ETV Bharat / city

ହୋମ ଆଇସୋଲେସନରେ ଥିବା କୋଭିଡ ଆକ୍ରାନ୍ତଙ୍କ ଘର ଆଗରେ ଲାଗିବନି ପୋଷ୍ଟର - ଘର ଆଗରେ ଲାଗିବନି ପୋଷ୍ଟର

କୋରୋନା ଆକ୍ରାନ୍ତଙ୍କ ଘର ଆଗରେ ଆଉ ଲାଗିବନି ପୋଷ୍ଟର । ଜିଲ୍ଲାପାଳ ଏବଂ ପୌର କମିଶନରଙ୍କୁ ଚିଠି ଲେଖିଲେ ଅତିରିକ୍ତ ମୁଖ୍ୟ ସଚିବ ।ଅଧିକ ପଢନ୍ତୁ..

ହୋମ ଆଇସଲାସନରେ ଥିବା କୋଭିଡ ଆକ୍ରାନ୍ତଙ୍କ ଘର ଆଗରେ ଲାଗିବନି ପୋଷ୍ଟର

author img

By

Published : Dec 2, 2020, 6:37 PM IST

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି। ଏଣିକି ହୋମ ଆଇସୋଲେସନରେ କୋଭିଡ ଆକ୍ରାନ୍ତଙ୍କ ଘର ସମ୍ମୁଖରେ ଆଉ ପୋଷ୍ଟର ଲାଗିବ ନାହିଁ। କୋଭିଡ ଆକ୍ରାନ୍ତ ସଂଖ୍ୟା ଯଥେଷ୍ଟ ହ୍ରାସ ହୋଇଥିବା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି।

ହୋମ ଆଇସଲାସନରେ ଥିବା କୋଭିଡ ଆକ୍ରାନ୍ତଙ୍କ ଘର ଆଗରେ ଲାଗିବନି ପୋଷ୍ଟର
ହୋମ ଆଇସଲାସନରେ ଥିବା କୋଭିଡ ଆକ୍ରାନ୍ତଙ୍କ ଘର ଆଗରେ ଲାଗିବନି ପୋଷ୍ଟର

ଏନେଇ ସବୁ ଜିଲ୍ଲାପାଳ, ମୁନିସପାଲଟି କମିଶନରଙ୍କ ନିକଟକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।

ପୂର୍ବରୁ କୌଣସି ବ୍ୟକ୍ତି କୋରୋନା ସଂକ୍ରମିତ ହୋଇଥିଲେ , ସେମାନଙ୍କ ଘର ଆଗରେ କ୍ବାରେଣ୍ଟାଇନ ପୋଷ୍ଟର ଲଗାଯାଉଥିଲା । ସତର୍କ କରାଇବାକୁ ଏହି ପୋଷ୍ଟର ଲାଗେ । ହେଲେ ଏବେ ଆଉ ଆକ୍ରାନ୍ତଙ୍କ ଘର ଆଗରେ ଆଉ ପୋଷ୍ଟର ଲାଗିବନି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.