ETV Bharat / city

ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ନୂଆ ଆଡଭାଇଜରୀ ଜାରି - ରାଜ୍ୟ ସରକାରଙ୍କ ଆଡଭାଇଜରି

ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଉଥିବା ଦୋକାନରେ ପ୍ରବଳ ଭିଡ଼ ଦେଖି ସରକାରଙ୍କ ନୂଆ ନିଷ୍ପତ୍ତି । ଏବେ ଠୁ ଦୋକାନଗୁଡିକ ରାତି ବେଳା ମଧ୍ୟ ଖୋଲା ରହିବ ବୋଲି ଆଡଭାଇଜରୀ ଜାରି କରି କୁହାଯାଇଛି ।

ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ନୂଆ ଆଡଭାଇଜରି ଜାରି

author img

By

Published : Mar 27, 2020, 8:32 AM IST

ଭୁବନେଶ୍ବର: ନିତିଦିନିଆ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଉଥିବା ଦୋକାନରେ ପ୍ରବଳ ଭିଡ଼ ଦେଖି ପୁଣି ନିଷ୍ପତ୍ତି ବଦଳାଇଛନ୍ତି ରାଜ୍ୟ ସରକାର। ଲକ୍‌ଡାଉନ୍‌ ବେଳେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ପାଇଁ ଧାର୍ଯ୍ୟ ଥିବା ସମୟ କଟକଣାକୁ କୋହଳ କରାଯାଇଛି । ଏବେ ଠୁ ଦୋକାନଗୁଡିକ ରାତି ବେଳା ମଧ୍ୟ ଖୋଲା ରହିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ଦୋକାନୀମାନେ ନିଜ ଦୋକାନ ଆଗରେ ସାମାଜିକ ଦୂରତ୍ଵ ବଜାୟ ରଖିବା ପାଇଁ ଗୋଲ ବୁଲାଇବାକୁ କୁହାଯାଇଛି । ତେବେ ଯେକୌଣସି ସମୟ ପର୍ଯ୍ୟନ୍ତ ଆବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିପାରିବ। ପରିବା ଦୋକାନୀମାନଙ୍କୁ ଖୋଲା ପଡିଆ କିମ୍ବା ରାସ୍ତା କଡରେ ପରିବା ବିକ୍ରି କରିବା ପାଇଁ କୁହାଯାଇଛି । ଏହାସହ ହୋମ ଡେଲିଭରି ପାଇଁ ମଧ୍ୟ ସହରମାନଙ୍କରେ ବ୍ୟବସ୍ଥା କରାଯିବ ବୋଲି ଆଡଭାଇଜରୀରେ କୁହାଯାଇଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.