ETV Bharat / city

ମିସେସ ୟୁନିଭର୍ସ-2019: ମରିସସ ଯିବେ ଓଡିଆ ବୋହୂ ମୁନମୁନ୍ - odia daughter in law in mrs unniverse-2019

ଅକ୍ଟୋବର 18ରେ ମରିସସରେ ହେବାକୁ ଥିବା ମିସେସ ୟୁନିଭର୍ସ-2019 ପ୍ରତିଯୋଗିତାରେ ଭାଗ ନେବେ ଓଡିଆ ବୋହୂ ମୁନମୁନ୍ ସିଂ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Oct 10, 2019, 10:19 AM IST

Updated : Oct 10, 2019, 12:50 PM IST

ଭୁବନେଶ୍ବର: ମିସେସ ୟୁନିଭର୍ସ-2019ରେ ଭାଗ ନେବେ ଓଡିଆ ବୋହୂ । ଅକ୍ଟୋବର 18ରେ ମରିସସରେ ହେବାକୁ ଥିବା ମିସେସ ୟୁନିଭର୍ସ-2019 ପ୍ରତିଯୋଗିତାରେ ଭାଗ ନେବେ ଓଡିଆ ବୋହୂ ମୁନମୁନ୍ ସିଂ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବ

ଗତ କିଛି ଦିନ ତଳେ ଭୁବନେଶ୍ବରରେ 35 ବର୍ଷରୁ କମ୍ ବୟସର ବିବାହିତ ମହିଳାଙ୍କ ପାଇଁ ମିସେସ ୟୁନିଭର୍ସ-2019ର ଅଡିସନ ହୋଇଥିଲା । ଯେଉଁଥିରେ 34 ବର୍ଷୀୟ ମୁନମୁନ୍ ଯୋଗ୍ୟ ବିବେଚିତ ହୋଇଥିଲେ।

ଏହି ପ୍ରତିଯୋଗୀତାରେ ସ୍ଥାନ ପାଇ ମୁନମୁନ୍ ବେଶ୍ ଖୁସି ଥିବାବେଳେ ସେ ନିଶ୍ଚୟ ବିଜୟର ମୁକୁଟ ପିନ୍ଧି ଓଡିଶା ପାଇଁ ଗର୍ବ ଆଣିବେ ବୋଲି କହିଛନ୍ତି । ତେବେ ମୁନମୁନ୍ ସିଂଙ୍କର 2 ବର୍ଷ 5 ମାସର ଝିଅଟିଏ ମଧ୍ୟ ଅଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Oct 10, 2019, 12:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.