ଭୁବନେଶ୍ବର: ସରକାର କର୍ମଚାରୀଙ୍କ ପାଇଁ ଖୁସି ଖବର । ବଢିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା । 5 ପ୍ରତିଶତ ବଢାଇଛନ୍ତି ରାଜ୍ୟ ସରକାର । ଏହାକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 2020 ଜାନୁଆରୀରୁ ପଛିଲା ଭାବେ ଏହା ଲାଗୁ ହେବ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ