ETV Bharat / city

OBC Reservation: ଗୋଲକ କହିଲେ ସଂରକ୍ଷଣରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ସରକାର - ବିଜେପି ନେତା ଗୋଲକ ମହାପାତ୍ରଙ୍କ ପ୍ରତିକ୍ରିୟା

OBC ସରଂକ୍ଷଣରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ସରକାର । ନିର୍ବାଚନରେ ଜନତା କଡା ଜବାବ ଦେବେ କହିଲେ BJP ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ଅଧିକ ପଢନ୍ତୁ

OBC ସରଂକ୍ଷଣରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ସରକାର: Golak Mohapatra

author img

By

Published : Jan 5, 2022, 4:49 PM IST

Updated : Jan 5, 2022, 6:43 PM IST

ଭୁବନେଶ୍ବର: OBC ଙ୍କୁ ସରଂକ୍ଷଣ ଦେବା ପାଇଁ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଏଥିପାଇଁ ଭାରତ ସରକାର ଓ ରାଜ୍ୟ ସରକାର ମିଳିତ ଭାବେ ଚର୍ଚ୍ଚା କରିବା ଦରକାର ବୋଲି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ।

OBC ସରଂକ୍ଷଣରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ସରକାର: Golak Mohapatra

ଏନେଇ ଚର୍ଚ୍ଚା କରି ନିର୍ବାଚନ ନିଷ୍ପତ୍ତି ନେବା ଉଚିତ୍ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ପୁରା ପ୍ରସ୍ତୁତ ଅଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚିନାହିଁ । ଏ ସମସ୍ତ ବିଷୟକୁ ନେଇ ଗାଁ ଗାଁରେ ଆନ୍ଦୋଳନ ହୋଇଛି । ତେଣୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି । ଗାଁ ଗାଁ ବୁଲି ଲୋକଙ୍କ ପାଖକୁ ଯିବ ବିଜେପି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, OBC ମାନଙ୍କୁ ସଂରକ୍ଷଣ ଦେବା ପାଇଁ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ହେଲେ OBC ମଧ୍ୟ ନିର୍ବାଚନରେ ଭାଗ ନେଉ ବୋଲି BJP ଚାହୁଁଞ୍ଚି ବୋଲି ଗୋଲକ ମହାପାତ୍ର କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Jan 5, 2022, 6:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.