ETV Bharat / city

ନିୟମ ଭାଙ୍ଗିଲେ ଧରିବ ଟ୍ରାଫିକ ପୋଲିସ: ମିଳିବ ହେଲମେଟ, ଇନ୍ସୁରାନ୍ସ ପଲିସି - ନିୟମ ଭାଙ୍ଗିଲେ ଧରିବ ଟ୍ରାଫିକ ପୋଲିସ

ଚେକିଂ ହେଉଥିବା ସ୍ଥାନରେ ରହିବେ ହେଲମେଟ୍ ବେପାରି ଓ ଇନ୍ସୁରାନ୍ସ କର୍ମଚାରୀ । ହେଲମେଟ୍ ନଥିଲେ ନେବେ ହେଲମେଟ , ଇନ୍ସୁରାନ୍ସ ନଥିଲେ କରିବେ ଇନ୍ସୁରାନ୍ସ ପଲିସି । ଏଭଳି ଯୋଜନା ଲାଗୁ କରିବାକୁ ପ୍ରସ୍ତୁତ ହେଉଛି କମିଶନରେଟ ପୋଲିସ ।

ନିୟମ ଭାଙ୍ଗିଲେ ଧରିବ ଟ୍ରାଫିକ ପୋଲିସ: ମିଳିବ ହେଲମେଟ, ଇନ୍ସୁରାନ୍ସ ପଲିସି
author img

By

Published : Sep 14, 2019, 8:34 PM IST

ଭୁବନେଶ୍ବର: ଯଦି ଟ୍ରାଫିକ ନିୟମ ଭାଙ୍ଗୁଛନ୍ତି ତାହାଲେ ହୁସିଆର ହୋଇଯାଆନ୍ତୁ । ମାନି ନିଅନ୍ତୁ ନିୟମ । ନଚେତ ହୋଇପାରନ୍ତି ହଇରାଣ । ଏଣିକି ଧରାପଡିଲେ ଆଉ ତ୍ରାହି ନାହିଁ । ନିୟମ ଭାଙ୍ଗିଥିଲେ ଦେବେ ଫାଇନ ତା ସହିତ ସୁଧାରିବାର ସାଇନ ।

ନିୟମ ଭାଙ୍ଗିଲେ ଧରିବ ଟ୍ରାଫିକ ପୋଲିସ: ମିଳିବ ହେଲମେଟ, ଇନ୍ସୁରାନ୍ସ ପଲିସି

କାରଣ ଚେକିଂ ହେଉଥିବା ସ୍ଥାନରେ ରହିବେ ହେଲମେଟ୍ ବେପାରି ଓ ଇନ୍ସୁରାନ୍ସ କର୍ମଚାରୀ । ହେଲମେଟ୍ ନଥିଲେ ନେବେ ହେଲମେଟ , ଇନ୍ସୁରାନ୍ସ ନଥିଲେ କରିବେ ଇନ୍ସୁରାନ୍ସ ପଲିସି । ଏଭଳି ଯୋଜନା ଲାଗୁ କରିବାକୁ ପ୍ରସ୍ତୁତ ହେଉଛି କମିଶନରେଟ ପୋଲିସ । ଏନେଇ କିଛି ଇନ୍ସୁରାନ୍ସ ଅଧିକାରୀ ଓ ହେଲମେଟ କମ୍ପାନି ସହ ଆଲୋଚନା କରିଛି କମିସନରେଟ ପୋଲିସ । ଯାହାକି ନିୟମ ଉଲ୍ଲଙ୍ଘନକାରୀଙ୍କୁ ନିୟମ ଭାଙ୍ଗିଲେ ହେଲମେଟ୍ କି ପଲିସି ନେବା ବାଧ୍ୟତାମୂଳକ ହେବ।

ଯାହାଦ୍ବାରା ନୂଆ ନିୟମ ଅଧିନ ଲୋକେ ସଚେତନ ହୋଇ ଟ୍ରାଫିକ ନିୟମର ପାଳନ କରିବେ । ତେବେ ତିନିମାସ ପର୍ଯ୍ୟନ୍ତ ଡକ୍ୟୁମେଣ୍ଟ ପ୍ରସ୍ତୁତ ପାଇଁ ନିୟମ କୋହଳ ରହିଥିବା ବେଳେ ଏହକୁ ପରେ କଡାକଡି କରାଯିବ । ତେବେ ସେତେବେଳକୁ ଆଉ ଉଲ୍ଲଙ୍ଘନକାରୀଙ୍କୁ ନିସ୍ତାର ନାହିଁ ବୋଲି କହିଛି କମିଶନରେଟ ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ନିୟମ ଭାଙ୍ଗିଲେ ଧରିବ ଟ୍ରାଫିକ ପୋଲିସ
ମିଳିବ ହେଲମେଟ,ଇନସୁରାନସ ପଲିସିBody:

ଟ୍ରାଫିକ ନିୟମ ଭାଙ୍ଗୁଛନ୍ତି କି ହୁସିଆର।ମାନିନିୟନ୍ତୁ ନିୟମ ନଚେତ ହୋଇପାରନ୍ତି ହଇରାଣ। ଏଣିକି ଧରାପଡିଲେ ଆଉ ତ୍ରାହି ନାହିଁ।ନିୟମ ଭାଙ୍ଗିଥିଲେ ଦେବେ ଫାଇନ ତା ସହିତ ସୁଧାରିବାର ସାଇନ।କାରଣ ଚେକିଂ ହେଉଥିବା ସ୍ଥାନରେ ରହିବ ହେଲମେଟ ବେପାରି ଓ ଇନସୁରାନସ କର୍ମଚାରି।ହେଲମେଟ ନଥିଲେ ନେବେ ହେଲମେଟ ,ଇନସୁରାନସ ନଥିଲେ କରିବେ ଇନସୁରାନସ ପଲିସି। ଏଭଳି ଯୋଜନା ଲାଗୁ କରିବାକୁ ପ୍ରସ୍ତୁତ ହେଉଛି କମିସନରେଟ ପୋଲିସ। ଏନେଇ କିଛି ଇନସୁରାନସ ଅଧିକାରି ଓ ହେଲମେଟ କମ୍ପାନି ସହ ଆଲୋଚନା କରିଛି କମିସନରେଟ ପୋଲିସ।ଯାହାକି ନିୟମ ଉଲଙ୍ଘନକାରିକୁ ନିୟମ ଭାଙ୍ଗିଲେ ହେଲମେଟ କି ପଲିସି ନେବା ବାଧ୍ଯତାମୁଳକ ହେବ।ଯା ଦ୍ବାରା ନୁଆ ନିୟମ ଅଧିନ ଅନୁଯୀୟି ଲୋକେ ସଚେତନ ହୋଇ ଟ୍ରାଫିକ ନିୟମର ପାଳନ କରିବେ।ତେବେ ତିନିମାସ ପର୍ଯନ୍ତ ଡକୁମେଣ୍ଟ ପ୍ରସ୍ତୁତ ପାଇଁ ନିୟମ କୋହଳ ରହିଥିବା ବେଳେ ପରେ ହେବ ଗଡାକଡି। ତେବେ ସେତେବେଳକୁ ଆଉ ଉଲଙ୍ଘନକାରିକୁ ନିସ୍ତାର ନାହିଁ।Conclusion:ବାଇଟ-ଡ ସୁଧାଶୁ ଷରଙ୍ଗି,ପୋଲିସ କମିସନର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.