ETV Bharat / city

ରାଜଧାନୀରେ ଏନଆଇଏ ଟିମ, ଫୋକସରେ ଆତଙ୍କବାଦ

author img

By

Published : Oct 3, 2019, 9:54 AM IST

Updated : Oct 3, 2019, 12:36 PM IST

ରାଜଧାନୀରେ ଏନଆଇଏ ଟିମ । ଆତଙ୍କୀ ଆକ୍ରମଣ ସମ୍ପର୍କରେ ଭୁବନେଶ୍ବର ପୋଲିସ ଭବନରେ ଚାଲିଥିଲା କର୍ମଶାଳା ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀରେ ଏନଆଇଏ ଟିମ । ଆତଙ୍କୀ ଆକ୍ରମଣ ସମ୍ପର୍କରେ ଆଲୋଚନା ପାଇଁ ଜାତୀୟ ତଦନ୍ତକାରୀ ସଂସ୍ଥା ଭୁବନେଶ୍ବରରେ ପହଞ୍ଚିଥିଲା । ଏନଆଇଏ ଡିଜି ୟୋଗେଶ ଚନ୍ଦର ମୋଦି, ଏନଆଇଏ ଆଇଜି ଓ ଅଫିସିଆଲ ଓଡିଶା ପୋଲିସ ସହ ଆତଙ୍କବାଦ ପ୍ରସଙ୍ଗରେ ଆଲୋଚନା ହୋଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଏନେଇ ଭୁବନେଶ୍ବର ପୋଲିସ ଭବନରେ ଚାଲିଥିଲା କର୍ମଶାଳା । ରାଜ୍ୟ କ୍ରାଇମବ୍ରାଞ୍ଚ , ଏସଟିଏଫ ଓ ସିଆଇଡି ସହ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ସହ ଏନଆଇଏର ମିଳିତ ଉଦ୍ୟମରେ ଚାଲିଥିଲା ଏହି କର୍ମଶାଳା । ଉକ୍ତ କର୍ମଶାଳାରେ ଫୋକସରେ ରହିଥିଲା ଆତଙ୍କୀ ଆକ୍ରମଣ ସମ୍ବନ୍ଧୀୟ ଆଲୋଚନା । କର୍ମଶାଳାରେ ଟେରର ଗ୍ରୁପ ଉପରେ ଅଧିକ ଆଲୋଚନା ହୋଇଛି । କେବଳ ସେତିକି ନୁହେଁ ଟେରର ଫଣ୍ଡି, ଟେରର ଆକ୍ଟିଭିଟି, ଟେରର ଲିଙ୍କ ସମ୍ବନ୍ଧୀୟ ସମ୍ପର୍କରେ ଆଲୋଚନା ହୋଇଥିବା ନେଇ ସୂଚନା ମିଳିଛି ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:ଭୁବନେଶ୍ବରରେ ଏନଆଇଏ ଟିମ।Body:ଭୁବନେଶ୍ବରରେ ଏନଆଇଏ ଟିମ।

ଆତଙ୍କିଆକ୍ରମଣ ସମ୍ବନ୍ଧିୟ ହେବ ଆଲୋଚନା।ଏନଆଇଏ ଡିଜି ୟୋଗେଶ ଚନ୍ଦର ମୋଦି ଓ କ ସହ ଏନଆଇଏ ଆଇଜି ଓ ଅଫିସିଆଲ ଦେବେ ସୁଚନା । ଏନେଇ ଭୁବନେଶ୍ବର ପୋଲିସ ଭବନରେ ଚାଲିଛି କର୍ମଶାଳା।ରାଜ୍ଯ କ୍ରାଇମବ୍ରାଚ ,ଏସଟିଏଫ ଓ ସିଆଇଡି ସହ ଇଓଡବ୍ଲୁ ସହ ଏନଆଇଏ ର ମିଳିତ ଉଦ୍ଯମରେ ଚାଲିଛି କର୍ମଶାଳା।ଯେଉଁଠି ଟେରର ଫଣ୍ଡି,ଟେରର ଆକ୍ଟିଭିଟି,ଟେରର ଲିଙ୍କ,ଏବଂ ଟେରର ସମ୍ବନ୍ଧିୟ ତଥ୍ଯ ସମ୍ପର୍କରେ ଆଲୋଚନା କରାଯିବ।Conclusion:
Last Updated : Oct 3, 2019, 12:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.