ETV Bharat / city

ଆସନ୍ତା 8ରୁ ଇକୋ ରିଟ୍ରିଟ, ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ: ବୁକିଂ ଆରମ୍ଭ - ଆସନ୍ତା 8ରୁ ଇକୋ ରିଟ୍ରିଟ

ଦିତୀୟ ସଂସ୍କରଣ ଇକୋ ରିଟ୍ରିଟ ପାଇଁ ପ୍ରସ୍ତୁତି ଚାଲିଛି । ଆସନ୍ତା ଡିସେମ୍ବର 8 ରୁ ଆରମ୍ଭ ହେବାକୁ ଯାଉଛି ଇକୋ ରିଟ୍ରିଟ । ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ..

http://10.10.50.80//odisha/11-November-2020/od-bbs-1-logounveiledforecoretreat-avo-7205239_11112020193045_1111f_1605103245_620.mp4

author img

By

Published : Nov 11, 2020, 8:32 PM IST

Updated : Nov 11, 2020, 10:25 PM IST

ଭୁବନେଶ୍ବର: ଆସନ୍ତା ଡିସେମ୍ବର 8 ରୁ ଆରମ୍ଭ ହେବାକୁ ଯାଉଛି ଇକୋ ରିଟ୍ରିଟ। ଏନେଇ ସବୁ ପ୍ରକ୍ରିୟା ଚାଲିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋଗୋ ଉନ୍ମୋଚନ କରିଛନ୍ତି। ଗତ ବର୍ଷ ବେଶ ସଫଳତା ମିଳିଥିବାରୁ ସରକାର ଏଥର ଆଉ 4ଟି ସ୍ଥାନରେ ଏହି ମହାକୁମ୍ଭ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଆସନ୍ତା 8ରୁ ଇକୋ ରିଟ୍ରିଟ, ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ: ବୁକିଂ ଆରମ୍ଭ

ତେବେ ଇକୋ ରିଟ୍ରିଟ ଆରମ୍ଭ ହେବାକୁ ଥିବା ସ୍ଥାନ ମଧ୍ୟରେ ଭିତରକନିକା, ହୀରାକୁଦ, ଦାରିଙ୍ଗବାଡି, ସାତକୋଶିଆ।

ତେବେ ଯେଉଁ ପର୍ଯ୍ୟଟକ ଆଗ୍ରହ ପ୍ରକାଶ କରିବେ ସେମାନେ http://ecoretreat.odishatourism.gov.inକୁ ଯାଇ ବୁକିଂ କରିପାରିବେ। ଦ୍ବିତୀୟ ସଂସ୍କରଣ ଇକୋ ରିଟ୍ରିଟ ପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗର ନିଷ୍ପତ୍ତି ନେବା ପରେ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି ।

ଇକୋ ରିଟ୍ରିଟ ପ୍ରତି ପର୍ଯ୍ୟଟକ ଆକୃଷ୍ଠ ହେଉଥିଲା ବେଳେ ଅଧିକ ବୁକିଂ ହେଉଥିବା ଦେଖିବାକୁ ମିଳିଛି । ତେବେ ଏଥର କୋରୋନା ସଙ୍କଟ ମଧ୍ୟରେ କଟକଣା ସହ ଏହା ଆରମ୍ଭ ହେବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Nov 11, 2020, 10:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.