ETV Bharat / city

Odisha Assembly Winter Session: ଗୃହରେ ପୁନଃପାରିତ ହେଲା Paika Bidroha ସଂକଳ୍ପ - Odisha all party meeting news

ଅପରାହ୍ଣ 4ଟା ପରେ ହଟ୍ଟଗୋଳ ମଧ୍ୟରେ କିଛି ମିନିଟ ଚାଲିଲା ବିଧାନସଭା । ଆଉ କିଛି ମିନିଟ ମଧ୍ୟରେ ସରକାର ଆଗତ କଲେ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧିନତା ସଂଗ୍ରାମ ମାନ୍ୟତା ଦାବି କରି ଏକ ସଂକଳ୍ପ । ଅଧିକ ପଢନ୍ତୁ

Resolution passed in Odisha Assembly
Resolution passed in Odisha Assembly
author img

By

Published : Dec 7, 2021, 5:21 PM IST

ଭୁବନେଶ୍ବର: ଆଜି ପୁଣି ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକ (All Party Meeting) ଏକ ପ୍ରକାର ବିଫଳ ହୋଇଛି । ଅପରାହ୍ନ 4.30 ପରେ ଆରମ୍ଭ ହୋଇଥିବା ବିଧାନସଭା ପୁଣି ଥରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ହଟ୍ଟଗୋଳ ମଧ୍ୟରେ କିଛି ମିନିଟ ଚାଲିଲା ବିଧାନସଭା । ଆଉ କିଛି ମିନିଟ ମଧ୍ୟରେ ସରକାର ଆଗତ କଲେ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧିନତା ସଂଗ୍ରାମ ମାନ୍ୟତା ଦାବି କରି ଏକ ସଂକଳ୍ପ ।

ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ସରକାର ଆଗତ କଲେ ସଂକଳ୍ପ (Paika Bidroha Resolution passed in Odisha Assembly ) । ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧିନତା ସଂଗ୍ରାମ ମାନ୍ୟତା (Paika Bidroha as Indias First War Of Independence) ଦାବି କରି ଗୃହରେ ସଂକଳ୍ପ ଆଗତ କଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ (Minister ର‘State’ Tourism & Odia Language Literature & Culture Jyoti Prakash Panigrahi) ।

ଦାବିକୁ କେନ୍ଦ୍ର ସରକାର ଅଗ୍ରାହ୍ୟ ପରେ ପୁନର୍ବାର ସଂକଳ୍ପ ଆଣିଛନ୍ତି ରାଜ୍ୟ ସରକାର। ସଂକଳ୍ପ ପାରିତ ହେବା ମାତ୍ରେ ବାଚସ୍ପତି ଆସନ୍ତାକାଲି (ବୁଧବାର) ପୂର୍ବାହ୍ନ 10.30 ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.