ETV Bharat / city

Odisha Assembly Winter Session: ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ତାରା

ବିଧାନସଭା ଅଚଳାବସ୍ଥାକୁ ନେଇ ଶାସକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି । ଅଧିକ ପଢନ୍ତୁ

Odisha Assembly Winter Session
Odisha Assembly Winter Session
author img

By

Published : Dec 6, 2021, 9:02 PM IST

ଭୁବନେଶ୍ବର: ବିଧାନସଭା ଅଚଳାବସ୍ଥାକୁ ନେଇ ଶାସକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆକ୍ରମଣ କଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି ।

ତାରା କହିଛନ୍ତି ଗୃହ ଅଚଳାବସ୍ଥା ନେଇ ମୁଖ୍ୟମନ୍ତ୍ରୀ ଦାୟୀ । ମୁଖ୍ୟମନ୍ତ୍ରୀ ଗୃହକୁ ଆସି ହସ୍ତକ୍ଷେପ କରନ୍ତୁ । ବାଚସ୍ପତି ସର୍ବଦଳୀୟ ବୈଠକ ଡାକନ୍ତୁ। ବାଚସ୍ପତି ଶାସକ ଦଳର ନିର୍ଦ୍ଦେଶରେ କାମ କରୁଛନ୍ତି । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରାଯାଉ । କଂଗ୍ରେସ ସବୁବେଳେ ଗଠନ ମୂଳକ ଚିନ୍ତା ଧାରାରେ ବିଶ୍ବାସ କରେ। ଗୃହ ଚଲେଇବା ପାଇଁ ଦଳ ସବୁବେଳେ ଉଦ୍ୟମ ସହଯୋଗ କରିଛି ।

ସେହିପରି ତାରା କହିଛନ୍ତି ବିଜେଡି ଗୃହରେ ଯେଉଁଭଳି ଭାବେ ମୁଖା ପିନ୍ଧି ଅଭିନବ ଢଙ୍ଗରେ ବନ୍ଦ କଲା ତାହା ନିନ୍ଦନୀୟ ଲଜ୍ଜାଜନକ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.