ETV Bharat / city

କ୍ରିକେଟ ବିଶ୍ବକପ: ପେନସିଲ ମୁନରେ ଖେଳାଳିଙ୍କୁ ଶୁଭେଚ୍ଛା

ଆସନ୍ତା 30 ତାରିଖ ଠାରୁ ଜୁଲାଇ 14 ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡ ଠାରେ ଅନୁଷ୍ଠିତ ହେବାକୁ ଯାଉଛି ଦ୍ବାଦଶ କ୍ରିକେଟ ବିଶ୍ବକପ । ଆଉ ଏହି ବିଶ୍ବକପରେ ଟିମ ଇଣ୍ଡିଆକୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି ଶିଳ୍ପୀ ଏଲ ଈଶ୍ବର ରାଓ ।

author img

By

Published : May 28, 2019, 7:48 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଆସନ୍ତା 30 ତାରିଖ ଠାରୁ ଜୁଲାଇ 14 ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡ ଠାରେ ଅନୁଷ୍ଠିତ ହେବାକୁ ଯାଉଛି ଦ୍ବାଦଶ କ୍ରିକେଟ ବିଶ୍ବକପ । ଆଉ ଏହି ବିଶ୍ବକପରେ ଟିମ ଇଣ୍ଡିଆକୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି ଶିଳ୍ପୀ ଏଲ ଈଶ୍ବର ରାଓ ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ସୂକ୍ଷ୍ମ କଳାକୃତି ନିର୍ମାଣ କରିବା ପାଇଁ ଜଣାଶୁଣା ରାଓ ପେନସିଲ ମୁନରେ ଅଧ ସେଣ୍ଟିମିଟରର ଏକ ବିଶ୍ବକପ ପ୍ରତିକୃତି କରିଛନ୍ତି ।

ଯାହାକୁ ତିଆରି କରିବାକୁ ତାଙ୍କୁ ପାଖାପାଖି 3 ଦିନ ସମୟ ଲାଗିଥିବା ସେ କହିଛନ୍ତି । ଏହି ପ୍ରତିକୃତି ମାଧ୍ୟମରେ ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇବା ସହିତ ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ବିଶ୍ବକପ ଟ୍ରଫି ଜିତି ଆଣିବାକୁ ସେ ଆଶା ପୋଷଣ କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ଭୁବନେଶ୍ୱର:ଆସନ୍ତା 30 ତାରିଖଠାରୁ ଜୁଲାଇ 14 ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡ ଠାରେ ଅନୁଷ୍ଠିତ ହେବାକୁ ଯାଉଛି ଦ୍ୱାଦଶ କ୍ରିକେଟ ବିଶ୍ୱକପ।ଆଉ ଏହି ବିଶ୍ୱକପ ରେ ଟିମ ଇଣ୍ଡିଆ କୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି ଶିଳ୍ପୀ ଏଲ ଈଶ୍ୱର ରାଓ।
ସୂକ୍ଷ୍ମ କଳାକୃତି ନିର୍ମାଣ କରିବା ପାଇଁ ଜଣା ଶୁଣା ଶ୍ରୀ ରାଓ ପେନସିଲ ମୁନରେ ଅଧ ସେଣ୍ଟିମିଟର ର ଏକ ବିଶ୍ୱକପ ପ୍ରତିକୃତି କରିଛନ୍ତି।ଯାହାକୁ ତିଆରି କରିବାକୁ ତାଙ୍କୁ ପାଖାପାଖି 3 ଦିନ ଲାଗିଥିବା ସେ କହିଛନ୍ତି।ଏହି ପ୍ରତିକୃତି ମାଧ୍ୟମରେ ଟିମ ଇଣ୍ଡିଆ କୁ ଶୁଭେଚ୍ଛା ଜଣାଇବା ସହିତ ଭାରତୀୟ କ୍ରିକେଟ ପ୍ରସଂସ୍କଙ୍କ ପାଇଁ ବିଶ୍ୱକପ ଟ୍ରଫି ଜିତି ଆଣିବାକୁ ସେ ଅଶାପୋଷଣ କରିଛନ୍ତି।
Laxmikanta Das
Bhubaneswar
Visual already sent by whatysa2
Avb

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.