ETV Bharat / city

ମଞ୍ଚରେ ନୁହେଁ, ଷ୍ଟୁଡିଓରେ ଗୀତ ଗାଉଛନ୍ତି ମନ୍ତ୍ରୀ ପଦ୍ମନାଭ

ଗୀତ ଗାଇ ପୁଣି ଚର୍ଚ୍ଚାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଶୁଣନ୍ତୁ ସେ ଗାଇଥିବା ଭଜନ...

author img

By

Published : Dec 26, 2019, 6:27 PM IST

Updated : Dec 27, 2019, 6:10 PM IST

odisha-commerce-and-transport-minister-padmanav-behera-singing-bhajan-in-studio
ମଞ୍ଚରେ ନୁହେଁ, ଷ୍ଟୁଡିଓରେ ଗୀତ ଗାଉଛନ୍ତି ମନ୍ତ୍ରୀ ପଦ୍ମନାଭ

ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା 3 ହଜାର କଳାକାରଙ୍କୁ ନେଇ ବିଜେପୁର ଉପ ନିର୍ବାଚନ ସମୟରେ ପ୍ରଚାର କରିଥିଲେ । ସେହି ସମୟରେ ମନ୍ତ୍ରୀ ଆଞ୍ଚଳିକ କରମସାନୀ ଗୀତ ଗାଇଥିଲେ । ଯାହାକି ଖାଲି ଆଞ୍ଚଳିକ ନୁହେଁ ଜାତୀୟ ଗଣମାଧ୍ୟମରେ ବେଶ ଚର୍ଚ୍ଚା ସାଉଣ୍ଟିଥିଲା ।

ହେଲେ ଏବେ ସିଧାସଳଖ ଜନତାଙ୍କ ସମ୍ମୁଖରେ ନୁହେଁ ବରଂ ଷ୍ଟୁଡିଓରେ ଏକ ଭଜନରେ କଣ୍ଠଦାନ କରି ଚର୍ଚ୍ଚାରେ ପଦ୍ମନାଭ । ଶୁଣନ୍ତୁ ସେ ଗାଇଥିବା ଗୀତ...

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ତପନ କୁମାର ଦାସ ଇଟିଭି ଭାରତ

Last Updated : Dec 27, 2019, 6:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.