ETV Bharat / city

ପୋଷଣ ପାଇଁ ଦାରିଦ୍ର୍ୟ ଦୂରୀକରଣର ରହିଛି ଆବଶ୍ୟକତା - ଦାରିଦ୍ର୍ୟ ଦୂରୀକରଣ

କୁପୋଷଣକୁ ସମୂଳେ ନଷ୍ଟ କରିବା ପାଇଁ ରାଜ୍ୟ ସରକାର ନେଉଛନ୍ତି ବିହିତ ପଦକ୍ଷେପ । ଆଉ ଏଥିରେ ସଫଳତା ମଧ୍ୟ ଅର୍ଜନ କରିଛନ୍ତି ସରକାର । ଯାହାପରେ ଓଡ଼ିଶା ଏକ୍ଷେତ୍ରରେ ସାରା ଦେଶ ପାଇଁ ଏକ ଆଦର୍ଶ ପାଲଟିଛି । ଅଧିକ ପଢ଼ନ୍ତୁ...

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Oct 1, 2019, 12:43 AM IST

ଭୁବନେଶ୍ବର: ପୋଷଣ କ୍ଷେତ୍ରରେ ଦାରିଦ୍ର୍ୟର ସ୍ଥାୟୀ ସମାଧାନ ଅତ୍ୟନ୍ତ ଆବଶ୍ୟକ। ରାଜ୍ୟରେ ପୋଷଣ କ୍ଷେତ୍ରରେ ଥିବା ସମସ୍ତ ସମସ୍ୟାକୁ ପ୍ରତିହତ କରିବା ପାଇଁ ଓଡିଶା ସରକାର ସକରାତ୍ମକ ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ସେହି ପଦକ୍ଷେପ ଗୁଡିକୁ କିପରି ଭାବେ ଅଧିକ ତ୍ବରାନ୍ବିତ କରାଯିବ ସେନେଇ ରାଜଧାମନୀରେ ଆୟୋଜିତ ହୋଇଯାଇଛି ‘CLOSE THE GAP’ କାର୍ଯ୍ୟକ୍ରମ । ଯେଉଁଥିରେ ପ୍ରତିଦିନ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ସେବା ପାଇବା ପାଇଁ ସଂଘର୍ଷ କରୁଥିବା ଆଶାୟୀ ବ୍ୟକ୍ତିଙ୍କର କାହାଣୀକୁ ଫଟୋ ମାଧ୍ୟମରେ ସ୍ଥାନ ଦିଆଯାଇଛି। ଏହାସହ କିପରି ଓଡ଼ିଶାକୁ କୁପୋଷଣ ମୁକ୍ତ କରାଯିବ ସେନେଇ ଆଲୋଚନା ହୋଇଛି ।

କୁପୋଷଣ ଦୂରୀକରଣ କ୍ଷେତ୍ରରେ ସବୁଠାରୁ ଆଗରେ ଓଡି଼ଶା

ସାରା ଭାରତ ବର୍ଷରେ ଓଡିଶା କୁପୋଷଣ ଦୂରୀକରଣ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି ଓଡି଼ଶା । ଏହି କ୍ଷେତ୍ରରେ ସାରା ଦେଶ ପାଇଁ ଏକ ରୋଲ ମଡେଲ ସାଜିଛି ଓଡି଼ଶା । ଏଦିଗରେ ନେତୃତ୍ବ ନେବା ପାଇଁ ସରକାରଙ୍କୁ ଲୋକମାନଙ୍କ ପାଖରେ ପହଁଞ୍ଚିବା ସହ ଅଧିକରୁ ଅଧିକ କାର୍ଯ୍ୟକ୍ରମ କରିବାର ଅବଶ୍ୟକତା ରହିଛି। ରାଜ୍ୟରେ ଥିବା 34 ପ୍ରତିଶତ 5 ବର୍ଷରୁ କମ ଶିଶୁ ପୋଷଣ ଜନିତ ସମସ୍ୟାରେ ଜର୍ଜରିତ । 15 ରୁ 50 ବୟସର 50 ପ୍ରତିଶତ ଲୋକ ଏନିମିଆ ରୋଗର ଶିକାର ହେଉଛନ୍ତି। ଅପହଞ୍ଚ ଅଞ୍ଚଳରେ ଅଧିକ ଅଙ୍ଗନବାଡି କେନ୍ଦ୍ର ସ୍ଥାପନ କରାଯିବ ଓ ସେମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ସ୍ଥାୟୀ ସମାଧାନ କରିବା ପାଇଁ ପ୍ରୟାସ କରାଯିବ ବୋଲି ଢେଙ୍କାନାଳର ସାଂସଦ ମହେଶ ସାହୁ କହିଛନ୍ତି।

ଗ୍ରାମୀଣ ଶିକ୍ଷା ଏବଂ ବିକାଶ ପ୍ରୋତ୍ସାହନ ଗୋଷ୍ଠୀର ସଚିବ ବିଦ୍ୟୁତ ମହାନ୍ତି କହିଛନ୍ତି ଯେ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ସାମାଜିକ ପର୍ଯ୍ୟାଲୋଚନା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏହା ଉପରେ ସରକାର ଦୃଷ୍ଟି ଦେବା ସହ ସାମାଜିକ ତନଖି, ଯାଞ୍ଚ ଓ ମାତୃ ପ୍ରଜ୍ଞାଲୋଚନା କମିଟିର ସଦସ୍ୟଙ୍କ ନିମନ୍ତେ ପ୍ରଶିକ୍ଷଣ ଶିବିର ଆୟୋଜନ କରବା ନିମନ୍ତେ ଯତ୍ନବାନ ହେବାର ଆବଶ୍ୟକତା ରହିଛି। ଏହି କାର୍ଯ୍ୟକ୍ରମରେ, ସାମ୍ବାଦିକ ସନ୍ଦୀପ ଦାସ, ସଂସାଦ ମହେଶ ସାହୁ, ସଂସାଦ ଅମର ପଟ୍ଟନାୟକ, ସୁଲତା ଦେଓ, ଗ୍ରାମୀଣ ଶିକ୍ଷା ଓ ବିକାଶ ପ୍ରୋତ୍ସାହନ ଗୋଷ୍ଠୀର ସଚିବ ବିଦ୍ୟୁତ ମହାନ୍ତି ଓ ଫୁଡ଼ କମିଶନ ସିପ୍ରା ମହାନ୍ତି ଆଦି ଉପସ୍ଥିତ ରହିଥିଲେ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:
ପୋଷଣରେ କ୍ଷତ୍ରରେ ଦାରିଦ୍ର୍ୟର ସ୍ଥାୟୀ ସମାଧାନ ଅତ୍ୟନ୍ତ ଆବଶ୍ୟକ।

ରାଜ୍ୟରେ ପୋଷଣ କ୍ଷେତ୍ରରେ ଥିବା ସମସ୍ତ ସମସ୍ୟାକୁ ପ୍ରତିହତ କରିବା ପାଇଁ ଓଡିଶା ସରକାର ସକାରାତ୍ମକ ପଦକ୍ଷେପ ଗ୍ରହଣ କରିଛନ୍ତି। କିନ୍ତୁ ରାଜ୍ୟରେ ଥିବା ଅତ୍ୟନ୍ତ ଦାରିଦ୍ୟ ଅବହେଳିତ ଭାବରେ ରହିଆସୁଛନ୍ତି। ଏହି ଫଟୋ ଚିତ୍ର ମାଧ୍ୟମରେ ପ୍ରତିଦିନ ଅଙ୍ଗନବାଡି କେନ୍ଦ୍ର ଗୁଡିକରୁ କିଛି ସେବା ପାଇବା ପାଇଁ ସଂଘର୍ଷ କରୁଥିବା ଓ ଆଶାୟୀ ବ୍ୟକ୍ତି ମାନଙ୍କର କାହାଣୀକୁ ଫଟୋ ମାଧ୍ୟମରେ ସ୍ଥାନ ଦିଆଯାଇଛି।

Body:
ସାରା ଭାରତ ବର୍ଷ ରେ ଓଡିଶା ପୋଷଣ ଭାବରେ ମାନ୍ୟତା ହାସଲ କରିଛି। ପୋଷଣ କ୍ଷତ୍ରରେ ସମଗ୍ର ଦେଶରେ ଏକ ରୋଲ ମଡେଲ ସାଯିବା। ଏଦିଗରେ ନେତୃତ୍ୱ ନେବା ପାଇଁ ରାଜ୍ୟକୁ ଲୋକମାନଙ୍କ ପାଖ ରେ ପହଁଛିବା ସହ ଅଧିକରୁ ଅଧିକ କାର୍ଯ୍ୟକ୍ରମ କରିବା ଅବଶ୍ୟକତା ରହିଛି। ରାଜ୍ୟରେ ଥିବା ୩୪ ପ୍ରତିଶତ ୫ ବର୍ଷ ରୁ କାମ ପୋଷଣ ସମସ୍ୟାରେ ଜର୍ଜରିତ ଶିଶୁ । ୫୦ ପ୍ରତିଶତ ଲୋକ ୧୫ ରୁ ୫୦ ବୟସ ର ଲୋକମାନେ ଅନେମିୟା ରୋଗର ଶିକାର ହେଉଛନ୍ତି।
ଅପହଞ୍ଚ ଅଂଚଳରେ ଅଧିକ ଅଙ୍ଗନବାଡି କେନ୍ଦ୍ର ସ୍ଥାପନ କରାଯିବ ଓ ସେମାନଙ୍କର ବିଭିନ୍ନ ସମସ୍ୟା କୁ ନେଇ ସ୍ଥାୟୀ ସମାଧାନ କରିବା ପାଇଁ ପ୍ରୟାସ କରାଯିବ ବୋଲି ଢେଙ୍କାନାଳ ର ସାଂସଦ ମହେଶ ସାହୁ କବିଛନ୍ତି।
ଗ୍ରାମୀଣ ଶିକ୍ଷା ଏବଂ ବିକାଶକୁ ପ୍ରୋତ୍ସାହିତ ଗୋଷ୍ଠୀର ସଚିବ ବିଦ୍ୟୁତ ମହାନ୍ତି କହିଛନ୍ତି ଯେ ଅଙ୍ଗନବାଡି କେନ୍ଦ୍ର ଗୁଡିକ ସାମାଜିକ ପଯ୍ୟାଲୋଚନା ଅତ୍ୟନ୍ତ ଗୁଋତ୍ୱ ପୂର୍ଣ୍ଣ ଅଟେ। ଏହା ଉପରେ ସରକାର ଦୃଷ୍ଟି ଦେବା ସହ ସାମାଜିକ ତନଖି ଓ ଯାଂଚ ଓ ମାତୃ ପ୍ରଜ୍ଞାଲୋଚନା କମିଟି ର ସଦସ୍ୟ ଙ୍କ ନିମନ୍ତେ ପ୍ରଶିକ୍ଷଣ ଶିବିର ଆୟୋଜନ କରବା ନିମନ୍ତେ ଯତ୍ନବାନ ହେବା ଆବଶ୍ୟକ।

ଏପରି ଏକ ଫୋଟୋ ମାଧ୍ୟମରେ ଓଡ଼ିଶାର ଦରିଦ୍ରକୁ ନୀଚ ଦେଖିବା । ସେମାନଙ୍କର ସମସ୍ୟାକୁ ଘନୀଭୂତ ନ କରି କିଭଳି ସମସ୍ୟାର ସମାଧାନ କରାଯିବ ସେନେଇ କାର୍ଯ୍ୟକ୍ରମ କରିବା । ସରକାର ଏହା ଉପରେ ମୋ ସରକାର କାର୍ଯ୍ୟକ୍ରମରେ ଅନ୍ତର୍ଭୂକ୍ତ କରି ଏମାନଙ୍କର ସ୍ଥୟୀ ସମାଧାନ କରିବା ପ୍ରୟାସ ରହିଛି। ତେବେ ଏହି କାର୍ଯ୍ୟକ୍ରମରେ , ସାମ୍ବାଦିକ, ସନ୍ଦୀପ ଦାସ , ସଂସାଦ ମହେଶ ସାହୁ, ସଂସାଦ ଅମର ପଟ୍ଟନାୟକ, ସୁଲତା ଦେଓ, ଗ୍ରାମୀଣ ଶିକ୍ଷା ଏବଂ ବିକାଶକୁ ପ୍ରୋତ୍ସାହିତ ଗୋଷ୍ଠୀର ସଚିବ ବିଦ୍ୟୁତ ମହାନ୍ତି ଓ ଫୁଡ଼ କମିଶନ ସିପ୍ରା ମହାନ୍ତି ଆଦି ଉପସ୍ଥିତ ରହିଥିଲେ।

Byte- ସୁଲତା ଦେଓ, ଶିଶୁ କଲ୍ୟାଣ ଆବାହକ
Byte, ନେହା ସେଠି, ପ୍ରବନ୍ଧକ, ଆଇପିଇ ଗ୍ଲୋବାଲ ଲିମିଟେଡ଼।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.