ETV Bharat / city

‘ଗାନ୍ଧୀଙ୍କ ଦାୟାଦ କହୁଥିବା କଂଗ୍ରେସ ଦେଶରେ ହିଂସାକାଣ୍ଡ ଭିଆଉଛି’ - odisha bjp president samir mohanty

ଅହିଂସାର ସୂତ୍ରଧର ଥିଲେ ମହାତ୍ମା ଗାନ୍ଧୀ । କିନ୍ତୁ ତାଙ୍କର ଦାୟାଦ ଭାବେ ନିଜକୁ ଦାବି କରୁଥିବା କଂଗ୍ରେସ ଏବେ ଦେଶରେ ହିଂସାକାଣ୍ଡ ଭିଆଉଥିବା କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।

bjp president samir mohanty
‘ଗାନ୍ଧୀଙ୍କ ଦାୟାଦ କହୁଥିବା କଂଗ୍ରେସ ଦେଶରେ ହିଂସାକାଣ୍ଡ ଭିଆଉଛନ୍ତି’
author img

By

Published : Jan 30, 2020, 12:22 PM IST

Updated : Jan 30, 2020, 3:06 PM IST

ଭୁବନେଶ୍ବର: ଅହିଂସାର ସୂତ୍ରଧର ଥିଲେ ମହାତ୍ମା ଗାନ୍ଧୀ । କିନ୍ତୁ ତାଙ୍କର ଦାୟାଦ ଭାବେ ନିଜକୁ ଦାବି କରୁଥିବା କଂଗ୍ରେସ ଏବେ ଦେଶରେ ହିଂସାକାଣ୍ଡ ଭିଆଉଛି। ଯାହାର ସୂତ୍ରଧର ସାଜିଛନ୍ତି କଂଗ୍ରେସର ମୁଖ୍ୟ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ। ଏପରିକି ସେମାନେ ଦେଶରେ ଅସ୍ଥିରତା ପାଇଁ ଲୋକଙ୍କୁ ପ୍ରବର୍ତ୍ତାଉଥିବା କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। ସେ ଏହା ଗାନ୍ଧୀଙ୍କ 72ତମ ଶ୍ରାଦ୍ଧ ବାର୍ଷିକ ପାଳନ ଅବସରରେ କହିଛନ୍ତି ।

‘ଗାନ୍ଧୀଙ୍କ ଦାୟାଦ କହୁଥିବା କଂଗ୍ରେସ ଦେଶରେ ହିଂସାକାଣ୍ଡ ଭିଆଉଛି’

ଗାନ୍ଧୀଙ୍କ 72ତମ ଶ୍ରାଦ୍ଧ ବାର୍ଷିକ ପାଳନ ଅବସରରେ ରାଜ୍ୟ ବିଜେପି ପକ୍ଷରୁ ମହାତ୍ମାଗାନ୍ଧୀ ପାର୍କରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ବିଜେପି ସଭାପତି ସମୀର ମହାନ୍ତିଙ୍କ ସହିତ ଦଳର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ।

ଏହି ଅବସରରେ ସେ ଆହୁରି କହିଛନ୍ତି ଯେ, ‘କେତେକ ରାଜନୈତିକ ଦଳ ସିଏଏ ଓ ଏନଆରସିକୁ ନେଇ ମୋଦିଙ୍କ ବିରୋଧରେ ଯେଉଁ ମୋର୍ଚ୍ଚା ଗଠନ କରିଛନ୍ତି ତାହା କେବଳ ସେମାନଙ୍କ ଅସ୍ତିତ୍ବ ରକ୍ଷା ପାଇଁ ଉଦ୍ୟମ ଅଟେ। ଯେଉଁ ସରକାରକୁ ଦେଶର ଜନତା ଦୁଇ ଦୁଇ ଥର ବହୁମତରେ ନିର୍ବାଚିତ କରିଛନ୍ତି ତାହାକୁ କିଛି ନ୍ୟସ୍ତ ସ୍ବାର୍ଥ ଗୋଷ୍ଠୀ ସେମାନଙ୍କ ଭୋଟ ବ୍ୟାଙ୍କ ଓ ତୁଷ୍ଟିକରଣ ରାଜନୀତି ପାଇଁ ବିରୋଧ କରୁଛନ୍ତି।’ ତେଣୁ ମା ବାଗଦେବୀ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ସେ ପ୍ରକାଶ କରିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଅହିଂସା ର ସୂତ୍ରଧର ଥିଲେ ମହାତ୍ମା ଗାନ୍ଧୀ ।କିନ୍ତୁ ତାଙ୍କର ଦାୟାଦ ଭାବେ ନିଜକୁ ଦାବି କରୁଥିବା କଂଗ୍ରେସ ଏବେ ଦେଶରେ ହିଂସାକାଣ୍ଡ ଭିଆଉଛନ୍ତି।ଯାହାର ସୂତ୍ରଧର ସାଜିଛନ୍ତି କଂଗ୍ରେସର ମୁଖ୍ୟ ସୋନିଆ ଗାନ୍ଧୀ ଓ ରାହୁଳ ଗାନ୍ଧୀ।ଏପରିକି ସେମାନେ ଦେଶରେ ଅସ୍ଥିରତା ପାଇଁ ଲୋକଙ୍କୁ ପ୍ରବାର୍ତାଉଥିବା କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି।

Body: ଗାନ୍ଧୀଙ୍କ 72ତମ ଶ୍ରାଦ୍ଧ ଦିବସ ପାଳନ ଅବସରରେ ରାଜ୍ୟ ବିଜେପି ପକ୍ଷରୁ ମହାତ୍ମାଗାନ୍ଧୀ ପାର୍କ ରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।ରାଜି ବିଜେପି ସଭାପତି ଶ୍ରୀଯୁକ୍ତ ସମୀର ମହାନ୍ତିଙ୍କ ସହିତ ଦଳର ଅନ୍ୟାନ୍ୟ କାର୍ଯ୍ୟକର୍ତାମାନେ ଯୋଗଦେଇ ତାଙ୍କ ପ୍ରତି ଶ୍ରଦ୍ଧାସୁମାନ ଅର୍ପଣ କରିବା ଅବସରରେ ଶ୍ରୀ ମହାନ୍ତି ଏହା କହିଛନ୍ତି।ଏହି ଅବସରରେ ସେ ଆହୁରି କହିଛନ୍ତି ଯେ କେତେକ ରାଜନୈତିକ ଦଳ ସିଏଏ ଓ ଏନ ଆର ସି କୁ ନେଇ ମୋଦିଙ୍କ ବିରୁଦ୍ଧରେ ଯେଉଁ ମୋର୍ଚ୍ଚା ଗଠନ କରିଛନ୍ତି ତାହା କେବଳ ସେମାନଙ୍କ ଅସ୍ତିତ୍ବ ରକ୍ଷା ପାଇଁ ଉଦ୍ୟମ ଅଟେ।ଯେଉଁ ସରକାର କୁ ଦେଶର ଜନତା ଦୁଇ ଦୁଇ ଥର ବହୁମତ ରେ ନିର୍ବାଚିତ କରିଛନ୍ତି ତାହାକୁ କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ସେମାନଙ୍କ ଭୋଟ ବ୍ୟାଙ୍କ ଓ ତୁଷ୍ଟିକରଣ ରାଜନୀତି ପାଇଁ ବିରୋଧ କରୁଛନ୍ତି।ତେଣୁ ମା ବାଗଦେବୀ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ସେ ପ୍ରକାଶ କରିଛନ୍ତି।
ବାଇଟ-ସମୀର ମହାନ୍ତି,ବିଜେପି ସଭାପତି।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
Last Updated : Jan 30, 2020, 3:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.