ETV Bharat / city

ଭାରତୀୟ ମହିଳା ଫୁଟବଲ ଦଳର ସ୍ଥାନ ପାଇଲେ ଓଡିଆ ଝିଅ - ଭାରତୀୟ ମହିଳା ଦଳରେ ସାମିଲ ହେଲେ ମନୀଷା ପନ୍ନା

ଭାରତୀୟ ମହିଳା ଫୁଟବଲ ଦଳର ସ୍ଥାନ ପାଇଲେ ଓଡ଼ିଆ ଝିଅ ମନିଶା ପନ୍ନା । ଏସିଆନ୍ ଫୁଟବଲ କପ୍ ପାଇଁ ଚୟନ ହୋଇଥିବା ଦଳରେ ମନିଶାଙ୍କୁ ସ୍ଥାନ ଦିଆଯାଇଛି । ଅଧିକ ପଢ଼ନ୍ତୁ

Odia football player Manisha panna selected in Indian womens team for Asian football games
ଭାରତୀୟ ମହିଳା ଫୁଟବଲ ଦଳର ସ୍ଥାନ ପାଇଲେ ଓଡ଼ିଆ ଝିଅ
author img

By

Published : Jan 5, 2022, 10:31 PM IST

ଭୁବନେଶ୍ବର: ଭାରତୀୟ ମହିଳା ଫୁଟବଲ ଦଳର ସ୍ଥାନ ପାଇଲେ ଓଡ଼ିଆ ଝିଅ ମନିଶା ପନ୍ନା । ଏସିଆନ୍ ଫୁଟବଲ କପ୍ ପାଇଁ ଚୟନ ହୋଇଥିବା ଦଳରେ ମନିଶାଙ୍କୁ ସ୍ଥାନ ଦିଆଯାଇଛି । ପିଲାଟି ଦିନରୁ ମନିଶା ପନ୍ନାଙ୍କ ଫୁଟବଲ୍ ପ୍ରତି ଆଗ୍ରହ ରହିଥିଲା । ଯାହାଫଳରେ ଆଜି(ବୁଧବାର) ତାଙ୍କୁ ଏଭଳି ଏକ ବଡ଼ ଚମ୍ପିଆନ୍‌ସିପ୍‌ ପାଇଁ ଭାରତୀୟ ଦଳରେ ସାମିଲ ହେବାର ସୁଯୋଗ ଦେଇଛି ।

ଭାରତୀୟ ମହିଳା ଫୁଟବଲ ଦଳର ସ୍ଥାନ ପାଇଲେ ଓଡ଼ିଆ ଝିଅ

ମନିଷା ୨୦୧୫ ମସିହାରେ ଭାରତୀୟ ଦଳରେ ପ୍ରଥମେ ସ୍ଥାନ ପାଇଥିଲେ । ସାଉଥ୍ ଏସିଆନ୍ ଗେମ୍‌ ଓ ସାଫ୍‌ ମହିଳା ଫୁଟବଲ୍‌ ଚମ୍ପିଆନସିପ୍‌ ବିଜୟୀ ଦଳର ଅଂଶ ଥିଲେ ମନିଶା ପନ୍ନା । ଏସିଆନ୍ ଫୁଟବଲ୍ ଚମ୍ପିଆନସିପ୍‌ ପାଇଁ ଘୋଷଣା ହେଇଥିବା ଦଳରେ ମନିଷାଙ୍କୁ ସାମିଲ କରାଯାଇଛି । ଆସନ୍ତା ୨୦ ତାରିଖରୁ ଫେବ୍ରୁଆରୀ ୬ ତାରିଖ ପର୍ଯ୍ୟନ୍ତ ଭାରତରେ ଖେଳାଯିବ ଏସିଆନ୍ ଫୁଟବଲ୍ ଚମ୍ପିଆନସିପ୍‌ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.