ETV Bharat / city

ଯଶବନ୍ତ ସିହ୍ନାଙ୍କୁ ଯିବ ଓଡିଶା କଂଗ୍ରେସର ଭୋଟ

ରାଷ୍ଟ୍ରପତି ନିର୍ବାଚନରେ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ଓଡିଶା କଂଗ୍ରେସର ସମର୍ଥନ । ମତ ରଖିଲେ ସୁର । ଅଧିକ ପଢନ୍ତୁ

author img

By

Published : Jul 16, 2022, 1:27 PM IST

Updated : Jul 16, 2022, 1:53 PM IST

ଯଶବନ୍ତ ସିହ୍ନାଙ୍କୁ ଯିବ ଓଡିଶା କଂଗ୍ରେସର ଭୋଟ:ସୁରେଶ ରାଉତରାୟ

ଭୁବନେଶ୍ବର: ଆସନ୍ତା ସୋମବାର(ଜୁଲାଇ ୧୮) ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ (Presidential Election) । ରାଷ୍ଟ୍ରପତି ନିର୍ବାଚନରେ ଓଡିଶା କଂଗ୍ରେସର ସମସ୍ତ ଭୋଟ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ଯିବ । ଦିଲ୍ଲୀରେ ହାଇକମାଣ୍ଡଙ୍କ ସହ ଆଲୋଚନା ପରେ କଂଗ୍ରେସ ବିଧାୟକଙ୍କୁ ବିଧାନସଭାରେ ଭେଟି PCC ସଭାପତି ଏହି ସୂଚନା ଦେଇଥିବା କହିଛନ୍ତି ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ ।

ଯଶବନ୍ତ ସିହ୍ନାଙ୍କୁ ଯିବ ଓଡିଶା କଂଗ୍ରେସର ଭୋଟ

ରାଷ୍ଟ୍ରପତି ନିର୍ବାଚନରେ ଓଡିଶା କଂଗ୍ରେସ କେଉଁ ପ୍ରାର୍ଥୀକୁ ସମର୍ଥନ କରିବ ସେନେଇ ଦିଲ୍ଲୀରେ କଂଗ୍ରେସ ହାଇକମାଣ୍ଡ ବୈଠକ ଡାକିଥିଲେ । ଯଶବନ୍ତ ସିହ୍ନା ହାରନ୍ତୁ କି ଜିତନ୍ତୁ ତାଙ୍କୁ ଭୋଟ ଦେବା ପାଇଁ PCC ସଭାପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଥିବା କହିଛନ୍ତି ସୁର । ଗଣେଶ୍ୱର ବେହେରା ଓ ସନ୍ତୋଷ ସିଂହ ସାଲୁଜାଙ୍କୁ ରାଷ୍ଟ୍ରପତି ନିର୍ବାଚନ ଲାଗି କଂଗ୍ରେସ ଏଜେଣ୍ଟ ନିଯୁକ୍ତ କରିଛି ।

Last Updated : Jul 16, 2022, 1:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.