ETV Bharat / city

ଭୁବନେଶ୍ବରର 3 ଆକ୍ରାନ୍ତ ସୁସ୍ଥ, ବାଲେଶ୍ବରରେ ଜଣେ ପଜିଟିଭ - ସୁସ୍ଥ ହେଲେ 2 ଆକ୍ରାନ୍ତ

odisha-corona-update
odisha-corona-update
author img

By

Published : Apr 18, 2020, 10:57 AM IST

Updated : Apr 18, 2020, 11:18 PM IST

18:39 April 18

ଭୁବନେଶ୍ବରର 3 ଆକ୍ରାନ୍ତ ସୁସ୍ଥ

3 ଦିନର ବିରତି ପରେ ରାଜ୍ୟରେ କରୋନା ଆକ୍ଟିଭ । ବାଲେଶ୍ବରର ଜଣେ ଆକ୍ରନ୍ତ ଚିହ୍ନଟ ପରେ 61 ପଜିଟିଭ୍ । ଭୁବନେଶ୍ବରର 3 ଆକ୍ରାନ୍ତ ସୁସ୍ଥ, ଏବେ ବି 36 ଚିକିତ୍ସିତ ।

12:46 April 18

72 ଘଣ୍ଟାରେ ନାହିଁ କୌଣସି ପଜିଟିଭ

72 ଘଣ୍ଟାରେ ଓଡିଶାରେ ନାହିଁ କୌଣସି କୋରୋନା ପଜିଟିଭ। ତିନି ଦିନ ଭିତରେ ସମସ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସମସ୍ତ ନମୁନା ନେଗେଟିଭ ବାହାରିଛି। ଯାହା ରାଜ୍ୟବାସୀଙ୍କ ପାଇଁ ନିଶ୍ଟୟ ଆସ୍ବସ୍ତିକର ଖବର ।  

09:40 April 18

ପୁଣି ସୁସ୍ଥ ହେଲେ 2 ଆକ୍ରାନ୍ତ

ଭୁବନେଶ୍ବର: କୋରୋନାକୁ ନେଇ ରାଜ୍ୟବାସୀଙ୍କୁ ମିଳିଛି ଆଶ୍ବସ୍ତି । କ୍ରମାଗତ ତୃତୀୟ ଦିନରେ ସମସ୍ତ ନମୁନା ନେଗେଟିଭ ।  ଭୁବନେଶ୍ବରର ପୁଣି ସୁସ୍ଥ ହେଲେ 2 ଆକ୍ରାନ୍ତ । ବର୍ତ୍ତମାନ ଆଉ 38 ଜଣ ହେଉଛନ୍ତି ଚିକିତ୍ସିତ । 

Last Updated : Apr 18, 2020, 11:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.