ନୂଆଦିଲ୍ଲୀ: କେନ୍ଦ୍ର ପ୍ରତ୍ୟକ୍ଷ କର ବୋର୍ଡ ତଥା ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସେସ (CBDT)ର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି ଓଡିଆ ଭାରତୀୟ ରାଜସ୍ବ ସେବା ଅଧିକାରୀ । ଆଇଆରଏସ ଅଧିକାରୀ ଡଃ. ଜଗନ୍ନାଥ ବିଦ୍ୟାଧର ମହାପାତ୍ରଙ୍କୁ ସିବିଡିଟି ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି । ଏହାପୂର୍ବରୁ ସିବିଡିଟି ସଦସ୍ୟ ଭାବରେ ନିଯୁକ୍ତ ହୋଇଥିଲେ ବିଦ୍ୟାଧର ।
-
#BI_BreakingNews
— Bureaucrats India (@BureaucratsInd) September 1, 2021 " class="align-text-top noRightClick twitterSection" data="
Senior #IRS officer JB Mohapatra has been appointed Chairman, Central Board of Direct Taxes.
A 1985 batch officer, Mr Mohapatra carries with him immense professional experience, which will ensure smooth functioning of CBDT.@IRSAssociation #BureaucratsIndia pic.twitter.com/Ve7CcM0KME
">#BI_BreakingNews
— Bureaucrats India (@BureaucratsInd) September 1, 2021
Senior #IRS officer JB Mohapatra has been appointed Chairman, Central Board of Direct Taxes.
A 1985 batch officer, Mr Mohapatra carries with him immense professional experience, which will ensure smooth functioning of CBDT.@IRSAssociation #BureaucratsIndia pic.twitter.com/Ve7CcM0KME#BI_BreakingNews
— Bureaucrats India (@BureaucratsInd) September 1, 2021
Senior #IRS officer JB Mohapatra has been appointed Chairman, Central Board of Direct Taxes.
A 1985 batch officer, Mr Mohapatra carries with him immense professional experience, which will ensure smooth functioning of CBDT.@IRSAssociation #BureaucratsIndia pic.twitter.com/Ve7CcM0KME
କ୍ୟାବିନେଟର ନିଯୁକ୍ତି କମିଟି ମେ ୨୭ରେ ତିନିଜଣ ଭାରତୀୟ ରାଜସ୍ବ ସେବା (ଆଇଆରଏସ) ଅଧିକାରୀଙ୍କୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)ର ସଦସ୍ୟ ଭାବରେ ନିଯୁକ୍ତ କରିଥିଲେ । ଏଥିରେ ଜଗନ୍ନାଥଙ୍କ ନାଁ ମଧ୍ୟ ସାମିଲ ରହିଥିଲା । ଓଡିଶାରେ ଜନ୍ମିତ ଆଇଆରଏସ ଡଃ. ଜଗନ୍ନାଥ ବିଦ୍ୟାଧର ମହାପାତ୍ର 1985 ବ୍ୟାଚ ଆଇଆରଏସ ଅଧିକାରୀ ।