ETV Bharat / city

ପ୍ରକାଶ ପାଇଲା ପୌର ନିର୍ବାଚନ ଚୂଡ଼ାନ୍ତ ବୁଥ୍ ତାଲିକା - ପ୍ରକାଶ ପାଇଲା ପୌର ନିର୍ବାଚନ ଚୂଡ଼ାନ୍ତ ବୁଥ୍ ତାଲିକା

ନିର୍ବାଚନ କମିଶନଙ୍କ ପକ୍ଷରୁ ଆସନ୍ତା ପୌର ନିର୍ବାଚନ ଚୂଡ଼ାନ୍ତ ବୁଥ୍ ତାଲିକା ପ୍ରକାଶ । ଅଧିକ ପଢନ୍ତୁ

ପ୍ରକାଶ ପାଇଲା ପୌର ନିର୍ବାଚନ ଚୂଡ଼ାନ୍ତ ବୁଥ୍ ତାଲିକା

author img

By

Published : Feb 18, 2022, 6:23 AM IST

ଭୁବନେଶ୍ବର: ପାଖେଇ ଆସୁଛି ପୌର ନିର୍ବାଚନ, ପ୍ରକାଶ ପାଇଲା ଚୂଡ଼ାନ୍ତ ବୁଥ୍ ତାଲିକା । ନିର୍ବାଚନ କମିଶନଙ୍କ ପକ୍ଷରୁ ଆସନ୍ତା ପୌର ନିର୍ବାଚନ ପାଇଁ ୱାର୍ଡ ଓ ବୁଥ୍ ତାଲିକା ପ୍ରକାଶ ପାଇଛି । ସମୁଦାୟ ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ସଂଖ୍ୟା ୧୦୭ ରହିଛି ।

ସେହିପରି ସମୁଦାୟ ମହାନଗର ନିଗମ-୩, ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ସମୁଦାୟ ୱାର୍ଡ ସଂଖ୍ୟା ୧୭୬୩, ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ସମୁଦାୟ ବୁଥ୍ ସଂଖ୍ୟା ୩୧୭୭, ମହାନଗର ନିଗମର ସମୁଦାୟ ୱାର୍ଡ ସଂଖ୍ୟା ୧୬୮, ମହାନଗର ନିଗମର ସମୁଦାୟ ବୁଥ୍ ସଂଖ୍ୟା ୧୪୦୭, ୧୦୭ଟି ପୌର ସଂଖ୍ୟା ଓ ୩ଟି ମହାନଗର ନିଗମର ସମୁଦାୟ ୱାର୍ଡ ସଂଖ୍ୟା ୧୯୩୧ ଓ ବୁଥ୍ ସଂଖ୍ୟା ହେଉଛି ୪୫୮୪ ରହିଛି ।

ଜିଲ୍ଲାୱାରୀ ବୁଥ୍ ଓ ୱାର୍ଡ ସଂଖ୍ୟା:-

ଅନୁଗୋଳ ଜିଲ୍ଲାର ଅନୁଗୋଳ ମ୍ଯୁନିସିପାଲିଟିରେ ୨୩ଟି ୱାର୍ଡ ଓ ୪୦ଟି ବୁଥ୍, ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୧ଟି ୱାର୍ଡ ଓ ୧୨ଟି ବୁଥ୍, ତାଳଚେର ମ୍ଯୁନିସିପାଲିଟିରେ ୨୧ଟି ୱାର୍ଡ ଓ ୩୨ଟି ବୁଥ୍ ରହିଛି । ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୫ଟି ୱାର୍ଡ ଓ ୨୨ଟି ବୁଥ୍, କଣ୍ଟାବାଞ୍ଝି ବିଜ୍ଞାପିତ ଅଞ୍ଚଳ ପରିଷଦର ୧୬ଟି ୱାର୍ଡ ଓ ୨୫ଟି ବୁଥ୍, ତୁମୁରା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୧ଟି ୱାର୍ଡ ଓ ୧୧ଟି ବୁଥ୍, ବଲାଙ୍ଗୀର ମ୍ଯୁନିସିପାଲିଟିରେ ୨୧ଟି ୱାର୍ଡ ଓ ୮୪ଟି ବୁଥ୍, ଟିଟିଲାଗଡ଼ ମ୍ଯୁନିସିପାଲିଟିରେ ୧୫ଟି ୱାର୍ଡ ଓ ୨୮ଟି ବୁଥ୍‌ ରହିଛି । ବାଲେଶ୍ଵର ଜିଲ୍ଲାରେ ବାଲେଶ୍ଵର ମ୍ଯୁନିସିପାଲିଟିରେ ୩୧ଟି ୱାର୍ଡ ଓ ୯୮ଟି ବୁଥ୍, ଜଳେଶ୍ଵର ମ୍ଯୁନିସିପାଲିଟିରେ ୧୬ଟି ୱାର୍ଡ ଓ ୨୪ଟି ବୁଥ୍, ସୋର ମ୍ଯୁନିସିପାଲିଟିରେ ୧୯ଟି ୱାର୍ଡ ଓ ୩୮ଟି ବୁଥ୍, ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ଟି ୱାର୍ଡ ଓ ୧୫ଟି ବୁଥ୍, ରେମୁଣା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ଟି ୱାର୍ଡ ଓ ୩୬ଟି ବୁଥ୍ ରହିଛି ।

ବରଗଡ଼ ଜିଲ୍ଲାର ବରଗଡ଼ ମ୍ଯୁନିସିପାଲିଟିରେ ୧୯ଟି ୱାର୍ଡ ଓ ୭୪ଟି ବୁଥ୍, ବରପାଲ୍ଲୀ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୧ଟି ୱାର୍ଡ ଓ ୧୯ଟି ବୁଥ୍, ପଦ୍ମପୁର ଏନ୍.ଏ.ସିର ୧୧ଟି ୱାର୍ଡ ଓ ୧୭ଟି ବୁଥ୍, ବିଜେପୁର ଏନ୍.ଏ.ସିର ୧୧ଟି ୱାର୍ଡ ଓ ୧୧ଟି ବୁଥ୍ ରହିଛି । ସେହିପରି ଭଦ୍ରକ ଜିଲ୍ଲାର ବାସୁଦେବପୁର ମ୍ଯୁନିସିପାଲିଟିରେ ୨୩ଟି ୱାର୍ଡ ଓ ୩୬ଟି ବୁଥ୍, ଭଦ୍ରକ ମ୍ଯୁନିସିପାଲିଟିରେ ୩୨ଟି ୱାର୍ଡ ଓ ୮୩ଟି ବୁଥ୍, ଚାନ୍ଦବାଲି ଏନ୍.ଏ.ସିର ୧୫ଟି ୱାର୍ଡ ଓ ୨୫ଟି ବୁଥ୍, ଧାମନଗର ଏନ୍.ଏ.ସିର ୧୧ଟି ୱାର୍ଡ ଓ ୨୦ଟି ବୁଥ୍ ରହିଛି । ବୌଦ୍ଧ ଜିଲ୍ଲାର ବୌଦ୍ଧ ଏନ୍.ଏ.ସିର ୧୬ଟି ୱାର୍ଡ ଓ ୧୭ଟି ବୁଥ୍ ରହିଛି । କଟକ ଜିଲ୍ଲାର ଆଠଗଡ଼ ଏନ୍.ଏ.ସିର ୧୮ଟି ୱାର୍ଡ ଓ ୧୮ଟି ବୁଥ୍, ବାଙ୍କି ଏନ୍.ଏ.ସିଗତ ୧୭ଟି ୱାର୍ଡ ଓ ୧୮ଟି ବୁଥ୍, ଚୌହାର ମ୍ଯୁନିସିପାଲିଟିରେ ୧୯ଟି ୱାର୍ଡ ଓ ୩୮ଟି ବୁଥ୍ ରହିଛି । ସେହିପରି ଦେବଗଡ଼ ଜିଲ୍ଲାର ଦେବଗଡ଼ ମ୍ଯୁନିସିପାଲିଟିରେ ୧୧ଟି ୱାର୍ଡ ଓ ୨୧ଟି ବୁଥ୍ ରହିଛି ।

ଢେଙ୍କାନାଳ ଜିଲ୍ଲାର ଢେଙ୍କାନାଳ ମ୍ଯୁନିସିପାଲିଟିରେ ୨୩ଟି ୱାର୍ଡ ଓ ୫୨ଟି ବୁଥ୍, ଭୂବନ ଏନଏସିର ୧୫ଟି ୱାର୍ଡ ଓ ୧୮ଟି ବୁଥ୍, କାମାକ୍ଷାନଗର ଏନଏସିଗ ୧୫ଟି ୱାର୍ଡ ଓ ୧୬ଟି ବୁଥ୍ ରହିଛି । ସେହିପରି ଗଜପତି ଜିଲ୍ଲାର କାଶିନଗର ଏନଏସିର ୧୩ଟି ୱାର୍ଡ ଓ ୧୩ଟି ବୁଥ୍, ପାରଳାଖେମୁଣ୍ଡି ମ୍ଯୁନିସିପାଲିଟିରେ ୧୬ଟି ୱାର୍ଡ, ୩୮ଟି ବୁଥ୍ ରହିଛି । ଗଞ୍ଜାମ ଜିଲ୍ଲାର ଆସ୍କା ଏନଏସିର ୧୮ଟି ୱାର୍ଡ, ୨୧ଟି ବୁଥ୍, ବେଲଗୁଣ୍ଠା ଏନ୍ଏସିର ୧୩ଟି ୱାର୍ଡ, ୧୪ଟି ବୁଥ, ଭଞ୍ଜନଗର ଏନ୍.ଏ.ସିର ୧୫ଟି ୱାର୍ଡ, ୨୧ଟି ବୁଥ୍, ବୁଗୁଡ଼ା ଏନ୍ଏସିର ୧୩ଟି ୱାର୍ଡ, ୧୭ଟି ବୁଥ, ଛତ୍ରପୁର ଏନ୍ଏସିର ୧୪ଟି ୱାର୍ଡ, ୨୨ଟି ବୁଥ୍, ଚିକିଟି ଏନ୍ଏସିର ୧୨ଟି ୱାର୍ଡ, ୧୩ଟି ବୁଥ, ଦିଗପହଣ୍ଡି ଏନ୍.ଏ.ସିର ୧୧ଟି ୱାର୍ଡ, ୧୪ଟି ବୁଥ୍, ଗଞ୍ଜାମ ଏନ୍.ଏ.ସିର ୧୨ଟି ୱାର୍ଡ, ୧୨ଟି ବୁଥ୍, ଗୋପାଳପୁର ଏନ୍.ଏ.ସିର ୧୧ଟି ୱାର୍ଡ, ୧୧ଟି ବୁଥ୍, ହିଞ୍ଜିଳିକାଟ ମୁନିସିପାଲିଟିର ୨୧ଟି ୱାର୍ଡ, ୨୩ଟି ବୁଥ୍, କବିସୂର୍ଯ୍ୟନଗର ଏନ୍.ଏ.ସିର ୧୮ଟି ୱାର୍ଡ, ୧୯ଟି ବୁଥ୍, ଖଲିକୋଟ ଏନ୍.ଏ.ସିର ୧୨ଟି ୱାର୍ଡ, ୧୩ଟି ବୁଥ୍, କୋଦଳା ଏନ୍.ଏ.ସିର ୧୩ଟି ୱାର୍ଡ, ୧୫ଟି ବୁଥ, ପୋଲସରା ଏନ୍.ଏ.ସିର ୧୯ଟି ୱାର୍ଡ, ୨୧ଟି ବୁଥ୍, ପୁରୁଷୋତ୍ତମପୁର ଏନ୍.ଏ.ସିର ୧୪ଟି ୱାର୍ଡ, ୧୫ଟି ବୁଥ୍, ରମ୍ଭା ଏନ୍.ଏ. ସିର ୧୩ଟି ୱାର୍ଡ, ୧୩ଟି ବୁଥ୍ ଓ ସରଡ଼ା ଏନ୍.ଏ.ସିର ୧୧ଟି ୱାର୍ଡ, ୧୩ଟି ବୁଥ୍ ରହିଛି ।

ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର ମ୍ଯୁନିସିପାଲିଟିରେ ୨୧ଟି ୱାର୍ଡ, ୩୩ଟି ବୁଥ୍, ପାରାଦୀପ ମୁନିସିପାଲିଟିର ୧୯ଟି ୱାର୍ଡ ୪୬ଟି ବୁଥ୍‌ ରହିଛି । ସେହିପରି ଯାଜପୁର ଜିଲ୍ଲାର ବ୍ୟାସନଗର ମ୍ଯୁନିସିପାଲିଟିରେ ୨୬ଟି ୱାର୍ଡ, ୪୪ଟି ବୁଥ୍, ଯାଜପୁର ମ୍ଯୁନିସିପାଲିଟିରେ ୧୮ଟି ୱାର୍ଡ, ୩୬ଟି ବୁଥ୍‌ ରହିଛି । ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ମ୍ଯୁନିସିପାଲିଟିରେ ୨୩ଟି ୱାର୍ଡ, ୬୮ଟି ବୁଥ୍, ଝାରସୁଗୁଡ଼ା ମ୍ଯୁନିସିପାଲିଟିରେ ୨୪ଟି ୱାର୍ଡ, ୮୪ଟି ବୁଥ୍, ବେଲପାହାଡ଼ ମ୍ଯୁନିସିପାଲିଟିରେ ୧୯ଟି ୱାର୍ଡ, ୩୫ଟି ବୁଥ୍‌ ରହିଛି ।

ସେହିପରି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ମ୍ଯୁନିସିପାଲିଟିରେ ୨୦ଟି ୱାର୍ଡ, ୫୮ଟି ବୁଥ୍, ଧର୍ମଗଡ଼ ଏନ୍.ଏ.ସିର ୧୪ଟି ୱାର୍ଡ, ୧୪ଟି ବୁଥ୍, କେସିଙ୍ଗା ଏନ୍.ଏ.ସିର ୧୨ଟି ୱାର୍ଡ, ୧୭ଟି ବୁଥ୍, ଜୁନାଗଡ଼ ଏନ୍.ଏ.ସିର ୧୨ଟି ୱାର୍ଡ, ୧୮ଟି ବୁଥ୍ ରହିଛି । କନ୍ଧମାଳ ଜିଲ୍ଲାରେ ଜି. ଉଦୟଗିରି ଏନ୍.ଏ.ସିର ୧୩ଟି ୱାର୍ଡ, ୧୩ଟି ବୁଥ, ବାଲିଗୁଡ଼ା ଏନ୍.ଏ.ସିର ୧୩ଟି ୱାର୍ଡ, ୧୭ଟି ବଥ, ଫୁଲବାଣୀ ମ୍ଯୁନିସିପାଲିଟିରେ ୧୩ଟି, ବୌଦ୍ଧ ଜିଲ୍ଲାର ବୌଦ୍ଧ ଏନ.ଏ.ସିର ୧୬ଟି ୱାର୍ଡ ଓ ୧୭ଟି ବୁଥ୍ ରହିଛି । କଟକ ଜିଲ୍ଲାର ଆଠଗଡ଼ ଏନ୍.ଏ.ସିର ୧୮ଟି ୱାର୍ଡ ଓ ୧୮ଟି ବୁଥ୍, ବାଙ୍କି ଏନ୍.ଏ.ସିରର ୧୭ଟି ୱାର୍ଡ ଓ ୧୮ଟି ବୁଥ୍, ଚୌଦ୍ଵାର ମ୍ଯୁନିସିପାଲିଟିରେ ୧୯ଟି ୱାର୍ଡ ଓ ୩୮ଟି ବୁଥ୍ ରହିଛି । ସେହିପରି ଦେବଗଡ଼ ଜିଲ୍ଲାର ଦେବଗଡ଼ ମ୍ଯୁନିସିପାଲିଟିରେ ୧୧ଟି ୱାର୍ଡ ଓ ୨୧ଟି ବୁଥ ରହିଛି ।

ମାଲକାନଗିରି ଜିଲ୍ଲାର ମାଲକାନଗିରି ମ୍ଯୁନିସିପାଲିଟିରେ ୧୯ଟି ୱାର୍ଡ, ୩୦ଟି ବୁଥ୍ ଓ ବାଲିମେଳା ଏନ୍.ଏ.ସିର ୧୨ଟି ୱାର୍ଡ, ୧୨ଟି ବୁଥ୍ ରହିଛି । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ମ୍ଯୁନିସିପାଲିଟିରେ ୧୫ଟି ୱାର୍ଡ, ୨୨ଟି ବୁଥ୍, ଭବଳା ଏନ୍.ଏ.ସିର ୧୨ଟି ୱାର୍ଡ, ୧୨ଟି ବୁଥ୍, ବାରିପଦା ମ୍ଯୁନିସିପାଲିଟିରେ ୨୮ଟି ୱାର୍ଡ, ୮୨ଟି ବୁଥ୍ ଓ କରଞ୍ଜିଆ ଏନ୍.ଏ.ସିର ୧୫ଟି ୱାର୍ଡ, ୨୦ଟି ବୁଥ୍ ରହିଛି । ସେହିପରି ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ଏନ୍.ଏ.ସିର ୧୩ଟି ୱାର୍ଡ, ୧୩ଟି ବୁଥ୍, ନୟାଗଡ଼ ମ୍ଯୁନିସିପାଲିଟିରେ ୧୬ଟି ୱାର୍ଡ, ୨୫ଟି ବୁଥ୍, ରଣପୁର ଏନ୍.ଏ.ସିର ୧୫ଟି ୱାର୍ଡ, ୧୬ଟି ବୁଥ ଓ ଦଶପଲ୍ଲା ଏନ୍.ଏ.ସିର ୧୬ଟି ୱାର୍ଡ ଏବଂ ୧୬ଟି ବୁଥ୍ ରହିଛି । ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର ମ୍ଯୁନିସିପାଲିଟିରେ ୧୬ଟି ୱାର୍ଜ, ୨୯ଟି ବୁଥ୍ ଓ ଉମରକୋଟ ମ୍ଯୁନିସିପାଲିଟିରେ ୧୪ଟି ୱାର୍ଡ ଓ ୨୭ଟି ବୁଥ୍ ରହିଛି । ନୂଆପଡ଼ା ଜିଲ୍ଲାର ନୂଆପଡ଼ା ଏନ୍.ଏ.ସିର ୧୪ଟି ୱାର୍ଡ, ୧୪ଟି ବୁଥ୍, ଖରିଆର ରୋଡ଼୍ ଏନ୍.ଏ.ସିର ୧୯ଟି ୱାର୍ଡ, ୧୯ଟି ବୁଥ୍ ଓ ଖରିଆର ଏନ୍.ଏ.ସିର ୧୩ଟି ୱାର୍ଡ ୧୪ଟି ବୁଥ୍ ରହିଛି । ପୁରୀ ଜିଲ୍ଲାର କୋଣାର୍କ ଏନ୍.ଏ.ସିର ୧୩ଟି ୱାର୍ଡ, ୧୫ଟି ବୁଥ୍‌ ଏବଂ ପୁରୀ ମ୍ଯୁନିସିପାଲିଟିରେ ୩୨ଟି ୱାର୍ଡ, ୧୩୫ଟି ବୁଥ୍ ରହିଛି ।

ରାୟଗଡ଼ା ଜିଲ୍ଲାର ଗୁଡ଼ାରୀ ଏନ୍.ଏ.ସିର ୧୧ଟି ୱାର୍ଡ, ୧୧ଟି ବୁଥ୍, ରାୟଗଡ଼ା ମ୍ଯୁନିସିପାଲିଟିରେ ୨୪ଟି ୱାର୍ଡ ଓ ୫୯ଟି ବୁଥ୍ ରହିଛି । ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଏନ୍.ଏ.ସିର ୧୧ଟି ୱାର୍ଡ, ୧୩ଟି ବୁଥ୍‌ ଓ ରେଢ଼ାଖୋଲ ଏନ୍.ଏ.ସିର ୧୩ଟି ୱାର୍ଡ, ୧୭ଟି ବୁଥ୍‌ ରହିଛି । ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ଯୁନିସିପାଲିଟିରେ ୧୫ଟି ୱାର୍ଡ, ୨୧ଟି ବୁଥ୍, ତରଭା ଏନ୍.ଏ.ସିର ୧୨ଟି ୱାର୍ଡ, ୧୨ଟି ବୁଥ୍‌ ଓ ଦିନିକା ଏନ୍.ଏ.ସିର ୧୨ଟି ୱାର୍ଡ, ୧୫ଟି ବୁଥ୍‌ ରହିଛି । ସେହିପରି ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ମ୍ଯୁନିସିପାଲିଟିରେ ୧୧ଟି ୱାର୍ଡ, ୨୮ଟି ବୁଥ୍, ରାଜଗାଙ୍ଗପୁର ମ୍ଯୁନିସିପାଲିଟିରେ ୨୦ଟି ୱାର୍ଡ ୪୯ଟି ବୁଥ୍ ଓ ସୁନ୍ଦରଗଡ଼ ମ୍ଯୁନିସିପାଲିଟିରେ ୧୯ଟି ୱାର୍ଡ, ୩୮ଟି ବୁଥ୍‌ ରହିଛି । ୧୦୭ଟି ପୌରସଂସ୍ଥାରେ ମୋଟରେ ୧୭୬୩ଟି ୱାର୍ଡ, ୩୧୭୭ଟି ବୁଥ୍ ରହିଛି ।

ସେହପରି ୩ ଟି ମହାନଗର ନିଗମର ସମୁଦାୟ ୧୬୮ଟି ୱାର୍ଡ ଓ ୧୪୦୭ଟି ବୁଥ୍ ଅଛି । କଟକ ମହାନଗର ନିଗମର ୫୯ଟି ୱାର୍ଡ, ୪୫୨ଟି ବୁଥ, ବ୍ରହ୍ମପୁର ମହାନଗର ନିଗମର ୪୨ଟି ୱାର୍ଡ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.