ETV Bharat / city

New Odia Movie; ତୋ ନାଁର ମାନେ ହଁର ଶୁଭ ମହୁରତ

author img

By

Published : Nov 28, 2021, 10:33 PM IST

ଜୋକର ପ୍ଳସ ଇଣ୍ଟଟେନମେଣ୍ଟ ବ୍ୟାନର ନୂଆ ଚଳଚ୍ଚିତ୍ର 'ତୋ ନାର ମାନେ ହଁ'ର ଶୁଭ ମହୁରତ । ଅଧିକ ପଢନ୍ତୁ

New odia movie TA NA RO MANE HAN Subha Mahurat
ତୋ ନାର ମାନେ ହଁ ର ଶୁଭ ମହୁରତ

ଭୁବନେଶ୍ବର: ନୂଆ ଓଡିଆ ଚଳଚ୍ଚିତ୍ର 'ତୋ ନାଁର ମାନେ ହଁ'ର ଶୁଭମହୁରତ । ଜୋକର ପ୍ଳସ ଇଣ୍ଟରଟେନମେଣ୍ଟ ବ୍ୟାନର ନୂଆ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ସମ୍ବିତ, ରିୟା ଓ କାବ୍ୟାକରଣ ରହିଛନ୍ତି ।

ତୋ ନାର ମାନେ ହଁ ର ଶୁଭ ମହୁରତ

କୋରୋନା କଟକଣା ଯୋଗୁଁ ବନ୍ଦ ରହିଥିବାବେଳେ ପ୍ରଥମ ଥର ପାଇଁ ଏକ ବଡ ବଜେଟର ଓଡିଆ ସିନେମା କରାଯାଉଛି । ଜୋକର ପ୍ଳସ ଇଣ୍ଟରଟେନମେଣ୍ଟ ବ୍ୟାନରରେ ନୂଆ ଓଡିଆ ଚଳଚ୍ଚିତ୍ର 'ତୋ ନାଁର ମାନେ ହଁ ' ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ସିନେମାଟି ପ୍ରସ୍ତୁତ କରାଯାଉଛି ସୁଧାଂଶୁ ସାହୁଙ୍କ ନିଦ୍ଦେର୍ଶନା ଓ ଅମୁଲ୍ୟ କୁମାର ଦାସ ଓ ବୃନ୍ଦାବନ ଗୁରୁଙ୍କ ପ୍ରଯୋଜନରେ ଦାୟିତ୍ବରେ ରହିଛନ୍ତି। ସଂଗୀତ ଦେଇଛନ୍ତି ମେଲଡି କିଙ୍ଗ ତଥା ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର । ବିଶିଷ୍ଟ ନାମିଦାମୀ ଓଡିଆ ସିଙ୍ଗର କଣ୍ଠଦାନ କରିଛନ୍ତି । ଏହି ସିନେମାର ଗୀତ ଗୁଡିକ ବାହାର ଲୋକେସରେ ସୁଟିଂ କରାଯିବ ବୋଲି ଫିଲ୍ମର ନିର୍ଦ୍ଦେଶକ କହିଛନ୍ତି ।

ଆସନ୍ତାକାଲି ଠାରୁ ସିନେମାର ସୁଟିଂ ଆରମ୍ଭ ହେବ । ଏହି ସିନେମାରେ ମୁଖ୍ୟ ନାୟକ ଭୂମିକାରେ ସମ୍ବିତ, ଦୁଇ ଜଣ ନାୟିକା ଭାବରେ ରିୟା ଓ କାବ୍ୟାକରଣ ରହିଛନ୍ତି । ଅନ୍ୟ ଭୂମିକାରେ ମହେଶ୍ବତା ରାୟ, ସମା ଭୌମିକ, ପିଣ୍ଟୁ ନନ୍ଦ, ଅସିତ ପତି ରହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.