ETV Bharat / city

ନୂଆ ନିୟମ ଛାଟରେ ଥରହର ରାଜଧାନୀ, ଗଣିଲେଣି ଦଶଗୁଣ ତଣ୍ଡ - ଟ୍ରାଫିକ ନିୟମ

ରାସ୍ତା ଉପରେ ଗାଡି ଚଳାଇବାବେଳେ ମାନନ୍ତୁ ଟ୍ରାଫିକ ନିୟମ । ନଚେତ ଗଣିପାରନ୍ତି ବିପୁଳ ପରିମାଣର ତଣ୍ଡ । ନୂଆ ଯାନବାହାନ ଚଳାଚଳ ନିୟମ ଲାଗୁ ପରେ କଡାକଡି କରିଛି କମିସନରେଟ ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 1, 2019, 5:26 PM IST

ଭୁବନେଶ୍ବର: ହୁସିଆର, ସାବଧାନ, ସତର୍କ। ରାସ୍ତା ଉପରେ ଗାଡି ଚଳାଇବାବେଳେ ମାନନ୍ତୁ ନିୟମ । ନଚେତ ଗଣିପାରନ୍ତି ବିପୁଳ ପରିମାଣର ତଣ୍ଡ । ନୂଆ ଯାନବାହାନ ଚଳାଚଳ ନିୟମ ଲାଗୁ ପରେ କଡାକଡି କରିଛି କମିସନରେଟ ପୋଲିସ। ବିଭିନ୍ନ ଛକ ଓ ଟ୍ରାଫିକ ପଏଣ୍ଟରେ ଜଗି ବସିଛନ୍ତି ଟ୍ରାଫିକ କର୍ମଚାରୀ। ହେଲମେଟ ପିନ୍ଧିନଥିବା ଠୁ ଆରମ୍ଭ କରି ଟ୍ରିପଲ ରାଇଡ, ବିନା ସିଟବେଲଟ, ବିନା ଲାଇସେନ୍ସ ଓ କାଗଜପତ୍ରରେ ଡ୍ରାଇଭ ଭଳି ଟ୍ରାଫିକ ଉଲଙ୍ଘନକାରୀଙ୍କ ଉପରେ ନଜର ରଖି ଫାଇନ ଆଦାୟ ଜୋରଦାର କରିଛି କମିସନରେଟ ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏଥିସହ ନୂତନ ନିୟମ ସମ୍ପର୍କରେ ମାଇକ ଜରିଆରେ ସହର ଓ ଛକଛକ ବୁଲି ସଚେତନ କରିଛନ୍ତି କମିସନରେଟ ପୋଲିସ ଅଧିକାରୀ । ଅନ୍ୟପଟେ ନିୟମ ଉଲଙ୍ଘନକାରୀ ଧରାପଡିବା ପରେ ଦଶଗୁଣ ଫାଇନ ଦେଇଛନ୍ତି। ଏପରିକି କେହି କେହି ନିୟମ ସମ୍ପର୍କରେ ଅବଗତ ନଥିବା ବେଳେ ଫାଇନ ଦେବା ପରେ ସଚେତନ ହୋଇଛନ୍ତି । ତେବେ ଦଶଗୁଣ ଫାଇନ ଦେବା ପରେ ନିଶ୍ଚିତ ଲୋକେ ନୂଆ ନିୟମ ସମ୍ପର୍କରେ ହୃଦୟଙ୍ଗମ ହେବେ ଓ ନିୟମ ମାନିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ଫାଇନ ଦେଇଥିବା ଟ୍ରାଫିକ ଉଲଙ୍ଘନକାରୀ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଲାଗୁ ହେଲା ନୁଆ ଟ୍ରାଫିକ ନିୟମ,
ଉଲଙ୍ଘନକାରି ଗଣିଲେ ଦଶଗୁଣ ତଣ୍ଡ Body:ହୁସିଆର ସାବଧାନ ସତର୍କ।ରାସ୍ତା ଉପରେ ଗାଡିଚଲାଇବା ବେଳେ ମନନ୍ତୁ ନିୟମ। ନଚେତ ଗଣିପାରନ୍ତି ବିପୁଳ ପରିମାଣର ତଣ୍ଡ ।ନୁଆ ଯାନବାହାନ ଚଳାଚଳ ନିୟମ ଲାଗୁ ପରେ କଡାକଡି କରିଛି କମିସନରେଟ ପୋଲିସ।ବିଭିନ୍ନ ଛକ ଓ ଟ୍ରାଫିକ ପଏଣ୍ଟରେ ଜଗି ବସିଛନ୍ତି ଟ୍ରାଫିକ କର୍ମଚାରି।ହେଲପେଣ୍ଟ ପିନ୍ଧିନଥିବା ଠୁ ଆରମ୍ଭ କରି ଟ୍ରିପଲ ରାଇଡ,ବିନା ସିଟବେଲଟ,ବିନା ଲାଇସେନ୍ସ କାଗଜପତ୍ରରେ ଡ୍ରାଇଭ ଭଳି ଟ୍ରାଫିକ ଉଲଙ୍ଘନକାରିଙ୍କ ଉପରେ ନଜର ରଖି ଫାଇନ ଆଦାୟ ଯୋରଦାର କରିଛି କମିସନରେଟ ପୋଲିସ। ଏଥିସହ ନୁତନ ନିୟମ ସମ୍ପର୍କରେ ମାଇକ ଜରିଆରେ ସହର ଓ ଛକଛକ ବୁଲି ସଚେତନ କରିଛନ୍ତି କମିସନରେଟ ପୋଲିସ ଅଧିକାରି।
ବାଇଟ-ଅନୁପ ସାହୁ,ଭୁବନେଶ୍ବର ଡିସିପି
ଅନ୍ଯପଟେ ନିୟମ ଉଲଙ୍ଘନକାରି ଧରାପଡିବା ପରେ ଦଶଗୁଣ ଫାଇନ ଦେଇଛନ୍ତି।ଏପରିକି କେହି କେହି ନିୟମ ସମ୍ପର୍କରେ ଅବଗତ ନଥିବା ବେଳେ ଫାଇନ ଦେବା ପରେ ସଚେତନ ହୋଇଛି। ତେବେ ଦଶଗୁଣ ଫାଇନ ଦେବା ପରେ ନିଶ୍ଚିତ ଲୋକ ନୁଆ ନିୟମ ସମ୍ପର୍କରେ ହୃଦୟଙ୍ଗମ ହେଲବେ ଓ ନିୟମ ମାନିବାକୁ ବାଧ୍ଯ ହେବେ ବୋଲି କହିଛନ୍ତି ଫାଇନ ଦେଇଥିବା ଟ୍ରାଫିକ ଉଲଙ୍ଘନକାରି।
ବାଇଟ-ଜୟଦେବ ବେହେରା,ଟ୍ରାଫିକନିୟମ ଉଲଙ୍ଘନକାରି
ବାଇଟ-ହିମାଂଶୁ,ଟ୍ରାଫିକନିୟମ ଉଲଙ୍ଘନକାରିConclusion:ବାଇଟ-ଅନୁପ ସାହୁ,ଭୁବନେଶ୍ବର ଡିସିପି
ବାଇଟ-ଜୟଦେବ ବେହେରା,ଟ୍ରାଫିକନିୟମ ଉଲଙ୍ଘନକାରି
ବାଇଟ-ହିମାଂଶୁ,ଟ୍ରାଫିକନିୟମ ଉଲଙ୍ଘନକାରି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.