ETV Bharat / city

STATE CORONA: ଦିନକରେ 3408 ସଂକ୍ରମିତ ଚିହ୍ନଟ

ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 3408 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

STATE CORONA: ଦିନକରେ 3408 ସଂକ୍ରମିତ ଚିହ୍ନଟ
STATE CORONA: ଦିନକରେ 3408 ସଂକ୍ରମିତ ଚିହ୍ନଟ
author img

By

Published : Jun 27, 2021, 8:53 AM IST

ଭୁବନେଶ୍ବର: ହ୍ରାସ ପରେ ଏବେ ପୁଣି ରାଜ୍ୟରେ ଉପର ମୁହାଁ ହୋଇଛି କୋରୋନା ଗ୍ରାଫ । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 3408 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 9 ଲକ୍ଷ 470ରେ ପହଞ୍ଚିଛି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 582 ଜଣ ଆକ୍ରାନ୍ତ ରହିଛନ୍ତି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ 1943 ଜଣ କ୍ବାରେଣ୍ଟାଇନ୍ରୁ ହୋଇଥିବା ବେଳେ 1456ଟି ଲୋକାଲ କେସ ରହିଛି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ 93, ବାଲେଶ୍ବରରୁ 252, ବରଗଡ଼ରୁ 24, ଭଦ୍ରକରୁ 169, ବଲାଙ୍ଗୀରରୁ 22, ବୌଦ୍ଧରୁ 28, କଟକରୁ 553, ଦେଓଗଡ଼ରୁ 4, ଢେଙ୍କାନାଳରୁ 73, ଗଜପତିରୁ 14, ଗଞ୍ଜାମରୁ 17, ଜଗତସିଂହପୁରରୁ 103, ଯାଜପୁରରୁ 258, ଝାରସୁଗୁଡ଼ାରୁ 19, କଳାହାଣ୍ଡିରୁ 15, କନ୍ଧମାଳରୁ 19, କେନ୍ଦ୍ରାପଡ଼ାରୁ 110, କେନ୍ଦୁଝରରୁ 70, କୋରାପୁଟରୁ 76, ମାଲକାନାଗିରିରୁ 73, ମୟୂରଭଞ୍ଜରୁ 158, ନବରଙ୍ଗପୁରରୁ 43, ନୟାଗଡ଼ରୁ 160, ନୂଆପଡ଼ାରୁ 6, ପୁରୀରୁ 215, ରାୟଗଡ଼ାରୁ 77, ସମ୍ବଲପୁରରୁ 28, ସୋନପୁରରୁ 16, ସୁନ୍ଦରଗଡ଼ରୁ 37, ଷ୍ଟେଟ ପୁଲ୍‌ରୁ 95 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.