ETV Bharat / city

ରାଜ୍ୟରେ ଅସମ୍ଭାଳ କୋରୋନା ସ୍ଥିତି, ଦିନକରେ 3490 ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଅସମ୍ଭାଳ କୋରୋନା ସ୍ଥିତି । ଦିନକରେ 3490 ଆକ୍ରାନ୍ତ ଚିହ୍ନଟ । 13 ମୃତ । ଅଧିକ ପଢନ୍ତୁ...

ରାଜ୍ୟରେ ଅସମ୍ଭାଳ କୋରୋନା ସ୍ଥିତି, ଦିନକରେ 3490 ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ଅସମ୍ଭାଳ କୋରୋନା ସ୍ଥିତି, ଦିନକରେ 3490 ଆକ୍ରାନ୍ତ ଚିହ୍ନଟ
author img

By

Published : Sep 8, 2020, 12:08 PM IST

ଭୁବନେଶ୍ବର: ରାଜ୍ୟରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ 3490 ଆକ୍ରାନ୍ତ ଚିହ୍ନଟ । 13 ମୃତ । ଆକ୍ରାନ୍ତଙ୍କ ମଧ୍ୟରେ 2094 କ୍ବାରେଣ୍ଟାଇନ ସେଣ୍ଟର ଓ 1396 ସ୍ଥାନୀୟ ସଂକ୍ରମିତ ଚିହ୍ନଟ ।

30 ଜିଲ୍ଲାରୁ ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ 535 ଜଣ ରହିଛନ୍ତି । ସେହିପରି ଅନୁଗୋଳରୁ 38, ବାଲେଶ୍ବରରୁ 92, ବରଗଡରୁ 81, ଭଦ୍ରକରୁ 89, ବଲାଙ୍ଗୀରରୁ 110, ବୌଦ୍ଧରୁ 25, କଟକରୁ 376, ଦେବଗଡରୁ 27, ଢେଙ୍କାନାଳରୁ 81, ଗଜପତିରୁ 53, ଗଞ୍ଜାମରୁ 69, ଜଗତସିଂହପୁରରୁ 91, ଯାଜପୁରରୁ 178, ଝରସୁଗୁଡାରୁ 103, କଳାହାଣ୍ଡିରୁ 39, କନ୍ଧମାଳରୁ 84 , କେନ୍ଦ୍ରାପଡାରୁ 85, କେନ୍ଦୁଝରରୁ 55, କୋରାପୁଟରୁ 93, ମାଲକାନଗିରିରୁ 22, ରାୟଗଡାରୁ 206, ସମ୍ବଲପୁରରୁ 85, ମୟୂରଭଞ୍ଜରୁ 207, ନବରଙ୍ଗପୁରରୁ 40, ନୟାଗଡରୁ 34, ପୁରୀରୁ 217, ସୋନପୁରରୁ 107 ଓ ସୁନ୍ଦରଗଡରୁ 64 ଜଣ ରହିଛନ୍ତି । ସେହିପରି ଷ୍ଟେଟ ପୋଲ (ବାହାର ରାଜ୍ୟର ଲୋକ ଓଡିଶାରେ ଚିହ୍ନଟ) 102 ଜଣ ରହିଛନ୍ତି ।

ତେବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 131382କୁ ବୃଦ୍ଧି ପାଇଛି । ସେପଟେ ମୃତ୍ୟୁ ସଂଖ୍ୟା 569 ଛୁଇଁଛି । 99398 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 31362 ଟି ସକ୍ରିୟ ମାମଲା ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.