ETV Bharat / city

ମତ୍ସ୍ୟଜୀବୀଙ୍କୁ ସମୂଦ୍ର ମନା, ମାଡି ଆସିବ ବଡ଼ ଢେଉ - ପାଣିପାଗ ବିଭାଗ

ଆସନ୍ତା 15, 16 ଏବଂ 17 ଅଗଷ୍ଟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା 2 ଦିନ ମଧ୍ୟରେ ସମୁଦ୍ର ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ । ବୁଧବାର ଓ ଗୁରୁବାର ସମୁଦ୍ରରେ ଆସିପାରେ 4 ମିଟରରୁ ଅଧିକ ଉଚ୍ଚର ବଡ଼ ଢେଉ ।

ପ୍ରତିକାତ୍ମକ ଫଟୋ
author img

By

Published : Aug 14, 2019, 10:53 PM IST

ଭୁବନେଶ୍ବର: କମିଛି ବର୍ଷା, ହେଲେ ସମୁଦ୍ର ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ । କାରଣ ବୁଧବାର ଓ ଗୁରୁବାର ସମୁଦ୍ରରେ ଆସିପାରେ 4 ମିଟରରୁ ଅଧିକ ଉଚ୍ଚର ବଡ଼ ଢେଉ । ଲଘୁଚାପ ଏବେ ପଛଘୁଞ୍ଚା ଦେଇଛି । ଫଳରେ ଓଡିଶାରେ ଅରେଞ୍ଜ ୱାର୍ଣ୍ଣିଂର ଯେଉଁ ଜୋନ ଥିଲା ବର୍ତ୍ତମାନ ତାହା ହଟିଯାଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

କିନ୍ତୁ ଆସନ୍ତା 15, 16 ଏବଂ 17 ଅଗଷ୍ଟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ମୟୂରଭଞ୍ଜ, ସୁନ୍ଦରଗଡ, ଦେଓଗଡ଼, କେନ୍ଦୁଝର, ମାଲକାନଗିରି, ପୁରୀ, ରାୟଗଡା, କଳାହାଣ୍ଡି, ଗଜପତି ଗଞ୍ଜାମ ଅଞ୍ଚଳରେ ପ୍ରବଳ ବର୍ଷା ହେବା ସହ ବଜ୍ରପାତ ଏବଂ ବିଜୁଳୀ ମାରିବାର ଆଶଙ୍କା ରହିଛି । ଗତ 24 ଘଣ୍ଟା ଭିତରେ ବଲାଙ୍ଗୀରରେ ସର୍ବାଧିକ 555 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସମ୍ପୂର୍ଣ୍ଣ ରାଜ୍ୟକୁ ଯଦି ଆକଳନ କରାଯାଏ ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା କମିବାର ସମ୍ଭାବନା ରହିଛି ।

ଭୁବନନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:କମିଛି ବର୍ଷା ହେଲେ ,ସମୁଦ୍ର ଯିବା କୁ ମସ୍ୟ ଯିବି କୁ ବାରଣ ,କାରଣ ଆଜି ଓ କାଲି ମଧ୍ୟ ଆସିବ 4 ଫୁଟ ଉପର ର ବଡ଼ ଢେଉ । ଅନ୍ୟ ପଟେ ଆସନ୍ତା 16, 17 ଓ 18 ଜୁଲାଇ ରେ ପୁଣି ବର୍ଷା ର ପରିମାଣ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।ଖାସ କରି ସୁନ୍ଦରଗଡ, ଦେଓଗଡ଼, ମାଲକାନଗିରି ,ପୁରୀ , ରାୟଗଡା,କଳାହାଣ୍ଡି, ଗଜପତି ଗଂଜାମ,ଅଞ୍ଚଳ ରେ ପ୍ରବଳ ବର୍ଷା ହେବାର ଆଶଙ୍କା ଦେଖା ଯାଉଛି।ଗତ 24 ଘଂଟା ଭିତରେ ବଲାଙ୍ଗୀର ରେ ସର୍ବାଧିକ 555 ମିଲିମିଟର ବର୍ଷା ରେକର୍ଡ କରାଯାଇଛି।Body:କମିଛି ବର୍ଷା ହେଲେ ,ସମୁଦ୍ର ଯିବା କୁ ମସ୍ୟ ଯିବି କୁ ବାରଣ ,କାରଣ ଆଜି ଓ କାଲି ମଧ୍ୟ ଆସିବ 4 ଫୁଟ ଉପର ର ବଡ଼ ଢେଉ । ଅନ୍ୟ ପଟେ ଆସନ୍ତା 16, 17 ଓ 18 ଜୁଲାଇ ରେ ପୁଣି ବର୍ଷା ର ପରିମାଣ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।ଖାସ କରି ସୁନ୍ଦରଗଡ, ଦେଓଗଡ଼, ମାଲକାନଗିରି ,ପୁରୀ , ରାୟଗଡା,କଳାହାଣ୍ଡି, ଗଜପତି ଗଂଜାମ,ଅଞ୍ଚଳ ରେ ପ୍ରବଳ ବର୍ଷା ହେବାର ଆଶଙ୍କା ଦେଖା ଯାଉଛି।ଗତ 24 ଘଂଟା ଭିତରେ ବଲାଙ୍ଗୀର ରେ ସର୍ବାଧିକ 555 ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ବାଇଟ ଶାସିକାନ୍ତ ମିଶConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.