ETV Bharat / city

ଆଜି ମନ୍ତ୍ରୀ ପରିଷଦ ବୈଠକ, ରାଜ୍ୟ ବଜେଟକୁ ମିଳିବ ଅନୁମୋଦନ - odisha council of ministers meet

odisha council of ministers meet
ଆଜି ମନ୍ତ୍ରୀ ପରିଷଦ ବୈଠକ, ରାଜ୍ୟ ବଜେଟକୁ ମିଳିବ ଅନୁମୋଦନ
author img

By

Published : Feb 7, 2020, 9:47 AM IST

Updated : Feb 7, 2020, 10:40 AM IST

09:34 February 07

ଆଜି ମନ୍ତ୍ରୀ ପରିଷଦ ବୈଠକ, ରାଜ୍ୟ ବଜେଟକୁ ମିଳିବ ଅନୁମୋଦନ

ଭୁବନେଶ୍ବର: ଆଜି ଅପରାହ୍ନରେ ବସୁଛି ଦୁଇଟି ଗୁରୁତ୍ବପୂର୍ଣ୍ଣ ବୈଠକ। 11 ଟା 30ରେ ମନ୍ତ୍ରୀ ପରିଷଦ ବୈଠକ ବସିବ। ଏହାପରେ କ୍ୟାବିନେଟ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ମନ୍ତ୍ରୀ ପରିଷଦ ବୈଠକରେ ଆଗାମୀ 2020-21 ଆର୍ଥିକ ବର୍ଷର ଚିଠା ବଜେଟ ପ୍ରସ୍ତାବ ଆଗତ ହେବ। ଏଥର ରାଜ୍ୟ ବଜେଟ ପ୍ରାୟ ଦେଢଲକ୍ଷ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। 

ସେହିପରି ରାଜ୍ୟ କ୍ୟାବିନେଟ ବୈଠକରେ ପ୍ରାୟ 9ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ । ଯେଉଁଥିରେ ଓଡିଶା ସିଭିଲ ସର୍ଭିସ ରୁଲ୍ସର ସଂଶୋଧନ ସହିତ ପଞ୍ଚାୟତିରାଜ ବିଭାଗ, ଓଡିଶା ବିଧାନସଭା, ଓଡିଶା ଖଣି ନିଗମ ଓ ରାଜସ୍ବ ବିଭାଗର କେତେକ ପ୍ରସ୍ତାବ ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।

ଭୁବନେଶ୍ବରରୁ ଜ୍ଞାନର୍ଦଶୀ ସାହୁ, ଇଟିଭି ଭାରତ

Intro:ଆଜି ଅପରାହ୍ନରେ ବସୁଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୈଠକ। 11 ଟା 30ରେ ମନ୍ତ୍ରୀ ପରିଷଦ ବୈଠକ ବସିବ। ଏହାପରେ କ୍ୟାବିନେଟ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ମନ୍ତ୍ରୀ ପରିଷଦ ବୈଠକରେ ଆଗାମୀ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ ଚିଠା ପ୍ରସ୍ତାବ ଆଗତ ହେବ। ଏଥର ରାଜ୍ୟ ବଜେଟ ପ୍ରାୟ ଦେଢ଼ ଲକ୍ଷ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ରାଜ୍ୟ କ୍ୟାବିନେଟ ବୈଠକରେ ପ୍ରାୟ ୯ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ରହିଛି। ସେଥିମଧ୍ୟରେ ସାଧାରଣ ପ୍ରଶାସନ ବିଭାଗର ଦୁଇଟି ଓଡ଼ିଶା ସିଭିଲ ସର୍ଭିସ ରୁଲ୍ସର ସଂଶୋଧନ ସହିତ ପଞ୍ଚାୟତିରାଜ ବିଭାଗ, ଓଡ଼ିଶା ବିଧାନସଭା, ଓଡ଼ିଶା ଖଣି ନିଗମ ଓ ରାଜସ୍ବ ବିଭାଗର କେତେକ ପ୍ରସ୍ତାବ ଆଗତ କରାଯିବାକୁ ରହିଛି।Body:KConclusion:
Last Updated : Feb 7, 2020, 10:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.