ETV Bharat / city

ମାନବାଧିକାର କମିଶନକୁ ମିଳିବେ ନୂଆ ଅଧ୍ୟକ୍ଷ - bhubaneswar

ପୂରଣ ହେବ ମାନବାଧିକାର କମିଶନର ଅଧ୍ୟକ୍ଷ ପଦ । ଏନେଇ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ମନୋନୟନ କମିଟି ବୈଠକ । ବିରୋଧୀ ଦଳ ନେତାଙ୍କ ସମେତ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ଆଇନମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏହି ବୈଠକରେ ଉପସ୍ଥିତ ରହିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 19, 2019, 11:06 PM IST

ଭୁବନେଶ୍ବର: ୭ ବର୍ଷ ହେଲା ଖାଲି ପଡିଛି ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ପଦ ଏବେ ପୂରଣ ହେବ। ଅଧ୍ୟକ୍ଷ ପଦ ପାଇଁ ୩ ଜଣଙ୍କ ନା ମନୋନୟନ କରାଯାଇଥିବା ବେଳେ ଖାଲିଥିବା ଗୋଟିଏ ସଦସ୍ୟ ପଦ ପାଇଁ ମଧ୍ୟ ୩ଟି ନାଁ ମନୋନୟନ କରାଯାଇଛି । କମିଶନର ଅଧ୍ୟକ୍ଷ ଏବଂ ଗୋଟିଏ ସଦସ୍ୟ ପଦ ପାଇଁ ଚାଲିଥିବା ମନୋନୟନ କମିଟି ବୈଠକ ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ପ୍ରତିକ୍ରିୟା ରଖିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଅନୁମୋଦନ ଲାଗି ମଙ୍ଗଳବାର ରାଜ୍ୟପାଳଙ୍କ ନିକଟକୁ ମନୋନିତ ହୋଇଥିବା ସଦସ୍ୟଙ୍କ ତାଲିକା ପଠାଯିବ । ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମନୋନୟନ କମିଟି ବୈଠକ ବସିଥିଲା । ଏହି ବୈଠକରେ ବାଚସ୍ପତ ସୂର୍ଯ୍ୟ ନାରାୟଣ ପାତ୍ର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଆଇନମନ୍ତ୍ରୀ, ଓ ମୁଖ୍ୟ ଶାସନ ସଚିବ ଉପସ୍ଥିତ ରହିଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:
୭ ବର୍ଷ ହେଲା ଖାଲି ପଡିଛି ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ପଦ ପୂରଣ ହେବ ! କମିଶନର ଅଧ୍ୟକ୍ଷ ଏବଂ ଗୋଟିଏ ସଦସ୍ୟ ପଦ ପାଇଁ ଚାଲିଥିବା ମନୋନୟନ କମିଟି ବୈଠକ ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ପ୍ରତିକ୍ରିୟା ।ଅଧ୍ୟକ୍ଷ ପଦ ପାଇଁ ୩ ଜଣଙ୍କ ନା ମନୋନୟନ କରାଯାଇଥିବା ବେଳେ ଖାଲିଥିବା ଗୋଟିଏ ସଦସ୍ୟ ପଦ ପାଇଁ ମଧ୍ୟ ୩ଟି ନାଁ ମନୋନୟନ କରାଯାଇଛି । Body:ଅନୁମୋଦନ ଲାଗି ଆସନ୍ତାକାଲି ରାଜ୍ୟପାଳଙ୍କ ନିକଟକୁ ଏହି ତାଲିକା ପଠାଯିବ ।ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଧିବଦ୍ଧ ବିଜ୍ଞାପ୍ତି ପ୍ରକାଶ ପାଇବା ।

Conclusion:ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ମନୋନୟନ କମିଟିର ବୈଠକ ବସିଥିଲା ।ବାଚସ୍ପତ ସୂର୍ଯ୍ୟ ନାରାୟଣ ପାତ୍ର, ବିରୋଧୀ ଦଳ ନେତା ପ୍ରଦୀପ ନାୟକ, ଆଇନମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଉପସ୍ଥିତ ।
ବାଇଟ- ପ୍ରଦୀପ୍ତ ନାୟକ,ବିରୋଧୀ ଦଳ ନେତା
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.