ଭୁବନେଶ୍ବର: ନିଯୁକ୍ତି ପାଇଲେ 6ଟି ବିଶ୍ୱବିଦ୍ୟାଳୟର ନୂଆ କୁଳପତି । ଲେଡି ଗଭର୍ଣ୍ଣରଙ୍କ ବିୟୋଗ ସତ୍ତ୍ୱେ ରାଜ୍ୟପାଳ ସବୁ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତିଙ୍କ ନିଯୁକ୍ତି ଉପରେ ମୋହର ମାରିଛନ୍ତି । ଡିସେମ୍ବର ପହିଲାରୁ ଏମାନେ କାର୍ଯ୍ୟରେ ଯୋଗ ଦେବେ ।
![ଓଡିଶାର 6 ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ନିଯୁକ୍ତ](https://etvbharatimages.akamaized.net/etvbharat/prod-images/od-bbs-5-newvc-avo-7206239_23112020183100_2311f_1606136460_866.jpg)
![ଓଡିଶାର 6 ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ନିଯୁକ୍ତ](https://etvbharatimages.akamaized.net/etvbharat/prod-images/od-bbs-5-newvc-avo-7206239_23112020183100_2311f_1606136460_911.jpg)
ପ୍ରଫେସର ଅପରାଜିତା ଚୌଧୁରୀ ହେଲେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି । ସବିତା ଆଚାର୍ଯ୍ୟ ଉତ୍କଳ ବିଶ୍ଵବିଦ୍ୟାଳୟ, ଦୀନବନ୍ଧୁ ସାହୁ ଫକୀରମୋହନ ବିଶ୍ବବିଦ୍ୟାଳୟ, ଏନ ନାଗରାଜୁ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ, କିଶୋର କୁମାର ବାସା ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ, ପ୍ରଫୁଲ୍ଲ କୁମାର ମହାନ୍ତି ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ କୁଳପତି ଭାବେ ନିଯୁକ୍ତି ପାଇଛନ୍ତି ।
![ଓଡିଶାର 6 ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ନିଯୁକ୍ତ](https://etvbharatimages.akamaized.net/etvbharat/prod-images/od-bbs-5-newvc-avo-7206239_23112020183100_2311f_1606136460_296.jpg)
![ଓଡିଶାର 6 ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ନିଯୁକ୍ତ](https://etvbharatimages.akamaized.net/etvbharat/prod-images/od-bbs-5-newvc-avo-7206239_23112020183100_2311f_1606136460_809.jpg)
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ