ETV Bharat / city

ଗଲୱାନ ଶହୀଦଙ୍କୁ ରାଜ୍ୟ କଂଗ୍ରେସ ପକ୍ଷରୁ ଶଦ୍ଧାଞ୍ଜଳି - ଗଲୱାନ ଶହୀଦଙ୍କୁ କଂଗ୍ରେସ ପକ୍ଷରୁ ଶଦ୍ଧାଞ୍ଜଳି

ରାଜ୍ୟ କଂଗ୍ରେସ ପକ୍ଷେରୁ ଗଲୱାନ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି । ନିରଞ୍ଜନ କହିଲେ ଚୀନ ବିପକ୍ଷରେ ସମଗ୍ର ଦେଶ ଏକ । ଅଧିକ ପଢ଼ନ୍ତୁ...

Odisha congress, tribute to Galwan martyrs, congress pays tribute to Galwan martyrs, niranjan pattanaik, ଗଲୱାନ ଶହୀଦଙ୍କୁ କଂଗ୍ରେସ ପକ୍ଷରୁ ଶଦ୍ଧାଞ୍ଜଳି, ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା
ଗଲୱାନ ଶହୀଦଙ୍କୁ ରାଜ୍ୟ କଂଗ୍ରେସ ପକ୍ଷରୁ ଶଦ୍ଧାଞ୍ଜଳି
author img

By

Published : Jun 17, 2020, 9:58 PM IST

ଭୁବନେଶ୍ବର: ଲଦାଖ ଗଲୱାନ ସୀମାନ୍ତରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ନେଇ ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ଭାରତ ବିରୋଧରେ ଲଢ଼ିବା ପାଇଁ ଭାରତ ଚାରିପାଖରେ ଥିବା ଦେଶ ଚୀନକୁ ଉସୁକାଉଛନ୍ତି ବୋଲି ସେ କହିଛନ୍ତି ।

ଗଲୱାନ ଶହୀଦଙ୍କୁ ରାଜ୍ୟ କଂଗ୍ରେସ ପକ୍ଷରୁ ଶଦ୍ଧାଞ୍ଜଳି

ସୀମାରେ ହୋଇଥିବା ଏହି ସଂଘର୍ଷରେ 20 ଜଣ ଯବାନ ଶହୀଦ ହୋଇଛନ୍ତି । ଭାରତ ଏହି ଲଢ଼େଇରେ ପଛଘୁଞ୍ଚା ଦେବନାହିଁ । ଏହି ସମୟରେ ସମଗ୍ର ଦେଶ ଏକ ବୋଲି ପ୍ରତିକ୍ରିୟା ଦେଇଛନ୍ତି ନିରଞ୍ଜନ । ଏହାସହ ଦଳୀୟ କାର୍ଯ୍ୟାଳୟ ଠାରେ ବୀର ଜବାନଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଯାଇଛି । ଏହାସହ ଯୁବ କଂଗ୍ରେସ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକରେ କ୍ୟାଣ୍ଡେଲ ମାର୍ଚ୍ଚ କରି ଶହୀଦ ବୀର ଜବାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.