ETV Bharat / city

କଠୋର ହେଲା ନିୟମ: ଦୋକାନରେ ଖୁଲମଖୁଲା ଝୁଲାଇ ପାରିବେନି ମାଂସ - ମାଛ ଓ ମାଂସ ମାର୍କେଟ

ରାଜଧାନୀରେ ଫୁଡ ସେଫଟି ଟିମର ଚଢାଉ। ୟୁନିଟ ୪ରେ ଥିବା ମାଛ ଓ ମାଂସ ମାର୍କେଟରେ ଚଢାଉ ହୋଇଛି। ଅଧିକ ଖବର ପଢନ୍ତୁ...

ଖୁଲମଖୁଲା ଝୁଲାଇ ପାରିବେନି ମାଂସ
ଖୁଲମଖୁଲା ଝୁଲାଇ ପାରିବେନି ମାଂସ
author img

By

Published : Dec 4, 2019, 2:15 PM IST

ଭୁବନେଶ୍ବର: ରାଜଧାନୀରେ ଫୁଡ ସେଫଟି ଟିମର ଚଢାଉ । ୟୁନିଟ ୪ରେ ଥିବା ମାଛ ଓ ମାଂସ ମାର୍କେଟରେ ଚଢାଉ ହୋଇଛି । ମାଛରେ ଫର୍ମାଲିନ ବ୍ୟବହାର ହେଉଛି କି ନାହିଁ ସେ ଦିଗରେ ଯାଞ୍ଚ ହେବା ସହ କିଛି ନମୁନା ଟେଷ୍ଟ ପାଇଁ ସଂଗ୍ରହ କରାଯାଇଛି ।

ତେବେ ମାଂସ ମାର୍କେଟରେ ମାଛି ଭଣଭଣ ହେଉଥିବା ସ୍ଥାନମାନଙ୍କରେ ଜାଲି ବ୍ୟବହାର କରିବାକୁ ନିର୍ଦ୍ଦେଶ ରହିଛି । ଏଥିସହ ସଫାସୁତୁରା ରଖିବା ବିଶେଷ କରି ମଟନ ମାର୍କେଟରେ କଡା ନିର୍ଦ୍ଦେଶ ଦେଇଛନ୍ତି ଫୁଡ ସେଫଟି ଅଫିସର ।

ଖୁଲମଖୁଲା ଝୁଲାଇ ପାରିବେନି ମାଂସ
ଖୁଲମଖୁଲା ଝୁଲାଇ ପାରିବେନି ମାଂସ

ଏଣିକି ମାଂସ ଦୋକାନରେ ଛେଳି ମାଂସ ଝୁଲେଇକି ବିକ୍ରି କରିପାରିବେ ନାହିଁ। ଯାହାକୁ ନେଇ ସମସ୍ତ ବ୍ୟବସାୟୀଙ୍କୁ ଅବଗତ କରାଯାଇଛି । ତେବେ ୟୁନିଟ ୪ ମାଛ ମାର୍କେଟ ରାଜଧାନୀର ଏକ ପ୍ରମୁଖ ମାର୍କେଟ ।ଯେଉଁଠି ରାଜଧାନୀର ୫୦ ପ୍ରତିଶତ ଲୋକ ଓ ବ୍ୟବସାୟୀକ ଅନୁଷ୍ଠାନ ମାଛ କିମ୍ବା ମାଂସ ସହ ନେବା ପାଇଁ ନିର୍ଭର କରିଥାନ୍ତି। ଯାହାକୁ ନେଇ ସୁରକ୍ଷା, ନିରାପତ୍ତା ଓ ସ୍ବଚ୍ଛତା ଦୃଷ୍ଟିରୁ ସମସ୍ତ ଦିଗକୁ ଧ୍ୟାନ ଦେବାକୁ ନିର୍ଦ୍ଦେଶ ରହିଛି।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ଖୁଲମଖୋଲା ଟାଙ୍ଗି ପାରିବେନି ମାଂସ,
ଫୁଡ ସେଫଟି ଟିମ ଚଢାଉ ବେଳେ ନିର୍ଦେଶ

ରାଜଧାନୀରେ ଫୁଡ ସେଫଟି ଟିମର ଚଢାଉ।ୟୁନିଟ ୪ ମାଛ ଓ ମାଂସ ମାର୍କେଟରେ ଚଢାଉ।ମାଛରେ ଫର୍ମାଲିନ ବ୍ଯବହାର ହେଉଛି କି ନାହିଁ ସେ ଦିଗରେ ଯାଂଚ ହୋଇଛି ।ଏପରିକି କିଛି ନମୁନା ଟେଷ୍ଟ ପାଇଁ ସଂଗ୍ରହ କରାଯାଇଛି।ତେବେ ମାଂସ ମାର୍କେଟରେ ମାଛି ବେଢୁଥିବା ନେଇ ଜାଲି ବ୍ଯବହାର ପାଇଁ ନିର୍ଦେଶ ରହିଛି ।ଏଥି ସହ ସଫାସୁତୁରା ରଖିବା ସହ ବିଶେଷ କରି ମଟନ ମାର୍କେଟରେ କଡା ନିର୍ଦେଶ ଦେଇଛନ୍ତି ଫୁଡ ସେଫଟି ଅଫିସର।ଏଣିକି ମଟନ ଟାଙ୍ଗିକି ବିକ୍ରି କରିପାରିବେ ନାହିଁ।ଯାହାକୁ ନେଇ ସମସ୍ତ ବ୍ଯବସାୟିଙ୍କୁ ଅବଗତ କରାଯାଇଛି।ତେବେ ୟୁନିଟ ୪ ମାଛ ମାର୍କେଟ ରାଜଧାନୀର ଏକ ପ୍ରମୁଖ ମାର୍କେଟ ।ଯେଉଁଠି ରାଜଧାନୀର ୫୦ ପ୍ରତିଶତ ଲୋକ ଓ ବ୍ଯବସାୟିକ ଅନୁଷ୍ଠାନ ମାଛ କିମ୍ବା ମାଂସ ସହ ଆମିଶ ନେବା ପାଇଁ ନିର୍ଭର କରିଥାନ୍ତି।ଯାହାକୁ ନେଇ ସୁରକ୍ଷା ଓ ନିରାପତା ଓ ସ୍ବଛତା ଦୃଷ୍ଟିରୁ ସମସ୍ତ ଦିଗକୁ ନେଇ ଧ୍ଯାନ ଦେବାକୁ ନିର୍ଦଶ ରହିଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.