ETV Bharat / city

ଟ୍ରାଫିକ ସିଗନାଲରେ ସିନେଷ୍ଟାର; ଗୀତ ଗାଇଲେ, ସଚେତନ କଲେ - ସିନେଷ୍ଟାର ଚନ୍ଦନ ଓ କମେଡିଆନ ଶଙ୍କର

ସିଗନାଲ ଉପରେ ସିନେଷ୍ଟାର । ଫିଲ୍ମ ସୁଟ ପାଇଁ ନୁହେଁ ବଂର ଲୋକଙ୍କୁ ସଚେତନ କରିବା ପାଇଁ । ରାଜଧାନୀର ନାଲକୋ ଛକରେ ଆଜି ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।

ଡିଜାଇନ ଫଟୋ
author img

By

Published : Sep 15, 2019, 7:53 PM IST

ଭୁବନେଶ୍ବର: ସିଗନାଲ ଉପରେ ସିନେଷ୍ଟାର । ଫିଲ୍ମ ସୁଟ ପାଇଁ ନୁହେଁ ବଂର ଲୋକଙ୍କୁ ସଚେତନ କରିବା ପାଇଁ । ରାଜଧାନୀର ନାଲକୋ ଛକରେ ଆଜି ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ସିନେଷ୍ଟାର ଚନ୍ଦନ ଓ କମେଡିଆନ ଶଙ୍କର ଟ୍ରାଫିକ ସିଗନାଲ ଉପରେ ଅଟକୁଥିବା ଲୋକଙ୍କୁ ଥ୍ୟାଙ୍କ ୟୁ କାର୍ଡ ସହ ଚକୋଲେଟ ଦେଇ ସଚେତନ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏପରିକି କମେଡିଆନ ଶଙ୍କର ଗୀତ ଗାଇ ମଧ୍ୟ ଲୋକଙ୍କୁ ସଚେତନ କରିଥିଲେ । ହେଲମେଟ ଓ ସିଟ୍‌ ବେଲଟ ସହ ଟ୍ରାଫିକ ନିୟମ ମାନିବାକୁ ଅନୁରୋଧ କରିଥିଲେ। ତେବେ ସେଠାରେ ସେ ଦୁଇ ଜଣଙ୍କ ବ୍ୟତୀତ ଟ୍ରାଫିକ ଡିସିପି , ଏସିପିଙ୍କ ସହ ଟ୍ରାଫିକ ଆଇଆଇସି ମଧ୍ୟ ଲୋକଙ୍କୁ ସଚେତନ କରିଥିଲେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଟ୍ରାଫିକ ସିଗନାଲରେ ସିନେ ଷ୍ଟାର,
ଗିତ ଗାଇଲେ ସଚେତନ କଲେBody:

ସିଗନାଲ ଉପରେ ସିନେଷ୍ଟାର।ଫିଲ୍ମ ସୁଟ ପାଇଁ ନୁହେଁ ସଚେତନ ପାଇଁ।ରାଜଧାନିରେ ନାଲକୋ ଛକରେ ଟ୍ରାଫିକ ସିନେଷ୍ଟାର ଚନ୍ଦନ ଓ କମେଡିଆନ ପ୍ରକାଶ ରାଜଙ୍କୁ।ଟ୍ରାଫିକ ସିଗନାଲ ଉପରେ ଅଟକୁଥିବା ଲୋକଙ୍କୁ ଥାନକୟୁ କାର୍ଡ ସହ ଚକଲେଟ ଦେଇ ସଚେତନ କରିଥିଲେ । ଏପରିକି କମେଡିଆନ ଶଙ୍କର ଗିତ ଗାଇ ମଧ୍ଯ ଲୋକଙ୍କୁ ସଚେତନ କରିଥିଲେ ।ହେଲମେଟ ଓ ସିଟବେଲଟସହ ଟ୍ରାଫିକ ନିୟମ ମାନିବାକୁ ଅନୁରୋଧ କରିଥିଲେ।ଉପସ୍ଥିତ ଥିବା ଟ୍ରାଫିକ ଡିସିପି ,ଏସିପିଙ୍କ ସହ ଟ୍ରାଫିକ ଆଇଆଇସି ଲୋକଙ୍କୁ ସଚେତନ କରିବାକୁ ଅନୁରୋଧ କରିଥିଲେ।
Conclusion:ବାଇଟ-ଚନ୍ଦନ
ବାଇଟ-ଶଙ୍କର
ବାଇଟ-ସାଗରିକା ନାଥ,ଟ୍ରାଫିକ ଡିସିପି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.