ETV Bharat / city

ବନ୍ୟା ପ୍ରଭାବିତ ଲୋକଙ୍କ ନିକଟରେ ପହଞ୍ଚିବ କଂଗ୍ରେସ, ଗଠନ ହେଲା 9 ଜଣିଆ କମିଟି - ବନ୍ୟା ପ୍ରଭାବିତ ଲୋକଙ୍କ ନିକଟରେ ପହଞ୍ଚିବ କଂଗ୍ରେସ

ବନ୍ୟା ବିପତ୍ତି ସମୟରେ ଲୋକଙ୍କୁ ସହଯୋଗ କରିବାକୁ ପ୍ରଦେଶ କଂଗ୍ରେସ ପକ୍ଷରୁ 9 ଜଣିଆ କମିଟି ଗଠନ କରାଯାଇଛି । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି । ଅଧିକ ପଢନ୍ତୁ...

ବନ୍ୟା ପ୍ରଭାବିତ ଲୋକଙ୍କ ନିକଟରେ ପହଞ୍ଚିବ କଂଗ୍ରେସ, ଗଠନ ହେଲା 9 ଜଣିଆ କମିଟି

author img

By

Published : Sep 2, 2020, 6:17 PM IST

ଭୁବନେଶ୍ବର: ବନ୍ୟା ବିପତ୍ତି ସମୟରେ ଲୋକଙ୍କୁ ସହଯୋଗ କରିବାକୁ ପ୍ରଦେଶ କଂଗ୍ରେସ ପକ୍ଷରୁ 9 ଜଣିଆ କମିଟି ଗଠନ କରାଯାଇଛି । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି ।

ବନ୍ୟା ପ୍ରଭାବିତ ଲୋକଙ୍କ ନିକଟରେ ପହଞ୍ଚିବ କଂଗ୍ରେସ, ଗଠନ ହେଲା 9 ଜଣିଆ କମିଟି
ବନ୍ୟା ପ୍ରଭାବିତ ଲୋକଙ୍କ ନିକଟରେ ପହଞ୍ଚିବ କଂଗ୍ରେସ, ଗଠନ ହେଲା 9 ଜଣିଆ କମିଟି

କଂଗ୍ରେସ ପକ୍ଷରୁ ଗଠିତ ଏହି କମିଟିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ପ୍ରସାଦ ହରିଚନ୍ଦନ, ଶରତ ପଟ୍ଟନାୟକ, ଜୟଦେବ ଜେନା, ତାରାପ୍ରସାଦ ବାହିନୀପତି, ସୁର ରାଉତରାୟ, ମହମ୍ମଦ ମୋକିମ ସ୍ଥାନ ପାଇଛନ୍ତି। ଏମାନେ ପ୍ରଭାବିତ ଜିଲ୍ଲାରେ ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କ ସାହାଯ୍ୟ କରିବେ । ରିଲିଫ ଯୋଗାଣ ନେଇ ସରକାରଙ୍କ ସହ ସମନ୍ୱୟ ରକ୍ଷା କରିବେ। ଏହା ସଂପର୍କିତ ରିପୋର୍ଟ ଏଆଇସିସି ଓଡିଶା ଇନଚାର୍ଜ ଓ ପିସିସି ସଭାପତିଙ୍କୁ ପ୍ରଦାନ କରିବେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.