ETV Bharat / city

Budget Session: କାମଚଳା ବଜେଟ ପରିମାଣ 1ଲକ୍ଷ 6 ହଜାର କୋଟି, ଫୋକସରେ କୃଷି-ସ୍ୱାସ୍ଥ୍ୟ - ଉପସ୍ଥାପନା ହେଲା କାମଚଳା ବଜେଟ

ଆର୍ଥିକ ବର୍ଷ 2022-23 ପାଇଁ ବିଧାନସଭାରେ କାମଚଳା ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆସନ୍ତା 4 ମାସ ପାଇଁ ଉପସ୍ଥାପିତ ହୋଇଥିବା ବଜେଟର ପରିମାଣ ହେଉଛି 1ଲକ୍ଷ 6 ହଜାର କୋଟି ଦେଖନ୍ତୁ କେଉଁ ବିଭାଗକୁ କେତେ ଟଙ୍କା ଅନୁଦାନ ଦେଇଛନ୍ତି ଅର୍ଥମନ୍ତ୍ରୀ । ଅଧିକ ପଢନ୍ତୁ

କାମଚଳା ବଜେଟ ପରିମାଣ 1ଲକ୍ଷ 6 ହଜାର କୋଟି
କାମଚଳା ବଜେଟ ପରିମାଣ 1ଲକ୍ଷ 6 ହଜାର କୋଟି
author img

By

Published : Mar 30, 2022, 5:05 PM IST

Updated : Mar 30, 2022, 5:19 PM IST

ଭୁବନେଶ୍ବର: ଆର୍ଥିକ ବର୍ଷ 2022-23 ପାଇଁ ବିଧାନସଭାରେ କାମଚଳା ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆସନ୍ତା 4 ମାସ ପାଇଁ ଉପସ୍ଥାପିତ ହୋଇଥିବା ବଜେଟର ପରିମାଣ ହେଉଛି 1ଲକ୍ଷ 6 ହଜାର କୋଟି । ଦେଖନ୍ତୁ କେଉଁ ବିଭାଗକୁ କେତେ ଟଙ୍କା ଅନୁଦାନ ଦେଇଛନ୍ତି ଅର୍ଥମନ୍ତ୍ରୀ ।

କେଉଁ ବିଭାଗକୁ କେତେ?

  • ଅର୍ଥ ବିଭାଗ ପାଇଁ 18 ହଜାର 542 କୋଟି
  • ସ୍ବାସ୍ଥ୍ୟ ବିଭାଗ ପାଇଁ - 5753 କୋଟି
  • କୃଷି ବିଭାଗ ପାଇଁ - 3238 କୋଟି
  • ବିପର୍ଯ୍ୟୟ ପରିଚାଳନା ପାଇଁ 6444 କୋଟି
  • ଶକ୍ତି ବିଭାଗ 1739 କୋଟି
  • ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପାଇଁ -10165 କୋଟି
  • ଜଳ ସମ୍ପଦ ପାଇଁ -5025 କୋଟି
  • ଯୋଜନା ସଂଯୋଜନା ପାଇଁ 3228 କୋଟି
  • ମହିଳା ଶିଶୁ କଲ୍ୟାଣ ବିଭାଗ ପାଇଁ 1783 କୋଟି
  • ସ୍ବରାଷ୍ଟ୍ର ବିଭାଗକୁ - 188 କୋଟି
  • କ୍ରୀଡ ଯୁବ ବିଭାଗ ପାଇଁ - 300 କୋଟି
  • ପୁରୀ ଅବଢା ଯୋଜନା ପାଇଁ - 1408 କୋଟି
  • ଉଚ୍ଚ ଶିକ୍ଷା ପାଇଁ 1403 କୋଟି
  • ବିଜୁ ଏକ୍ସପ୍ରେସ ୱେ ପାଇଁ -300 କୋଟି
  • ସମଲେଇ ଯୋଜନା ପାଇଁ 200 କୋଟି
  • ମୁଖ୍ୟମନ୍ତ୍ରୀ ସଡକ ଯୋଜନା ପାଇଁ 675 କୋଟି
  • ପଞ୍ଚାୟତରାଜ ବିଭାଗକୁ - 11 ହଜାର 123 କୋଟି
  • ଗ୍ରାମ୍ୟ ଉନ୍ନୟନ ପାଇଁ 279 କୋଟି
  • ଏକାମ୍ର ଯୋଜନା ପାଇଁ -200 କୋଟି
  • ବିଜୁ ସେତୁ ପାଇଁ - 1688 କୋଟି
  • ପଶୁ ସମ୍ପଦ ପାଇଁ 2073 କୋଟି
  • PMGSY ପାଇଁ 1100 କୋଟି
  • ଗ୍ରାମ୍ୟ ଉନ୍ନୟନ ବିଭାଗକୁ 3279 କୋଟି
  • ନିର୍ମାଣ ବିଭାଗ ପାଇଁ 4316 କୋଟି
  • କୋଟି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ପାଇଁ ବିଭାଗକୁ 603 କୋଟି
  • ଶିଳ୍ପ ବିଭାଗ- 646 କୋଟି
  • ସାଧାରଣ ଅଭିଯୋଗ ପେନସନ ବିଭାଗକୁ
  • ଆଇନ ବିଭାଗକୁ 560 କୋଟି
  • ବାଣିଜ୍ୟ ବିଭାଗକୁ 173 କୋଟି
  • ଓଡିଶା ବିଧାନସଭା ପାଇଁ 165 କୋଟି
  • ଅନୁସୁଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ ପାଇଁ 4049 କୋଟି
  • ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ- 183 କୋଟି
  • ପଞ୍ଚାୟତରାଜ ପାନୀୟ ଜଳ ବିଭାଗକୁ 21246 କୋଟି
  • ଜଙ୍ଗଳ ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ବିଭାଗକୁ 1088 କୋଟି
  • ଇସ୍ପାତ ଖଣି ବିଭାଗକୁ - 162 କୋଟି
  • ସୂଚନା ଲୋକସମ୍ପର୍କ ବିଭାଗକୁ 119 କୋଟି
  • ଅବକାରୀ ବିଭାଗକୁ 156 କୋଟି
  • ବିଜ୍ଞାନ ବୈଷୟିକ ବିଭାଗକୁ 186 କୋଟି
  • ଗ୍ରାମ୍ୟ ଉନ୍ନୟନ ବିଭାଗକୁ 6569 କୋଟି
  • ସଂସଦୀୟ ବ୍ୟାପାର ବିଭାଗକୁ 83 କୋଟି
  • ପଶୁ ମତ୍ସ୍ୟ ସମ୍ପଦ ପାଇଁ - 1657 କୋଟି
  • ହସ୍ତତନ୍ତ ବୟନ ଶିଳ୍ପ ବିଭାଗକୁ 203 କୋଟି
  • ପର୍ଯ୍ୟଟନ ବିଭାଗକୁ 594 କୋଟି
  • ସମୟବାୟ ବିଭାଗକୁ 1840 କୋଟି
  • ସାଧାରଣ ଉଦ୍ୟୋଗ ବିଭାଗକୁ 10 କୋଟି
  • ସାମାଜିକ ଭିନ୍ନକ୍ଷମ ସୁରକ୍ଷା ବିଭାଗ ପାଇଁ - 3705 କୋଟି
  • ଆଇଟି ଓ ଇଲେକ୍ଟ୍ରୋନିକ ବିଭାଗକୁ - 299 କୋଟି
  • ଅଣୁ, କ୍ଷୁଦ୍ର, ଓ ମଧ୍ୟମ ବିଭାଗକୁ 622 କୋଟି
  • ଦକ୍ଷତା ବୈଷୟିକ ବିଭାଗକୁ 808 କୋଟି
  • ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗକୁ 164 କୋଟି
  • ମିଶନ ଶକ୍ତି ବିଭାଗକୁ 2000 କୋଟି

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ଭୁବନେଶ୍ବର: ଆର୍ଥିକ ବର୍ଷ 2022-23 ପାଇଁ ବିଧାନସଭାରେ କାମଚଳା ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆସନ୍ତା 4 ମାସ ପାଇଁ ଉପସ୍ଥାପିତ ହୋଇଥିବା ବଜେଟର ପରିମାଣ ହେଉଛି 1ଲକ୍ଷ 6 ହଜାର କୋଟି । ଦେଖନ୍ତୁ କେଉଁ ବିଭାଗକୁ କେତେ ଟଙ୍କା ଅନୁଦାନ ଦେଇଛନ୍ତି ଅର୍ଥମନ୍ତ୍ରୀ ।

କେଉଁ ବିଭାଗକୁ କେତେ?

  • ଅର୍ଥ ବିଭାଗ ପାଇଁ 18 ହଜାର 542 କୋଟି
  • ସ୍ବାସ୍ଥ୍ୟ ବିଭାଗ ପାଇଁ - 5753 କୋଟି
  • କୃଷି ବିଭାଗ ପାଇଁ - 3238 କୋଟି
  • ବିପର୍ଯ୍ୟୟ ପରିଚାଳନା ପାଇଁ 6444 କୋଟି
  • ଶକ୍ତି ବିଭାଗ 1739 କୋଟି
  • ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପାଇଁ -10165 କୋଟି
  • ଜଳ ସମ୍ପଦ ପାଇଁ -5025 କୋଟି
  • ଯୋଜନା ସଂଯୋଜନା ପାଇଁ 3228 କୋଟି
  • ମହିଳା ଶିଶୁ କଲ୍ୟାଣ ବିଭାଗ ପାଇଁ 1783 କୋଟି
  • ସ୍ବରାଷ୍ଟ୍ର ବିଭାଗକୁ - 188 କୋଟି
  • କ୍ରୀଡ ଯୁବ ବିଭାଗ ପାଇଁ - 300 କୋଟି
  • ପୁରୀ ଅବଢା ଯୋଜନା ପାଇଁ - 1408 କୋଟି
  • ଉଚ୍ଚ ଶିକ୍ଷା ପାଇଁ 1403 କୋଟି
  • ବିଜୁ ଏକ୍ସପ୍ରେସ ୱେ ପାଇଁ -300 କୋଟି
  • ସମଲେଇ ଯୋଜନା ପାଇଁ 200 କୋଟି
  • ମୁଖ୍ୟମନ୍ତ୍ରୀ ସଡକ ଯୋଜନା ପାଇଁ 675 କୋଟି
  • ପଞ୍ଚାୟତରାଜ ବିଭାଗକୁ - 11 ହଜାର 123 କୋଟି
  • ଗ୍ରାମ୍ୟ ଉନ୍ନୟନ ପାଇଁ 279 କୋଟି
  • ଏକାମ୍ର ଯୋଜନା ପାଇଁ -200 କୋଟି
  • ବିଜୁ ସେତୁ ପାଇଁ - 1688 କୋଟି
  • ପଶୁ ସମ୍ପଦ ପାଇଁ 2073 କୋଟି
  • PMGSY ପାଇଁ 1100 କୋଟି
  • ଗ୍ରାମ୍ୟ ଉନ୍ନୟନ ବିଭାଗକୁ 3279 କୋଟି
  • ନିର୍ମାଣ ବିଭାଗ ପାଇଁ 4316 କୋଟି
  • କୋଟି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ପାଇଁ ବିଭାଗକୁ 603 କୋଟି
  • ଶିଳ୍ପ ବିଭାଗ- 646 କୋଟି
  • ସାଧାରଣ ଅଭିଯୋଗ ପେନସନ ବିଭାଗକୁ
  • ଆଇନ ବିଭାଗକୁ 560 କୋଟି
  • ବାଣିଜ୍ୟ ବିଭାଗକୁ 173 କୋଟି
  • ଓଡିଶା ବିଧାନସଭା ପାଇଁ 165 କୋଟି
  • ଅନୁସୁଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ ପାଇଁ 4049 କୋଟି
  • ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ- 183 କୋଟି
  • ପଞ୍ଚାୟତରାଜ ପାନୀୟ ଜଳ ବିଭାଗକୁ 21246 କୋଟି
  • ଜଙ୍ଗଳ ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ବିଭାଗକୁ 1088 କୋଟି
  • ଇସ୍ପାତ ଖଣି ବିଭାଗକୁ - 162 କୋଟି
  • ସୂଚନା ଲୋକସମ୍ପର୍କ ବିଭାଗକୁ 119 କୋଟି
  • ଅବକାରୀ ବିଭାଗକୁ 156 କୋଟି
  • ବିଜ୍ଞାନ ବୈଷୟିକ ବିଭାଗକୁ 186 କୋଟି
  • ଗ୍ରାମ୍ୟ ଉନ୍ନୟନ ବିଭାଗକୁ 6569 କୋଟି
  • ସଂସଦୀୟ ବ୍ୟାପାର ବିଭାଗକୁ 83 କୋଟି
  • ପଶୁ ମତ୍ସ୍ୟ ସମ୍ପଦ ପାଇଁ - 1657 କୋଟି
  • ହସ୍ତତନ୍ତ ବୟନ ଶିଳ୍ପ ବିଭାଗକୁ 203 କୋଟି
  • ପର୍ଯ୍ୟଟନ ବିଭାଗକୁ 594 କୋଟି
  • ସମୟବାୟ ବିଭାଗକୁ 1840 କୋଟି
  • ସାଧାରଣ ଉଦ୍ୟୋଗ ବିଭାଗକୁ 10 କୋଟି
  • ସାମାଜିକ ଭିନ୍ନକ୍ଷମ ସୁରକ୍ଷା ବିଭାଗ ପାଇଁ - 3705 କୋଟି
  • ଆଇଟି ଓ ଇଲେକ୍ଟ୍ରୋନିକ ବିଭାଗକୁ - 299 କୋଟି
  • ଅଣୁ, କ୍ଷୁଦ୍ର, ଓ ମଧ୍ୟମ ବିଭାଗକୁ 622 କୋଟି
  • ଦକ୍ଷତା ବୈଷୟିକ ବିଭାଗକୁ 808 କୋଟି
  • ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗକୁ 164 କୋଟି
  • ମିଶନ ଶକ୍ତି ବିଭାଗକୁ 2000 କୋଟି

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Mar 30, 2022, 5:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.