ETV Bharat / city

ରାଜ୍ୟରେ ଦିନକରେ 230 ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ - corona update report

ଆଜି(ଗୁରୁବାର) ରାଜ୍ୟରେ ଗୋଟିଏ ଦିନରେ 230 କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଜଣଙ୍କ ମୃତ୍ୟୁ ହୋଇଛି ।

ଆଜିର କୋରୋନା ପଜେଟିଭ ରିପୋର୍ଟ
ଆଜିର କୋରୋନା ପଜେଟିଭ ରିପୋର୍ଟ
author img

By

Published : Jan 7, 2021, 12:43 PM IST

ଭୁବନେଶ୍ବର:ରାଜ୍ୟରେ କମୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି(ଗୁରୁବାର) ରାଜ୍ୟରେ ଗୋଟିଏ ଦିନରେ 230 କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ହୋମ କ୍ବାରେଣ୍ଟାଇନ କେନ୍ଦ୍ରରୁ 134 ଚିହ୍ନଟ ହୋଇଥିବା ବେଳେ 96 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।

ଆଜିର କୋରୋନା ପଜେଟିଭ ରିପୋର୍ଟ
ଆଜିର କୋରୋନା ପଜେଟିଭ ରିପୋର୍ଟ

ଅନୁଗୁଳରୁ 24, ବାଲେଶ୍ବରରୁ 10, ବରଗଡରୁ 17, ଭଦ୍ରକରୁ 2, ବଲାଙ୍ଗୀରରୁ 18, କଟକରୁ 12, ବୌଦ୍ଧରୁ 2ଜଣ,ଦେଓଗଡରୁ ଜଣେ, ଗଞ୍ଜାମରୁ 4, ଜଗତସିଂହପୁରରୁ 5, ଯାଜପୁରରୁ 15, ଝାରସୁଗୁଡ଼ାରୁ 14, କଳାହାଣ୍ଡିରୁ ଜଣେ, କେନ୍ଦ୍ରାପଡାରୁ 6, କେନ୍ଦୁଝରରୁ 3, ଖୋର୍ଦ୍ଧାରୁ 12, ମୟୂରଭଞ୍ଜରୁ 11, ନୂଆପଡାରୁ 11, ନବରଙ୍ଗପୁରରୁ ଜଣେ ଚିହ୍ନଟ ହୋଇଛନ୍ତି ।

ସେହିପରି ପୁରୀରୁ 10, ସମ୍ବଲପୁରରୁ 15, ସୋନପୁର 4, ସୁନ୍ଦରଗଡରୁ 30 ଓ ଷ୍ଟେଟ ପୋଲରୁ 2 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 3 ଲକ୍ଷ 31 ହଜାର 151 ଜଣ । ଅନ୍ୟପକ୍ଷେ ସୁସ୍ଥ ହେଇଛନ୍ତି 3 ଲକ୍ଷ 27 ହଜାର 08 ଜଣ ଓ ସକ୍ରିୟ 2 ହଜାର 202 । ତେବେ ରାଜ୍ୟରେ ମୋଟ କୋରୋନା ପରୀକ୍ଷଣ 70,12,893 ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.