ETV Bharat / city

ସମ୍ଭାବ୍ୟ ବାତ୍ୟା ନେଇ ପାଣିପାଗ କେନ୍ଦ୍ରରେ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ - odisha chief secretary

ସକାଳୁ ସକାଳୁ ପାଣିପାଗ ବିଜ୍ଞାନ କେନ୍ଦ୍ରରେ ପହଞ୍ଚି ସମ୍ଭାବ୍ୟ ବାତ୍ୟାର ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ । ଓଡିଶା ପ୍ରତି ‘ବୁଲବୁଲ’ର ପ୍ରଭାବ କିପରି ରହିବ, ସେ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକଙ୍କ ସହ ସେ ଆଲୋଚନା କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Nov 9, 2019, 10:17 AM IST

ଭୁବନେଶ୍ବର: ସକାଳୁ ସକାଳୁ ପାଣିପାଗ ବିଜ୍ଞାନ କେନ୍ଦ୍ରରେ ପହଞ୍ଚିଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସାମୁଦ୍ରିକ ବାତ୍ୟା ‘ବୁଲବୁଲ’ ନେଇ ବର୍ଷା ପବନ ସ୍ଥିତିର ସମୀକ୍ଷା କଲେ ।

ଓଡିଶା ପ୍ରତି ‘ବୁଲବୁଲ’ର ପ୍ରଭାବ କିପରି ରହିବ, ସେ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ହବିବୁର ରେହମାନ ବିଶ୍ବାସଙ୍କ ସହ ସେ ଆଲୋଚନା କରିଛନ୍ତି ।

ସମ୍ଭାବ୍ୟ ବାତ୍ୟା ନେଇ ପାଣିପାଗ କେନ୍ଦ୍ରରେ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ସୂଚନା ଥାଉକି, ପାରାଦୀପ ଠାରୁ ମାତ୍ର 130 କିମି ଦୂରରେ ରହିଛି ‘ବୁଲବୁଲ’ । ଘଣ୍ଟାପ୍ରତି 7 କିମି ବେଗରେ ଗତି କରୁଛି । 9 ତାରିଖ ମଧ୍ୟରାତ୍ରୀରେ ପଶ୍ଚିମବଙ୍ଗର ସାଗର ଦୀପ ଏବଂ ବାଂଲାଦେଶର ଖେପାପୁରା ମଧ୍ୟରେ ସୁନ୍ଦରବନ ତ୍ରୀକୋଣ ଭୂମିରେ ଏହା ସ୍ଥଳଭାଗ ଛୁଇଁବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ସକାଳୁ ସକାଳୁ ବିଜ୍ଞାନ ପାଣିପାଗ କେନ୍ଦ୍ରରେ ପହଁଚିଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।

Body:ସକାଳୁ ସକାଳୁ ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରରେ ଅଚାନକ ପହଁଚିଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।ସାମୁଦ୍ରିକ ବାତ୍ୟା ବୁଲବୁଲ ନେଇ ବର୍ଷା ପବନ ସ୍ଥିତିର ସମୀକ୍ଷା କଲେ।ଓଡିଶା ପ୍ରତି ତାର ପ୍ରଭାବ କିପରି ରହିବ ସେ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଧେଶକ ହବିବୁର ରେହମାନ ବିଶ୍ୱାସଙ୍କ ସହ ଆଲୋଚନା କରିଛନ୍ତି।

ବାତ୍ୟା ବୁଲବୁଲର ଏବେ ଗତି କମୁଛି,ତୀବ୍ର ହେଉଛି,ପାରାଦ୍ୱୀପ ଠାରୁ ମାତ୍ର ୧୩୦ କିମି ଦୂରରେ ଗୁରାଣ୍ଡି ହେଉଛି 'ବୁଲବୁଲ'।ଘଣ୍ଟାପ୍ରତି ୭ କିମି ବେଗରେ ଗତି କରୁଛି।୯ତାରିଖ ମଧ୍ୟ ରାତ୍ରିରେ ପଶ୍ଚିମବଙ୍ଗ ର ସାଗର ଦୀପ ଏବଂ ବଙ୍ଗଳାଦେଶର ଖେପାପୁରା ମଧ୍ୟରେ ସୁନ୍ଦରବନ ଦ୍ୱୀପ ରେ ସ୍ଥଳ ଭାଗ ଛୁଇଁବ ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.