ETV Bharat / city

ପିପିପି ପ୍ରୋଜେକ୍ଟ ମ୍ୟାନେଜମେଣ୍ଟରେ ଓଡିଶା ଅଗ୍ରଣୀ - ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ

ପିପିପି ମୋଡରେ ହେଉଥିବା ପ୍ରୋଜେକ୍ଟ ପାଇଁ ଓଡିଶା ଏକ ଅଗ୍ରଣୀ ରାଜ୍ୟ ହୋଇ ପାରିଥିବା ନେଇ ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକରେ ଜଣାପଡିଛି । ଏହା ଫଳରେ ଅଧିକରୁ ଅଧିକ ଉଦ୍ୟଗୀଙ୍କୁ ନିବେଶ ପାଇଁ ଆକର୍ଷଣ କରିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ପିପିପି ପ୍ରୋଜେକ୍ଟ ମ୍ୟାନେଜମେଣ୍ଟରେ ଓଡିଶା ଅଗ୍ରଣୀ
author img

By

Published : Oct 17, 2019, 3:56 AM IST

ଭୁବନେଶ୍ବର: ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଶାର ପିପିପି ମୋଡରେ ହେଉଥିବା ପ୍ରୋଜେକ୍ଟର ସମୀକ୍ଷାରେ ଓଡିଶା ଅଗ୍ରଣୀ ରାଜ୍ୟ ନେଇ ଜଣାପଡିଛି । ସିଙ୍ଗଲ ଓ୍ଵିଣ୍ଡୋ କ୍ଲିୟରାନ୍ସ ଫଳରେ ଏହାର ସୁଫଳ ମିଳିଛି । ରାଜ୍ୟ ପିପିପି ସେଲକୁ ଅଧିକ କ୍ରିୟାଶୀଳ କରିବା ପାଇଁ ନୂତନ ଜ୍ଞାନକୌଶଳର ବ୍ୟବହାର କରିବାକୁ ମୁଖ୍ୟ ଶାସନ ସଚିବ ଆଦେଶ ଦେଇଛନ୍ତି । ଏହା ଫଳରେ ଅଧିକରୁ ଅଧିକ ଉଦ୍ୟଗୀଙ୍କୁ ନିବେଶ ପାଇଁ ଆକର୍ଷଣ କରିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

bbbsr
ପିପିପି ପ୍ରୋଜେକ୍ଟ ମ୍ୟାନେଜମେଣ୍ଟରେ ଓଡିଶା ଅଗ୍ରଣୀ

ରାଜ୍ୟରେ ୨୦୧୯ ଜୁଲାଇ ୧ରୁ ୧୮.୩୪୯ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିବା ବେଳେ ମୋଟ ୮୮ଟି ପିପିପି ପ୍ରୋଜେକ୍ଟ ହେବାକୁ ଥିଲା । ସେଥିମଧ୍ୟରୁ ୫୭ଟି ପ୍ରୋଜେକ୍ଟର କାର୍ଯ୍ୟ ଶେଷ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏହି ପ୍ରକଳ୍ପ ଗୁଡିକ ମୁଖ୍ୟତଃ ଅରବାନ୍ ଡେଭଲପମେଣ୍ଟ, ଟ୍ରାନ୍ସପୋର୍ଟ, ସ୍ଵାସ୍ଥ୍ୟ, ଶିକ୍ଷା , ଗମନାଗମନ, ରାସ୍ତା, ଫୁଡ୍ ଆଦି କ୍ଷେତ୍ରରେ ପିପିପି ମୋଡରେ କାର୍ଯ୍ୟକାରୀ ହେଉଛି । ଏହା ସହ ବାକି ୧୪ଟି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ଖୁବଶୀଘ୍ର ହେବାକୁ ଥିବା ବେଳେ 17 ଟି ପ୍ରକଳ୍ପର କାର୍ଯ୍ୟ ଶେଷ ପ୍ରଯ୍ୟାୟରେ ପହଞ୍ଚିଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ପିପିପି ପ୍ରୋଜେକ୍ଟ ମେନେଜମେଣ୍ଟ ରେ ଓଡିଶା ଅଗ୍ରଣୀ ।ଲୋକସେବା ଭବନରେ ଉଛସ୍ତରୀୟ ବୈଠକରେ ଓଡ଼ିଶାର ହେଉଥିବା ପିପିପି ମୋଡ ରେ ହେଉଥିବା ପ୍ରୋଜେକ୍ଟ ର ସମୀକ୍ଷା ରେ ଜଣାପଡିଛି ।ସିଙ୍ଗଲ ଓ୍ଵିଣ୍ଡୋ କ୍ଲିୟରାନ୍ସ ଫଳରେ ଏହାର ସୁଫଳ ମିଳିଛି ।ରାଜ୍ୟ ପିପିପି ସେଲ କୁ ଅଧିକ କ୍ରିୟାଶୀଳ କରିବା ପାଇଁ ନୂତନ ତରିକା ଓ ଗ୍ୟାନକୈଶଳ ର ବ୍ୟବହାର ପାଇଁ ମୁଖ୍ୟ ଶାସନ ସଚିବ ଆଦେଶ ଦେଇଛନ୍ତି ।ଯାହା ଫଳରେ ଅଧିକ ରୁ ଅଧିକ ଉଦ୍ୟଗୀ ଙ୍କୁ ନିବେଶ ପାଇଁ ଆକର୍ଷଣ କରିବ ବୋଲି ସେ କହିଛନ୍ତି ।

Body:ସୂଚନା ଅନୁସାରେ ରାଜ୍ୟରେ ୨୦୧୯ ଜୁଲାଇ ୧ ରୁ ୧୮.୩୪୯ କୋଟି ଟଙ୍କାର ସାନକସନ ମୋଟ ୮୮ଟି ପିପିପି ପ୍ରୋଜେକ୍ଟ ହେବାକୁ ଥିଲା ।ସେଥିମଧ୍ୟରୁ ୫୭ଟି ପ୍ରୋଜେକ୍ଟ ର କାର୍ଯ୍ୟ ଶେଷ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାଶନ ସଚିବ ।Conclusion:ଏହି ପ୍ରକଳ୍ପ ଗୁଡିକ ମୁଖ୍ୟତଃ ଅରବାନ୍ ଡେଭଲପମେଣ୍ଟ, ଟ୍ରାନ୍ସପୋର୍ଟ, ସ୍ଵାସ୍ଥ୍ୟ,ଶିକ୍ଷା ,ଗମନାଗମନ,ରାସ୍ତା ,ଫୁଡ୍,ଆଦି କ୍ଷେତ୍ରରେ ପିପିପି ମୋଡ ରେ ପ୍ରକଳ୍ପ ର କାର୍ଯ୍ୟ ହେଉଛି ।ଏହା ସହ ବାକି ୧୪ଟି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ଖୁବଶୀଘ୍ର ହେବାକୁ ଥିବା ବେଳେ 17 ଟି ପ୍ରକଳ୍ପ ର କାର୍ଯ୍ୟ ଶେଷ ପ୍ରଯ୍ୟାୟରେ ପହଞ୍ଚିଥିବା ସୂଚନା ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.