ETV Bharat / city

ପଡ଼ିଆରେ ପୁଅ; ଗ୍ୟାଲେରୀରେ ପରିବାରର ଚିୟର ଅପ

author img

By

Published : Dec 28, 2019, 3:21 AM IST

ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଚଳିତ ବର୍ଷର ପ୍ରଥମ ମ୍ୟାଚ ଖେଳାଯାଇଛି । ଯେଉଁଥିରେ ଘରୋଇ ଓଡିଶା ଦଳ ପ୍ରତିପକ୍ଷ ଜାମସେଦପୁର କୁ 2-1 ଗୋଲ ରେ ପରାସ୍ତ କରି ବିଜୟ ଲାଭ କରିଛି । ତେବେ ଦଳରେ ଥିବା ଖେଳାଳି ଶୁଭମଙ୍କ ପୁରା ପରବାର ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଥିଲା । ଅଧିକ ଖବର ପଢନ୍ତୁ...

ପଡ଼ିଆରେ ପୁଅ; ଗ୍ୟାଲେରୀରେ ପରିବାରର ଚିୟର ଅପ
ପଡ଼ିଆରେ ପୁଅ; ଗ୍ୟାଲେରୀରେ ପରିବାରର ଚିୟର ଅପ

ଭୁବନେଶ୍ବର: ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଚଳିତ ବର୍ଷର ପ୍ରଥମ ମ୍ୟାଚ ଖେଳାଯାଇଛି । ଯେଉଁଥିରେ ଘରୋଇ ଓଡିଶା ଦଳ ପ୍ରତିପକ୍ଷ ଜାମସେଦପୁର କୁ 2-1 ଗୋଲ ରେ ପରାସ୍ତ କରି ବିଜୟ ଲାଭ କରିଛି । ଏହି ମ୍ୟାଚ ରେ ଓଡିଶା ଦଳକୁ ସମର୍ଥନ କରିବାପାଇଁ 9ହଜାର ରୁ ଊର୍ଦ୍ଧ୍ବ ଦର୍ଶକ ତଥା ଖେଳ ପ୍ରେମୀ ଷ୍ଟାଡିୟମରେ ଉପସ୍ଥିତ ଥିଲେ । ତେବେ ଏହି ପ୍ରତିଯୋଗିତାରେ ତଥା ଓଡିଶା ଟିମରେ ଖେଳୁଥିବା ଓଡ଼ିଆ ପୁଅ ଶୁଭମଙ୍କୁ ଚିଅର ଅପ କରିବା ସହ ଓଡିଶା ଏଫସି ଦଳକୁ ସମର୍ଥନ କରିବା ପାଇଁ ଶୁଭମଙ୍କ ପୁରା ପରବାର ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଥିଲା ।

ପଡ଼ିଆରେ ପୁଅ; ଗ୍ୟାଲେରୀରେ ପରିବାରର ଚିୟର ଅପ

ନିଜର କାର୍ଯ୍ୟ ପାଇଁ ଦିଲ୍ଲୀରେ ରହୁଥିବା ଶୁଭମଙ୍କ ବାପାଙ୍କ ସମେତ ମାମୁଁ ,ମାଈଁ ଓ ପରିବାରର ଅନ୍ୟାନ୍ୟ ସଦସ୍ୟ ପାଖାପାଖି 29 ଜଣ ସଦସ୍ୟ ଷ୍ଟାଡିୟମରେ ଏକାଠି ହୋଇ ଶୁଭମଙ୍କ ପାଇଁ ଚିଅର କରିବା ସହ ଦଳ ପାଇଁ ବିଜୟ କାମନା କରିଥିଲେ । ଯାହାକି ଶେଷରେ ପଡ଼ିଆରେ ଖେଳାଳିମାନଙ୍କ ପ୍ରଦର୍ଶନ ଯୋଗୁ ସମ୍ଭବ ହୋଇଥିବା ଦେଖିବାକୁ ମିଳିଛି ।

ଏହି ବିଜୟ ପାଇଁ ଶୁଭମଙ୍କ ବାପା ବହୁତ ଖୁସି ଥିବା ନଜର ଆସିଥିବା ବେଳେ ପୁଅ ଆହୁରି ଭଲ ଖେଳି ରାଜ୍ୟ ତଥା ଦେଶର ନାଁ କରୁ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି 'କି ଶୁଭମର ଇଛା ଇଉରୋପୀୟ କ୍ଲବରେ ଫୁଟବଲ ଖେଳିବା । ଯାହାକି ସେ ନିଜ ପରିଶ୍ରମ ମାଧ୍ୟମରେ ହାସଲ କରିବା ନେଇ ସେ ଆଶାବାଦୀ ଥିବା କହିଛନ୍ତି । ସେହିପରି ଅନ୍ୟ ସଦସ୍ୟମାନେ ମଧ୍ୟ ଶୁଭମ ପାଇଁ ଗର୍ବ ଅନୁଭବ କରିବା ସହିତ ସେ ଯେଉଁ ଟିମ ରେ ଖେଳିଲେ ମଧ୍ୟ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଦେଉ ବୋଲି କହିଛନ୍ତି' ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଆଜି କଳିଙ୍ଗ ଷ୍ଟାଡିୟମରେ ଚଳିତ ବର୍ଷର ପ୍ରଥମ ମ୍ୟାଚ ଖେଳାଯାଇଛି।ଯେଉଁଥିରେ ଘରୋଇ ଓଡିଶା ଦଳ ପ୍ରତିପକ୍ଷ ଜାମସେଦପୁର କୁ 2-1 ଗୋଲ ରେ ପରାସ୍ତ କରି ବିଜୟ ଲାଭ କରିଛି।ଏହି ମ୍ୟାଚ ରେ ଓଡିଶା ଦଳକୁ ସମର୍ଥନ କରିବାପାଇଁ 9ହଜାର ରୁ ଉର୍ଦ୍ଧ୍ବ ଦର୍ଶକ ତଥା ଖେଳ ପ୍ରେମୀ ଷ୍ଟାଡିୟମରେ ଉପସ୍ଥିତ ଥିବା ଜଣାପଡିଛି।ତେବେ ଏହି ପ୍ରତିଯୋଗିତାରେ ତଥା ଓଡିଶା ଟିମ ରେ ଖେଳୁଥିବା ଓଡ଼ିଆ ପୁଅ ଶୁଭମ କୁ ଚିଅର ଅପ କରିବା ସହ ଓଡିଶା ଏଫ ସି ଦଳକୁ ସମର୍ଥନ କରିବା ପାଇଁ ଶୁଭମଙ୍କ ସାରା ପରବାର ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଛି।

Body:ନିଜର କାର୍ଯ୍ୟ ପାଇଁ ଦିଲ୍ଲୀରେ ରହୁଥିବା ଶୁଭମ ଙ୍କ ବାପାଙ୍କ ସମେତ ମାମୁ ,ମାଈ ଓ ପରିବାରର ଅନ୍ୟାନ୍ୟ ସଦସ୍ୟ ପାଖାପାଖି 29 ଜଣ ସଦସ୍ୟ ଷ୍ଟାଡିୟମରେ ଏକାଠି ହୋଇ ଶୁଭମ ପାଇଁ ଚିଅର କରିବା ସହ ଦଳ ପାଇଁ ବିଜୟ କାମନା କରିଥିଲେ ।ଯାହାକି ଶେଷରେ ପଡ଼ିଆରେ ଖେଳାଳିମାନଙ୍କ ପ୍ରଦର୍ଶନ ଯୋଗୁ ସମ୍ଭବ ହୋଇଥିବା ଦେଖିବାକୁ ମିଳିଛି।ଏହି ବିଜୟ ପାଇଁ ଶୁଭମ ଙ୍କ ବାପା ବହୁତ ଖୁସି ଥିବା ନଜର ଆସିଥିବା ବେଳେ ପୁଅ ଆହୁରି ଭଲ ଖେଳି ରାଜ୍ୟ ତଥା ଦେଶର ନାଁ କରୁ ବୋଲି ସେ କହିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି କି ଶୁଭମ ର ଇଛା ଇଉରୋପୀୟ କ୍ଲବ ରେ ଫୁଟବଲ ଖେଳିବର।ଯାହାକି ସେ ନିଜ ପରିଶ୍ରମ ମାଧ୍ୟମରେ ହାସଲ କରିବା ନେଇ ସେ ଆଶାବାଦୀ ଥିବା କହିଛନ୍ତି।ସେହିପରି ଅନ୍ୟ ସଦସ୍ୟମାନେ ମଧ୍ୟ ଶୁଭମ ପାଇଁ ଗର୍ବ କରିବା ସହିତ ସେ ଯେଉଁ ଟିମ ରେ ଖେଳିଲେ ମଧ୍ୟ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଦେଉ ବୋଲି କହିଛନ୍ତି।
ବାଇଟ-ପ୍ରୀତିକାନ୍ତ ଷଢଙ୍ଗୀ,ଶୁଭମ ଷଢଙ୍ଗୀ ପିତା
ବାଇଟ-ଶୁଭମ ମାମୁ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.