ETV Bharat / city

ଚଳିତବର୍ଷ ବଜେଟକୁ ନେଇ କଣ କହୁଛନ୍ତି ବୁଦ୍ଧିଜୀବି ଶୁଣନ୍ତୁ...

ଚଳିତବର୍ଷ ବଜେଟରେ ସ୍ବାସ୍ଥ୍ୟ, ଶିକ୍ଷା ଓ କୃଷିକୁ ଅଧିକ ପ୍ରାଧାନ୍ୟ ଦିଆଯିବା ଆବଶ୍ୟକ ବୋଲି ବୁଦ୍ଧିଜୀବି ମତ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

odisha budget 2020
ଚଳିତବର୍ଷ ବଜେଟକୁ ନେଇ କଣ କହନ୍ତି ବୁଦ୍ଧିଜୀବି
author img

By

Published : Feb 17, 2020, 3:05 AM IST

ଭୁବନେଶ୍ବର:ସ୍ବାସ୍ଥ୍ୟ ଓ କୃଷିକୁ ନେଇ ଚଳିତବର୍ଷ ବଜେଟରେ ଆଶା କରୁଛନ୍ତି ବୁଦ୍ଧିଜୀବି । ଚଳିତବର୍ଷ ବଜେଟରେ ସ୍ବାସ୍ଥ୍ୟ, ଶିକ୍ଷା ଓ କୃଷିକୁ ଅଧିକ ପ୍ରାଧାନ୍ୟ ଦିଆଯିବା ଆବଶ୍ୟକ ବୋଲି ବୁଦ୍ଧିଜୀବି ମତ ପ୍ରକାଶ କରିଛନ୍ତି ।

ଆସନ୍ତା 18 ତାରିଖରେ ଚଳିତବର୍ଷର ବଜେଟ ଉପସ୍ଥାପନ କରାଯିବ । ଚଳିତ ବଜେଟରେ ସ୍ବାସ୍ଥ୍ୟ, ଶିକ୍ଷା ଓ କୃଷିକୁ ଅଧିକ ପ୍ରାଧାନ୍ୟ ଦିଆଯିବ ଆବଶ୍ୟକ ବୋଲି ବୁଦ୍ଧିଜୀବି ମତ ଦେଇଛନ୍ତି । ରାଜ୍ୟରେ ଯେଉଁଭଳି ସ୍ବାସ୍ଥ୍ୟ କ୍ଷେତ୍ରରେ ଅଧିକରୁ ଅଧିକ ମାତ୍ରାରେ ଚିକିତ୍ସା ଲୋକଙ୍କୁ ଯୋଗାଇ ଦେବା ସହ ଶିକ୍ଷା କ୍ଷେତ୍ରରେ ବୈଷୟିକ ଶିକ୍ଷା ଭଳି ଅନେକ ଅତ୍ୟାଧୁନିକ ଶିକ୍ଷା ଉପରେ ଗୁରୁତ୍ବ ଦିଆଯିବା ଉଚିତ ।

ଚଳିତବର୍ଷ ବଜେଟକୁ ନେଇ କଣ କହନ୍ତି ବୁଦ୍ଧିଜୀବି

ଫଳର ଶିକ୍ଷାର ମାନ ବଢିବା ସହ ଛାତ୍ରଛାତ୍ରୀ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ପାଇପାରିବେ । ଅନ୍ୟପଟେ କୃଷିକୁ ନେଇ ଯେଉଁଭଳି ଭାବରେ ଚାଷୀ ଆତ୍ମହତ୍ୟା କରୁଛନ୍ତି । ଚାଷକୁ ନେଇ ଚାଷୀମାନେ ଅଧିକରୁ ଆଧିକ କିଭଳି ଲାଭବାନ ହୋଇପାରିବେ ସେନେଇ ଏକ ସ୍ବତନ୍ତ୍ର ବଜେଟ ଉପସ୍ଥାପନ କରାଯିବ ।

ଅନ୍ୟପଟେ ଯେଉଁଭଳି ଭାବରେ ଓଡ଼ିଶାର ଐତିହ୍ୟ ଓ ସଂସ୍କୃତିକୁ ବିଶ୍ବ ସ୍ତରରେ ପହଞ୍ଚାଇବା ପାଇଁ ପ୍ରୟାସ କରାଯାଉଛି । ଏହା କିଭଳି ଅଧିକରୁ ଅଧିକ ଉନ୍ନତ ହୋଇପାରିବ ସେନେଇ ବଜେଟରେ ଆଶା କରାଯାଉଛି । ଓଡ଼ିଶାର ବିଭିନ ପର୍ଯ୍ୟଟନୀସ୍ଥଳ ଗୁଡିକର ବିକାଶ ଦିଗରେ ମଧ୍ୟ ବଜେଟରେ ଉପସ୍ଥାପନ କରଯିବ । ସେହିଭଳି ଓଡ଼ିଶାର କ୍ରୀଡା ହବ ହୋଇଥିବାରୁ ରାଜ୍ୟରେ କ୍ରୀଡାକୁ କିଭଳି ଭାବରେ ବିଶ୍ବସ୍ତରୀୟ କାମ କରିହେବ ସେନେଇ ବଜେଟରେ କରାଯିବ ବୋଲି ଆଶା କରିଛନ୍ତି ବୁଦ୍ଧିଜୀବି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.