ETV Bharat / city

ନୂଆ ଦଣ୍ଡ, ବଡ ତଣ୍ଡ; ବଢୁଛି ହେଲମେଟ୍ ବେପାର - ଯାନ ବାହାନ ନିୟମ

ନୂଆ ଟ୍ରାଫିକ ନିୟମ ପରେ ହେଲମେଟ ଦୋକାନରେ ଭିଡ । ଫାଇନ ବଦଳରେ ନିୟମ ମାନିବାକୁ ବାଧ୍ୟ ହେଉଛନ୍ତି ବାଇକ ଚାଳକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର
author img

By

Published : Sep 2, 2019, 9:39 PM IST

ଭୁବନେଶ୍ବର: ଲାଗୁ ହୋଇଛି ନୂତନ ଯାନ ବାହାନ ନିୟମ । ନିୟମରେ ଫାଇନ ପରିମାଣକୁ ବଢାଯାଇଛି ଦଶଗୁଣା । ପ୍ରଥମ ଦିନରେ କମିସନରେଟ ପୋଲିସ ଆଦାୟ କରିଛି ୨ ଲକ୍ଷ ୧୩ ହଜାର ଫାଇନ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

ପୂର୍ବପେକ୍ଷା ହେଲମେଟ ଚେକିଂ ଧରାପଡିଲେ ୧୦୦୦ ଟଙ୍କା ଦେବାକୁ ପଡୁଛି । ତେଣୁ ଫାଇନ ଅପେକ୍ଷା ନିୟମ ମାନିବାକୁ ବାଧ୍ୟ ହେଉଛନ୍ତି ବାଇକ ଚାଳକ । ଏନେଇ ଦେଖିବାକୁ ମିଳିଛି ବିଭିନ୍ନ ହେଲେମେଟ ଦୋକାନରେ ଭିଡ ।

ନିଜ ସୁରକ୍ଷା ସହ ଫାଇନରୁ ବର୍ତ୍ତିବାକୁ ହେଲେମେଟ କିଣୁଥିବାର ଦେଖିବାକୁ ମିଳିଛି । ତେବେ ପୂର୍ବପେକ୍ଷା ଏବେ ଦଶଗୁଣା ଫାଇନ ପରି ଦଶଗୁଣା ବେପାର ବଢିଥିବା କହିଛନ୍ତି ହେଲେମେଟ ଦୋକାନୀ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Intro:ନୁଆ ଟ୍ରାଫିକ ନିୟମ ପରେ ହେଲମେଣ୍ଟ ଦୋକାନରେ ଭିଡBody:

ଲାଗୁ ହୋଇଛି ନୁତନ ଯାନବାହାନ ନିୟମ। ନିୟମରେ ଫାଇନ ପରିମାଣକୁ ଦଶଗୁଣା ବଢାଯାଇଛି।କମିସନରେଟ ପୋଲିସ ଅଧିନରେ ପ୍ରଥମ ଦିନରେ ୨ଲକ୍ଷ ୧୩ ହଜାର ଫାଇନ ଆଦାୟ ହୋଇଛି।ପୁର୍ବାପେକ୍ଷା ହେଲମେଣ୍ଟ ଚେକିଂ ଧରାପଡିଲେ ୧୦୦୦ ଟଙ୍କା ଦେବାକୁ ପଡୁଛି। ତେଣୁ ଫାଇନ ଅପେକ୍ଷା ନିୟମ ମାନିବାକୁ ବାଧ୍ଯ ହୌଇଛନ୍ତି ସାଧାରଣ ଯାନବାହାନ ଚଳାଉଥିବା ଲୋକେ। ଏନେଇ ଦେଖିବାକୁ ମିଳିଛି ବିଭିନ୍ନ ହେଲେମେଣ୍ଟ ଦୋକାନରେ ଭିଡ।ନିଜ ସୁରକ୍ଷା ସହ ଫାଇନ ରୁ ବର୍ତିବାକୁ ହେଲେମେଣ୍ଟ କିଣୁଥିବାର ଦେଖିବାକୁ ମିଳିଛି। ତେବେ ପୁର୍ବାପେକ୍ଷା ଏବେ ଦଶଗୁଣା ଫାଇନ ପରି ଦଶଗୁଣା ବେପାର ବଢିଥିବା ହେଲେମେଣ୍ଟ ଦୋକାନି କହିଛନ୍ତି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.