ETV Bharat / city

ଶୁକ୍ରବାର ଦାୟିତ୍ୱ ନେବେ ନୂଆ ପିସିସି ସଭାପତି, ସଜେଇ ହେଉଛି କଂଗ୍ରେସ ଭବନ

author img

By

Published : Jun 9, 2022, 10:02 PM IST

Updated : Jun 9, 2022, 10:20 PM IST

ସଜେଇ ହେଉଛି କଂଗ୍ରେସ ଭବନ । ଶୁକ୍ରବାର ନବନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିବେ। ସେଥିପାଇଁ କଂଗ୍ରେସ ଭବନକୁ ନୂଆ ରୂପରେ ସୁସଜ୍ଜିତ କରାଯାଉଛି । ନୂଆ ରଙ୍ଗରେ ରଙ୍ଗାୟିତ ହୋଇଛି କଂଗ୍ରେସ ଭବନ। ଅଧିକ ପଢନ୍ତୁ

ଆସନ୍ତାକାଲି ଦାୟିତ୍ବ ନେବେ ନୂଆ ପିସିସି ସଭାପତି

ଭୁବନେଶ୍ବର: ସଜେଇ ହେଉଛି କଂଗ୍ରେସ ଭବନ । ଆସନ୍ତାକାଲି ନବନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିବେ। ସେଥିପାଇଁ କଂଗ୍ରେସ ଭବନକୁ ନୂଆ ରୂପରେ ସୁସଜ୍ଜିତ କରାଯାଉଛି । ନୂଆ ରଙ୍ଗରେ ରଙ୍ଗାୟିତ ହୋଇଛି କଂଗ୍ରେସ ଭବନ।

ଶୁକ୍ରବାର ଦାୟିତ୍ୱ ନେବେ ନୂଆ ପିସିସି ସଭାପତି

ଏଥିପାଇଁ କଂଗ୍ରେସ ଭବନ ଓ ଏହାର ପରିସରକୁ ନୂଆ ରୂପ ଦିଆଯାଇ ମଞ୍ଚ ପ୍ରସ୍ତୁତ ହୋଇଛି । ସାରା ରାଜ୍ୟରୁ 33 ସାଙ୍ଗଠନିକ ଜିଲ୍ଲାର ପାଖାପାଖି 15 ହଜାର ନେତା କର୍ମୀ ଯୋଗ ଦେବେ। ସକାଳ ସାଢେ 11 ଟା ସମୟରେ ଶରତ, ପ୍ରଭାରୀ ଚେଲ୍ଲା କୁମାର ଏବଂ ସହ ପ୍ରଭାରୀ ରୁଦ୍ର ରାଜୁ ଏବଂ ଦଳର ବରିଷ୍ଠ ନେତା ମାନଙ୍କୁ ହଜାର ହଜାର ସଂଖ୍ୟାରେ କର୍ମୀ ଓ ନେତା ଏକ ବିଶାଳ ପଟୁଆରରେ ଆଣି କଂଗ୍ରେସ ଭବନରେ ପହଞ୍ଚିବେ। ଏନେଇ କଣ କହୁଛନ୍ତି କଂଗ୍ରେସ ବିଧାୟକ ଶୁଣନ୍ତୁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 9, 2022, 10:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.