ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଛନ୍ତି ରାଜ୍ୟ ବିଜେପି ସାଂସଦ । ଓଡିଶା ବିଜେପି ସାଂସଦମାନେ ଶିକ୍ଷାମନ୍ତ୍ରୀଙ୍କୁ ଭେଟି ରାଜ୍ୟରେ ସର୍ବାଧିକ ଇଣ୍ଟିଗ୍ରେଟେଡ୍ BEd ଏବଂ MEd ପାଠ୍ୟକ୍ରମ (ITEP) ପାଇଁ ଦାବି କରିଛନ୍ତି । ଏହାସହିତ କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ୟୁଜିସି ମାନ୍ୟତା ପାଇଁ ଶିକ୍ଷା ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛନ୍ତି ସାଂସଦ ବସନ୍ତ ପଣ୍ଡା ।
-
ଆଜି ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ @dpradhanbjpଙ୍କୁ ସାକ୍ଷାତ କରି କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ୟୁ.ଜି.ସି ମାନ୍ୟତା ଦେବା ତଥା ଉକ୍ତ ବିଶ୍ବବିଦ୍ୟାଳୟ ପାଇଁ କେନ୍ଦ୍ରୀୟ ଅନୁଦାନ ପ୍ରଦାନ କରିବା ଓ କଳାହାଣ୍ଡି ଠାରେ ଏକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସ୍ଥାପନ କରିବା ପାଇଁ ଲିଖିତ ଞାପନ ସହ ନିବେଦନ ରଖିଲି। pic.twitter.com/2wxFS7xYTI
— Basanta Kumar Panda (@basantpandabjp) August 16, 2021 " class="align-text-top noRightClick twitterSection" data="
">ଆଜି ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ @dpradhanbjpଙ୍କୁ ସାକ୍ଷାତ କରି କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ୟୁ.ଜି.ସି ମାନ୍ୟତା ଦେବା ତଥା ଉକ୍ତ ବିଶ୍ବବିଦ୍ୟାଳୟ ପାଇଁ କେନ୍ଦ୍ରୀୟ ଅନୁଦାନ ପ୍ରଦାନ କରିବା ଓ କଳାହାଣ୍ଡି ଠାରେ ଏକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସ୍ଥାପନ କରିବା ପାଇଁ ଲିଖିତ ଞାପନ ସହ ନିବେଦନ ରଖିଲି। pic.twitter.com/2wxFS7xYTI
— Basanta Kumar Panda (@basantpandabjp) August 16, 2021ଆଜି ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ @dpradhanbjpଙ୍କୁ ସାକ୍ଷାତ କରି କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ୟୁ.ଜି.ସି ମାନ୍ୟତା ଦେବା ତଥା ଉକ୍ତ ବିଶ୍ବବିଦ୍ୟାଳୟ ପାଇଁ କେନ୍ଦ୍ରୀୟ ଅନୁଦାନ ପ୍ରଦାନ କରିବା ଓ କଳାହାଣ୍ଡି ଠାରେ ଏକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସ୍ଥାପନ କରିବା ପାଇଁ ଲିଖିତ ଞାପନ ସହ ନିବେଦନ ରଖିଲି। pic.twitter.com/2wxFS7xYTI
— Basanta Kumar Panda (@basantpandabjp) August 16, 2021
ଶିକ୍ଷାମନ୍ତ୍ରୀଙ୍କୁ ଭେଟିବା ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର । କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ୟୁଜିସି ମାନ୍ୟତା ଦେବା ତଥା ବିଶ୍ବବିଦ୍ୟାଳୟ ପାଇଁ କେନ୍ଦ୍ରୀୟ ଅନୁଦାନ ପ୍ରଦାନ କରିବା ଓ କଳାହାଣ୍ଡି ଠାରେ ଏକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସ୍ଥାପନ କରିବା ପାଇଁ ଲିଖିତ ଦାବିପତ୍ର ସହ ନିବେଦନ ରଖିଥିବା କହିଛନ୍ତି ବସନ୍ତ ପଣ୍ଡା ।
ଏହାପୂର୍ବରୁ ନିକଟରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିଥିଲେ ବିଜେପି ସାଂସଦ । କଳାହାଣ୍ଡିରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସହ କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ୟୁଜିସି ମାନ୍ୟତା ଦାବି କରିଥିଲେ ସାଂସଦ ବସନ୍ତ ପଣ୍ଡା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ