ETV Bharat / city

ବିଦେଶରେ ରିଲିଜ ହେବ ଓଡ଼ିଆ ଫିଲ୍ମ ଛବିରାଣୀ - ବିଦେଶ ରେ ରିଲିଜ ହେବ ଓଡ଼ିଆ ଫିଲ୍ମ ଛବିରାଣୀ।

ବିଦେଶରେ ରିଲିଜ ହେବ ଓଡ଼ିଶାର ବହୁ ଚର୍ଚ୍ଚିତ କାହାଣୀ ଛବିରାଣୀ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Nov 17, 2019, 6:03 PM IST

ଭୁବନେଶ୍ବର: ବିଦେଶରେ ରିଲିଜ ହେବ ଓଡ଼ିଶାର ବହୁ ଚର୍ଚ୍ଚିତ କାହାଣୀ ଛବିରାଣୀ । ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣା ଉପରେ ଆଧାରିତ ଏହି ଓଡ଼ିଆ ଫିଲ୍ମ ଆସନ୍ତା ଶନିବାର ଆମେରିକାରେ ରିଲିଜ ହେବାକୁ ଯାଉଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଫିଲ୍ମଟିର ପ୍ରଯୋଜନା ସହ ନିର୍ଦ୍ଦେଶନା ଭାର ବବି ଇସଲାମ ସମ୍ଭାଳିଥିବା ବେଳେ ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀଙ୍କୁ ଦର୍ଶକ ଦେଖିବାକୁ ପାଇବେ। ତେବେ ବିଦେଶର ଥିବା ଅନେକ ପ୍ରବାସୀ ଓଡିଆ ଏହି ଫିଲ୍ମଟିକୁ ଦେଖିବାକୁ ଉତ୍ସାହିତ ଥିବାବେଳେ ଛବିରାଣୀ ପ୍ରଥମ ଓଡ଼ିଆ ଫିଲ୍ମ ଯାହା ବିଦେଶ ମାଟିରେ ରିଲିଜ ହେବ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ବିଦେଶ ରେ ରିଲିଜ ହେବ ଓଡ଼ିଆ ଫିଲ୍ମ ଛବିରାଣୀ।

ଓଡ଼ିଶାର ବହୁ ଚର୍ଚ୍ଚିତ ଫିଲ୍ମ ଚାବିରାଣୀ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣା ଉପରେ ଆଧାରିତ ଓଡ଼ିଆ ଫିଲ୍ମ ଛବିରାଣୀ। ଆସନ୍ତା ଶନିବାର ଦିନ ଏହି ଓଡ଼ିଆ ଫିଲ୍ମ ଟି ୟୁଏସ ରେ ରିଲଜ ହେବାକୁ ଯାଉଛି। ବିଦେଶ ର ଅନେକ ପ୍ରବାସୀ ଓଡ଼ିଆ ଏହି ଫିଲ୍ମ ଟିକୁ ଦେଖି ପାରିବେ। ଅନ୍ୟ ପରେ
ଫିଲ୍ମ ଟିକୁ ପ୍ରଜେଜନା ସହ ନିର୍ଦ୍ଦେଶନା ଦେଇଛନ୍ତି ବବି ଇସଲାମ । ଅଭିନେତା ସିଦ୍ଧାନ୍ତ ଓ ଅନୁ ଚୌଧୁରୀ ଏହି ଫିଲ୍ମ ରେ ଦୀର୍ଘ ବର୍ଷ ର ବ୍ୟବଧାନ ପରେ ଏକାଠି କାମ କରିଥିଲେ। ବସଟମ ର ପ୍ରବାସୀ ଓଡ଼ିଆ ଏହି ଫିଲ୍ମ କୁ ଦେଖିବା ପାଇଁ ଅନେକ ଉତ୍ସାହ ଥିବା ବେଳେ ଛବିରାଣୀ ପ୍ରଥମ ଓଡ଼ିଆ ଫିଲ୍ମ ଯାହା ବିଦେଶ ମାଟି ରେ ରିଲିଜ ହେବ।

Body:ବିଦେଶ ରେ ରିଲିଜ ହେବ ଓଡ଼ିଆ ଫିଲ୍ମ ଛବିରାଣୀ।

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.