ETV Bharat / city

ବିଦେଶରେ ଓଡିଆ ଝିଅଙ୍କ କମାଲ, ମିସ ଲିଟିଲ ପ୍ରତିଯୋଗିତାର ଦ୍ବିତୀୟ

ପୁଣି ବିଦେଶରେ ଓଡିଆ ଝିଅଙ୍କ ଜଲୱା । ହଂକକଂଗ ପ୍ରତିଯୋଗିତାରେ ସଫଳ ହୋଇଛନ୍ତି ସ୍ମାର୍ଟସିଟିର ସାରନ୍ୟା ସମାନ୍ତରାୟ ।

author img

By

Published : Aug 30, 2019, 7:14 AM IST

Updated : Aug 31, 2019, 7:24 PM IST

ଫଟୋ: ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଅନ୍ତର୍ଜାତୀୟ ସ୍ତରରେ ମିସ ଲିଟିଲ ପ୍ରତିଯୋଗିତାରେ କମାଲ କଲେ ଭୁବନେଶ୍ବରର ସାରନ୍ୟା ସାମନ୍ତରାୟ । ଦଶ ବର୍ଷର ସାରନ୍ୟା ହଂକକଂଗରେ ଆୟୋଜିତ ହୋଇଥିବା ମିସ ଲିଟିଲ ପ୍ରତିଯୋଗିତାରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି । ଯାହାକୁ ନେଇ ଗର୍ବିତ ତାଙ୍କ ମାତା-ପିତା ।

ଭିଡିଓ: ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏହି ପ୍ରତିଯୋଗିତାରେ 22ଟି ଦେଶରୁ 64 ପ୍ରତିଯୋଗୀ ଭାଗ ନେଇଥିଲେ । ଚଳିତ ମାସ 23ରୁ 27 ପର୍ଯ୍ୟନ୍ତ ଏହା ହଂକଂଗରେ ଅନୁଷ୍ଠିତ ହୋଇଥିଲା ।

photo
ଫଟୋ: ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ପ୍ରକାଶ ଥାଉକି ସାରନ୍ୟା ସେଣ୍ଟ ଯୋଶଫ ହାଇସ୍କୁଲରେ ପଞ୍ଚମ ଶ୍ରେଣୀରେ ପାଠ ପଢୁଛନ୍ତି । ସାରନ୍ୟା ପିଲାଟି ଦିନରୁ ନାଚ,ଗୀତ ଏବଂ ମଡେଲିଂରେ ରୁଚି ରଖିଆସୁଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଅନ୍ତର ଜାତୀୟ ସ୍ତରରେ ମିସ ଲିଟିଲ ଭାବରେ କମାଲ କଲେ ଭୁବନେଶ୍ୱର ର ସାରନ୍ୟା ସାମନ୍ତରାୟ। ଦଶ ବର୍ଷ ର ସାରନ୍ୟା ହଙ୍କ କଙ୍ଗ ରେ ଆଜେଜିତ ହୋଇ ଥିବା ମିସ ଲିଟିଲ ପ୍ରଜିଜେଗୀତା ରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି। ଏଠି ସୂଚନାଯୋଗ୍ୟ ଯେ ଏହି ପ୍ରତିଜେଗୀତା ରେ 22 ଟି ଦେଶ ରେ 64 ପ୍ରତିଯୋଗି ଭାଗ ନେଇ ଥିଲେ। ଚଳିତ ଅଗଷ୍ଟ ମାସ 23 ରୁ 27 ପର୍ଯ୍ୟନ୍ତ ଏହା ହଙ୍କ କଙ୍ଗ ରେ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ସାରନ୍ୟା ସେଣ୍ଟ ଯୋଶଫ ହାଇସ୍କୁଲ ରେ ପଞ୍ଚମ ଶ୍ରେଣୀ ରେ ପାଠ ପଢୁଛନ୍ତି। ସାରନ୍ୟା ପିଲାଟି ଦିନ ରୁ ଗୀତ ନାଚ ,ମଡେଲିଙ୍ଗ ରେ ନିଜର ରୁଚି ରଖିଛନ୍ତି।Body:ଅନ୍ତର ଜାତୀୟ ସ୍ତରରେ ମିସ ଲିଟିଲ ଭାବରେ କମାଲ କଲେ ଭୁବନେଶ୍ୱର ର ସାରନ୍ୟା ସାମନ୍ତରାୟ। ଦଶ ବର୍ଷ ର ସାରନ୍ୟା ହଙ୍କ କଙ୍ଗ ରେ ଆଜେଜିତ ହୋଇ ଥିବା ମିସ ଲିଟିଲ ପ୍ରଜିଜେଗୀତା ରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି। ଏଠି ସୂଚନାଯୋଗ୍ୟ ଯେ ଏହି ପ୍ରତିଜେଗୀତା ରେ 22 ଟି ଦେଶ ରେ 64 ପ୍ରତିଯୋଗି ଭାଗ ନେଇ ଥିଲେ। ଚଳିତ ଅଗଷ୍ଟ ମାସ 23 ରୁ 27 ପର୍ଯ୍ୟନ୍ତ ଏହା ହଙ୍କ କଙ୍ଗ ରେ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ସାରନ୍ୟା ସେଣ୍ଟ ଯୋଶଫ ହାଇସ୍କୁଲ ରେ ପଞ୍ଚମ ଶ୍ରେଣୀ ରେ ପାଠ ପଢୁଛନ୍ତି। ସାରନ୍ୟା ପିଲାଟି ଦିନ ରୁ ଗୀତ ନାଚ ,ମଡେଲିଙ୍ଗ ରେ ନିଜର ରୁଚି ରଖିଛନ୍ତି।Conclusion:
Last Updated : Aug 31, 2019, 7:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.