ ସୁବିଧା ଯୋଗାଇଦେବାରେ ପଛରେ ଓଡିଶା
author img

By

Published : Jan 29, 2021, 8:12 PM IST

ଭୁବନେଶ୍ବର: ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇଦେବା କ୍ଷେତ୍ରରେ ଓଡିଶା ପଛରେ ରହିଛି । ସବୁକ୍ଷେତ୍ରରେ ଆଗୁଆ ଥିବା ନେଇ ରାଜ୍ୟ ସରକାର ଦାବି କରୁଥିବା ବେଳେ ଜନସାଧାରଣଙ୍କୁ କିନ୍ତୁ ମୌଳୁକି ସୁବିଧା ଯୋଗାଇବାରେ ବିଫଳ ହୋଇଛନ୍ତି , ଯାହାକି ଭାରତ ସରକାରଙ୍କ ରିପୋର୍ଟରୁ ସ୍ପଷ୍ଟ ହୋଇଛି ।

1012ରୁ 2018 ମଧ୍ୟରେ ବିଭିନ୍ନ ରାଜ୍ୟର ମୌଳିକ ସୁବିଧାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଚାଟ ପ୍ରସ୍ତୁତ ହୋଇଛି । 2012ରେ ଯେଉଁସବୁ ରାଜ୍ୟ 50 ପ୍ରତିଶତ ମୌଳିକ ସୁବିଧା ଯୋଗାଇବାରେ ପଛରେ ଥିଲା ସେସବୁ ରାଜ୍ୟ ଏବେ ଧିରେ ଧିରେ ଆଗକୁ ବଢୁଛି । ହେଲେ ଓଡିଶା ଏବେ ବି 50 ପ୍ରତିଶତ ମୌଳିକ ସୁବିଧା ଯୋଗାଇଦେବାରେ ବିଫଳ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.