ETV Bharat / city

ରାଜ୍ୟ ବଜେଟ: ଅନୁସୂଚିତ ଜାତି ଜନଜାତି ଓ ପଛୁଆ ବର୍ଗଙ୍କୁ ଗୁରୁତ୍ବ

author img

By

Published : Feb 18, 2020, 9:42 PM IST

2020-21 ଆର୍ଥିକ ବର୍ଷରେ ଅନୁସୂଚିତ ଜନଜାତରି Sub- Component ଅଧିନରେ 13 ହଜାର 7 ଶହ 77 କୋଟି ଟଙ୍କା ଏବଂ ଅନୁସୂଚତି ଜାତି Sub- Component ଅଧିନରେ 10 ହଜାର 3 ଶହ 13 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଅଧିକ ପଢନ୍ତୁ...

ରାଜ୍ୟ ବଜେଟ୍: ଅନୁସୂଚତି ଜାତି-ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁ ସଂପ୍ରଦାୟର ଉନ୍ନତିକରଣ

ଭୁବନେଶ୍ବର: ସାମଗ୍ରିକ ବିକାଶ ପାଇଁ ଅନୁସୂଚିତ ଜାତି ଓ ଜନଜାତିମାନଙ୍କ ସଶକ୍ତିକରଣ ସାଙ୍ଗକୁ ଶିକ୍ଷା, ସ୍ବାସ୍ଥ୍ୟ, ଗ୍ରାମ୍ୟ ନଯିୁକ୍ତି, ଜୀବିକା, ଦକ୍ଷତା ବିକାଶ, ଆବାସ ଓବଂ ବଦ୍ୟୁତୀକରଣ ସମ୍ଵନ୍ଧୀୟ ସମସ୍ତ ଯୋଜନାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ବିବେଚନା କରାଯାଇଥିବା ମଙ୍ଗଳବାର ବିଧାନସଭାରେ ବଜେଟ ଉପସ୍ଥାପନ ବେଳେ କହିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

2020-21 ଆର୍ଥିକ ବର୍ଷରେ ଅନୁସୂଚିତ ଜନଜାତରି Sub- Component ଅଧିନରେ 13 ହଜାର 7 ଶହ 77 କୋଟି ଟଙ୍କା ଏବଂ ଅନୁସୂଚିତ ଜାତି Sub- Component ଅଧିନରେ 10 ହଜାର 3 ଶହ 13 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହିପରି ଭାବେ ଚଳିତବର୍ଷ ବଜଟେର ମୋଟ 23 ହଜାର 8 ଶହ 8 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

ସରକାର ନିକଟରେ ଅନ୍ୟାନ୍ୟ ପଛୁଆ ବର୍ଗଙ୍କର (OBC) ସାମାଜକି ସ୍ଥିତିରେ ଉନ୍ନତି ଆଣିବା ପାଇଁ ଓବିସି କମିଶନ (OBC Commission) ଗଠନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.