ETV Bharat / city

ନିର୍ବାଚନ ଫଳାଫଳକୁ ନେଇ କଣ ରହିଛି ଜନତାଙ୍କ ପ୍ରତିକ୍ରିୟା, ଶୁଣନ୍ତୁ...

author img

By

Published : May 26, 2019, 8:39 PM IST

ବାହାରିଛି 2019 ସାଧାରଣ ନିର୍ବାଚନ ଫଳାଫଳ । ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପି ସରକାର ଗଢିବା ପାଇଁ ପ୍ରସ୍ତୁତ ହେଉଛନ୍ତି ନେତୃବୃନ୍ଦ । ତେବେ ଫଳାଫଳ ଆସିବା ପରେ କଣ ରହିଛି ଜନତାଙ୍କ ପ୍ରତିକ୍ରିୟା ତାହା ପଚାରି ବୁଝିଥିଲେ ଆମ ପ୍ରତିନିଧି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ସରିଲା 17ତମ ଲୋକସଭା ନିର୍ବାଚନ । ଦେଶର ଜନତା ଭୋଟ ଦେଇ ଜିତାଇଛନ୍ତି ନିଜର ମନମୁତାବକ ଦଳ ଏବଂ ନେତାଙ୍କୁ । ଆଉ ଶେଷରେ ଫଳାଫଳ ମଧ୍ୟ ଆସିଛି । ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପି ନିଜର ସରକାର ଗଢିବାକୁ ଯାଉଛନ୍ତି । ତେବେ ଉଭୟ ସରକାର ଆସିବା ପରେ ସାଧାରଣ ଲୋକେ କେତେ ଖୁସି ଅଛନ୍ତି ? ଏହାସହ ଦେଶରେ ଓ ରାଜ୍ୟରେ କଣ କଣ ଉନ୍ନତି ହେବା ଦରକାର ଏନେଇ ସାଧାରଣଜନତାଙ୍କ ନିକଟରେ ଆମ ପ୍ରତିନିଧି ଆଲୋଚନା କରିଛନ୍ତି । ତେବେ ଆସନ୍ତୁ ଶୁଣିବା ଜନତା କଣ କହୁଛନ୍ତି ନୂଆ ସରକାରଙ୍କ ସମ୍ପର୍କରେ...

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ରାଜ୍ୟ ରେ ବିଜୁ ଜନତା ଦଳ ଓ କେନ୍ଦ୍ର ରେ ବିଜୁ ଜନତା ଦଳ ନିଜର ସରକାର ଗଢିବା ପରେ ସାଧାରଣ ଲୋକେ କେତେ ଖୁସି ଅଛନ୍ତି। ଏହା ସହ ଦେଶ ର ଓ ରାଜ୍ୟ ର କଣ କଣ ଉନ୍ନତି ହେବା ଦରକାର, ଦେଖନ୍ତୁ ଏହି ଭିଡିଓ ରେ ,,,
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.